Yearly Archives

2024

ପଶ୍ଚିମ ଓଡ଼ିଶା ୱେବ୍ ମିଡ଼ିଆ ସାମ୍ବାଦିକ ସଂଘର ବନ୍ଧୁ ମିଳନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ବିଜୁ ପଟ୍ଟନାୟକ ଟାଉନ୍‌ ହଲ୍‌ ଠାରେ ପଶ୍ଚିମ ଓଡ଼ିଶା ୱେବ୍ ମିଡ଼ିଆ ସାମ୍ବାଦିକ ସଂଘର ଚତୁର୍ଥ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଅସିତ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତା ଓ ସମ୍ପାଦକ ବଳରାମ ଦୀପଙ୍କ ପ୍ରତ୍ୟକ୍ଷ…
Read More...

ରାସ୍ତା ସାଜିଲା କଣ୍ଟା : ଆସିଲାନି ଆମ୍ବୁଲାନ୍ସ, ଖଟରେ ବୁହାହେଲେ ଗର୍ଭବତୀ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ଭଣ୍ଡାରଙ୍ଗି ପଞ୍ଚାୟତର ମାସ୍କାଗୁଡ଼ା ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ସ୍ୱାମୀ ଓ ତିନିଜଣ ମହିଳା ଖଟ ଦଉଡ଼ିରେ ଗର୍ଭବତୀ ମହିଳାଙ୍କୁ ବୋହି ଆଣିବା ଘଟଣା ଚର୍ଚ୍ଚାର…
Read More...

ଶିକ୍ଷା ସପ୍ତାହର ତୃତୀୟ ଦିବସ : ସ୍ପୋର୍ଟସ୍‌ ଡେ

ରେଙ୍ଗାଲି, (ସୁଶିଳ କୁମାର ମିଶ୍ର) : ଜାତୀୟ ଶିକ୍ଷା ନୀତିର ଚତୁର୍ଥ ବାର୍ଷିକୀ ଅବସରରେ ରେଙ୍ଗାଲି ଆଞ୍ଚଳିକ ସାଧନ କେନ୍ଦ୍ରର ସମସ୍ତ ବିଦ୍ୟାଳୟରେ ଶିକ୍ଷା ସପ୍ତାହର ତୃତୀୟ ଦିବସ ସ୍ପୋର୍ଟସ୍ ଡେ ପାଳିତ ହୋଇଯାଇଛି । ଏହି ଆନୁକୁଲ୍ୟରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ନେଇ ଆଞ୍ଚଳିକ…
Read More...

ଶିକ୍ଷା ସପ୍ତାହ ପାଳନ ଉପଲକ୍ଷେ କ୍ରୀଡା ଦିବସ ପାଳନ

ଏସ୍‌. ରାମପୁର, (ସୁଶିଳ କୁମାର ମିଶ୍ର) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଧାତୁକିପାଲି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ସପ୍ତାହ ଉପଲକ୍ଷେ କ୍ରୀଡା ଦିବସ ପାଳିତ ହୋଇଯାଇଛି । ପାରମ୍ପରିକ କ୍ରୀଡାକୁ ପ୍ରୋତ୍ସାହନ ଦେବା ଓ କ୍ରୀଡାକୁ ଶିକ୍ଷା ସହିତ ଯୋଡିବା ଉଦ୍ଦେଶ୍ୟରେ ପାଳିତ…
Read More...

ରାଜ୍ୟପାଳଙ୍କ ଅଭିଭାଷଣ ସଂପର୍କିତ ଧନ୍ୟବାଦ ପ୍ରସ୍ତାବ ଉପରେ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ

ଭୁବନେଶ୍ୱର : ଓଡିଶା ରାଜ୍ୟ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଅବସରରେ ଏହି ପବିତ୍ର ଗୃହରେ ରାଜ୍ୟପାଳଙ୍କ ଅଭିଭାଷଣକୁ ମୁଁ ସ୍ୱାଗତ କରୁଛି । ଓଡିଶାର ସାଢେ ୪ କୋଟି ଜନସାଧାରଣଙ୍କ ଆଶା, ଆକାଂକ୍ଷା ଓ ସ୍ୱପ୍ନକୁ ସାକାର କରିବା ପାଇଁ ଆମର ନୂଆ ସରକାର ଗଠିତ ହୋଇଛି । ଆମର ଗଣତାନ୍ତ୍ରିକ…
Read More...

ସାଂସଦରେ ପ୍ରଦୀପ ପୁରୋହିତଙ୍କ ପ୍ରଶ୍ନ ପରେ ନୂଆପଡା-ବରଗଡ଼ ରେଳ ଯୋଗାଯୋଗ ପ୍ରକଳ୍ପରେ ତ୍ୱରିତ ପଦକ୍ଷେପ

ବରଗଡ, (ନିରୋଜ କୁମାର ପାଣୀ) : ଲୋକସଭାର ମୌସୁମୀ ଅଧିବେଶନର ଏକ ସାଧାରଣ ପ୍ରଶ୍ନକାଳରେ ସାଂସଦ ପ୍ରଦୀପ ପୁରୋହିତ ନୂଆପଡା ଓ ବରଗଡ଼ ବିଚର୍କ ପ୍ରସ୍ତାବିତ ବ୍ରଡ୍‌ଗେଜ୍ ରେଳ ଯୋଗାଯୋଗ ନେଇ ସରକାରଙ୍କ ଦ୍ୱାରା ଗୃହୀତ ପଦକ୍ଷେପ ସମ୍ପର୍କରେ ପ୍ରଶ୍ନ କଲେ । ଏହି ପ୍ରଶ୍ନର ଉଦ୍ଦେଶ୍ୟ ଅଞ୍ଚଳରେ…
Read More...

କଲେଜ ଛାତ୍ରୀଙ୍କୁ ଅପହରଣ କରି ଯୁବକ ଗିରଫ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅଞ୍ଚଳରେ ଜଣେ କଲେଜ ଛାତ୍ରୀଙ୍କୁ ଅପହରଣ କରି ନେଇଥିବା ଅଭିଯୋଗରେ ପରିବାର ଲୋକେ ସଇଁତଲା ଥାନାରେ ଲିଖିତ ଅଭିଯୋଗକୁ ଭିତ୍‌ତ୍ତି କରି ଥାନା କେସ ନଂ ୩୧୦/୨୪ କ୍ରମେ ଦଫା ୧୩୭(୨)ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ…
Read More...

ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ଭେଟି ସମସ୍ୟା ଜଣାଇଲେ ବିଜେପି ଯୁବନେତା…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଲୋକସେବା ଭବନ ଠାରେ ରାଜ୍ୟ କ୍ରୀଡା ସଂସ୍କୃତି ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ପଦ୍ମପୁର ଭାରତୀୟ ଜନତା ପାର୍ଟିର ଯୁବନେତା ପ୍ରୀତେଶ ବହିଦାର ଭେଟି ପଦ୍ମପୁର ଅଂଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି କ୍ରୀଡ଼ା ଓ ଶିକ୍ଷା…
Read More...

ଅଏଁଲାସାରି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପୁଇଁତଲା ଥାନା ଅଏଁଲାସାରି ଗାଁର ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡର ଅନ୍ୟତମ ମୁଖ୍ୟ ଅଭିଯୁକ୍ତକୁ ଗିରଫ୍‌ କରିଛି ବଲାଙ୍ଗିର ପୋଲିସ । ଏ ସଂପର୍କରେ ସୂଚନା ଦେଇଛନ୍ତି ବଲାଙ୍ଗିର ସଦର ଏସ୍‌ଡ଼ିପିଓ ପ୍ରଦୀପ କୁମାର ସାହୁ । ସୂଚନାଯୋଗ୍ୟ…
Read More...

ପତ୍ରାପାଲି(ଖ) ଗ୍ରାମରେ ଛେଳି ଗୁହାଳ ଭାଙ୍ଗି ୩ ଛେଳି ମୃତ : ୬ ଅଳ୍ପକେ ବର୍ତ୍ତିଲେ, କ୍ଷତିପୂରଣ ପ୍ରଦାନ ଦାବୀ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଞ୍ଚଳରେ ଲାଗି ରହିଥିବା ଲଗାଣ ଲଘୁଚାପ ବର୍ଷାରେ ପତ୍ରାପାଲି(ଖ) ପଞ୍ଚାୟତ ସଦର ମହକୁମାର ବୀର ପୋଢ଼(୬୨)ଙ୍କ ଏକ ଛେଳି ଗୁହାଳ ଭାଙ୍ଗି ଯାଇ ୩ଟି ଛେଳିର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୬ଟି ଛେଳି…
Read More...