Yearly Archives

2024

ରାସ୍ତା ଉପରେ ଗାଡ଼ି ପାର୍କିଂ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଶାନ୍ତି ନଗରର ୱାଡ଼ ନମ୍ବର ୨ରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ଘଟଣା ନିଜ ଚାରିଚକିଆ ଯାନ ରଖିବା ପାଇଁ ରାସ୍ତା ଉପରେ ଆଜ୍‌ବେଷ୍ଟର ଓ ଲୁହା ଲଗାଇ ଘର ତିଆରି କରି ନିଜର ଗାଡ଼ି ଯେଭଳି ସୁରକ୍ଷାରେ ରହିବ ତାର ବ୍ୟବସ୍ଥା କରିଛନ୍ତି । ଏହା ହେଉଛି…
Read More...

ବଙ୍ଗୋମୁଣ୍ଡାରେ ଶ୍ରୀମଦ ଭାଗବତ ସପ୍ତାହ କଥାମୃତ ପାଇଁ କଳସ ଶୋଭାଯାତ୍ରା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଅଗ୍ରସେନ ଭବନ ଠାରେ ଶ୍ରୀମଦ ଭାଗବତ ସପ୍ତାହ କଥାମୃତ ପାଇଁ ଆଜି କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବଙ୍ଗୋମୁଣ୍ଡା ଅଗ୍ରସେନ ଭବନ ଠାରେ ସ୍ୱଶକ୍ତି ଜାଗରଣ ସେବା ସଂସ୍ଥାନ ବ୍ରହ୍ମପୁର ଓ ସାର୍ବଜନୀନ ଶ୍ରୀମଦ…
Read More...

ସୋହେଲା କୃଷି ବିଭାଗ ଦ୍ଵାରା ୧୦ଟି ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ସିଡ୍‌ ମନି ବଣ୍ଟନ

ସୋହେଲା/ବରଗଡ଼, (ହେମନ୍ତ ସାହୁ) : ସଂପ୍ରତି ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍‌ର କୃଷି କାର୍ଯ୍ୟାଳୟ ଠାରେ କୃଷି ଓ ଆନୁସାଙ୍ଗିକ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ଯୋଗ୍ୟ ୧୦ ଗୋଟି ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ଯଥା ମାଁ ଗାୟତ୍ରୀ ଏସ୍‌. ଏଚ୍‌. ଜି ବାଇପାଲି, ମାଁ ଦୁର୍ଗା ଏସ୍‌. ଏଚ୍‌.…
Read More...

ଔଦ୍ୟୋଗିକ ଚିନ୍ତାଧାରା ବୃଦ୍ଧି ଜନିତ ପ୍ରଶିକ୍ଷଣ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ (କଲ୍ୟାଣ ବିଭାଗ) ପରିସର ମଧ୍ୟରେ ପ୍ରଧାନ ଶିକ୍ଷକ ପର୍ଶୁରାମ ଧରୁଆଙ୍କ ସଭାପତିତ୍ୱରେ ଔଦ୍ୟୋଗିକ ଚିନ୍ତାଧାରା ବୃଦ୍ଧି ଜନୀତ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ ବୋଡ଼ାସମ୍ବର, ଗାଇସିଲେଟ, ପାଇକମାଲ…
Read More...

ଜି ସାର୍ଥକର ଦିଦି ନଂ-୧ ସୋ’ରେ ସୁନ୍ଦରଗଡ଼ ଜିଲ୍ଲାରୁ ଉଦ୍‌ଘୋଷିକା ଦିଦି ନଂ- ୧ ମୋନାଲିସା ସାହୁ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଉଦ୍‌ଘୋଷିକା ମୋନାଲିସା ସାହୁଙ୍କୁ ବିଭିନ୍ନ ମଞ୍ଚରେ ଆପଣମାନେ ଦେଖିଥିବେ । ସେ ନିଜର ବାକ୍ ଚାତୁରୀ ମାଧ୍ୟମରେ ଦର୍ଶକ ମାନଙ୍କୁ ବାନ୍ଧି ରଖିବାର କଳା କୌଶଳ ପ୍ରଦର୍ଶନ କରିଥିବା ମଧ୍ୟ ଜାଣିଥିବେ । ଓଡ଼ିଶାର ବିଭିନ୍ନ ମଞ୍ଚରେ ସେ ଉଦ୍‌ଘୋଷିକା…
Read More...

ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀଙ୍କ ସୁପୁତ୍ର ଅକ୍ଷିତ ପଣ୍ଡା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ତଥା ସମ୍ବଲପୁର ସହର ଅମ୍ବିରା ନଗରର ମୂଳନିବାସୀ ବାଳଗୋପାଳ ପଣ୍ଡା ଓ ଧର୍ମପତ୍ନୀ ସୌମ୍ୟ ସୁଲେଖା ପଣ୍ଡାଙ୍କ ସୁପୁତ୍ର ଅକ୍ଷିତ ପଣ୍ଡାଙ୍କ ଜନ୍ମଦିନକୁ ନିଆରା ଢଙ୍ଗରେ…
Read More...

ଲାଞ୍ଚ ନେବା ପଡିଲା ମହଙ୍ଗା : ଭିଜିଲାନ୍ସ ଜାଲରେ ପାଟଣାଗଡ଼ ଗ୍ରାମ୍ୟ ନିର୍ମାଣ ଉପବିଭାଜନ ବିଭାଗର ସହକାରୀ ଯନ୍ତ୍ରୀ

ପାଟଣାଗଡ଼, (ଅଶୋକ କୁମାର ବାଗ) : ଭିଜିଲାନ୍ସ ଜାଲରେ ଆଉ ଜଣେ ଦୁର୍ନୀତିଖୋର ଅଧିକାରୀ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଗ୍ରାମ୍ୟ ନିର୍ମାଣ ଉପବିଭାଜନ ବିଭାଗର ସହକାରୀ ଯନ୍ତ୍ରୀ ସୁଜିତ କୁମାର ପାଢ଼ୀ । ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସୂଚନା…
Read More...

ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ୍‌ ସିଟିର ୧୪ତମ ସ୍ଥାପନା ଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ୍‌ ସିଟିର ୧୪ତମ ସ୍ଥାପନା ଦିବସ ସେଣ୍ଟ୍ରାଲ ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ରୋଟାରୀଆନ୍‌ ପିଉ ଗୁହାଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦିକା ରୋଟାରୀଆନ୍‌ ଡ. ସରିତା ମଲ୍ଲଙ୍କ ଆବାହକତ୍ଵରେ…
Read More...

ଭାରତ ସରକାରଙ୍କ କମ୍ପାନୀ ଅନୁକୂଳ ନୀତି ଯୋଗୁଁ ଜିଓ ଡାଟା ପ୍ୟାକ୍‌ରେ ଅହେତୁକ ଦର ବୃଦ୍ଧି – ହେମନ୍ତ ପଣ୍ଡା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଇଣ୍ଟରନେଟ୍‌ ସେବା ପ୍ରଦାନ କ୍ଷେତ୍ରରେ ଭାରତ ସରକାରଙ୍କ କମ୍ପାନୀ ଅନୁକୂଳ ନୀତି ଯୋଗୁଁ ଇଣ୍ଟରନେଟ୍‌ ସେବା ପ୍ରଦାନ କାରୀ ସଂସ୍ଥା ଜିଓ ଅହେତୁକ ଭାବେ ଇଣ୍ଟରନେଟ୍‌ ଡାଟା ପ୍ୟାକେଜ୍‌ ଦରକୁ ବୃଦ୍ଧି କରି ପାରିଛି ବୋଲି ରାଜ୍ୟର ବିଶିଷ୍ଟ ସୂଚନା ଅଧିକାର କର୍ମୀ…
Read More...

ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟ ପଛପଟେ କୁଢ଼କୁଢ଼ ଆବର୍ଜନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟ ପଛପଟେ କୁଢ଼କୁଢ଼ ଆବର୍ଜନା ପଡ଼ି ରହିଥିବା ଦେଖିବାକୁ ମିଳିଛି । କିନ୍ତୁ ପରିତାପର ବିଷୟ ଯେ, ଏଥିପ୍ରତି କାହାର ଦୃଷ୍ଟି ପଡ଼ୁନାହିଁ । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟର ପଛପଟକୁ କାହାରି ନଜର ନାହିଁ ।…
Read More...