Yearly Archives

2024

ସ୍ୱଭାବିକ ବର୍ଷାରେ ବେହାଲ୍‌ ବଲାଙ୍ଗିର-ସାଲେପାଲି ବ୍ରିଜ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାଲେପାଲିରୁ ବଲାଙ୍ଗିର ସହରକୁ ସଂଯୋଗ କରୁଥିବା ସାଲେପାଲି ବ୍ରିଜ ଠାରେ ପ୍ରବଳ ବର୍ଷା ଯୋଗୁଁ ବଢ଼ି ପାଣି ଆସୁଛି । ଯାହାଫଳରେ ଏହି ରାସ୍ତାରେ ଯାତାୟାତ ସମ୍ଭବ ହୋଇପାରୁନାହିଁ । ଗତ ଦୁଇଦିନ ଧରି ବଲାଙ୍ଗିରରେ ବର୍ଷା ଲାଗି ରହିଥିବା ବେଳେଗତକାଲି ସକାଳୁ ମଧ୍ୟ…
Read More...

ବିଦ୍ୟାଳୟସ୍ତରୀୟ ଶିକ୍ଷା ସପ୍ତାହ ପାଳନ

ଏସ୍‌. ରାମପୁର, (ସୁଶିଳ କୁମାର ମିଶ୍ର) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସୁଲେଇ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟସ୍ତରୀୟ ଶିକ୍ଷା ସପ୍ତାହ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ପୁରୋତ୍ତମ ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ସାଧନ କେନ୍ଦ୍ର…
Read More...

ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳ ଲାଇନ୍ ପ୍ରକଳ୍ପରେ ଟନେଲ ସଂଯୋଗ କ୍ଷେତ୍ରରେ ପୂର୍ବତଟ ରେଳପଥ ଦ୍ୱାରା ଆଉ ଏକ ମାଇଲ…

ଚାଲୁରହିଥିବା ରେଳ ପ୍ରକଳ୍ପର ଶୀଘ୍ର ସମାପ୍ତି ପାଇଁ ବିଶେଷ ଧ୍ୟାନ ଦିଆଯାଉଛି ।ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ ହେବା ପାଇଁ ଉଭୟ ପାର୍ଶ୍ୱରୁ ଟନେଲ୍ କାର୍ଯ୍ୟ ନିର୍ମାଣ କରାଯାଉଛି । ଭୁବନେଶ୍ୱର : ଟନେଲ ସଂଯୋଗ କାର୍ଯ୍ୟରେ ପୂର୍ବତଟ ରେଳପଥ ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କରିଛି ।…
Read More...

ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ପାଇଁ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଟାସ୍କ ଫୋର୍ସ ଗଠନ କଲେ…

ଭୁବନେଶ୍ୱର : ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଟାସ୍କ ଫୋର୍ସ ଗଠନ କରିଛନ୍ତି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ଟାସ୍କ ଫୋର୍ସର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି । ଏହି ଟାସ୍କ ଫୋର୍ସରେ ରହିଥିବା ୮ ଜଣ…
Read More...

କୁଟାସିଂହା ଗ୍ରାମ ପଂଚାୟତରେ ଜନ ଶୁଣାଣି ଶିବିର ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ କୁଟାସିଂହା ଗ୍ରାମ ପଂଚାୟତରେ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟ ନିର୍ବାହିଅଧିକାରି ପ୍ରଶାନ୍ତ କୁମାର ଯୋଷୀଙ୍କ ତତ୍ୱାବଧାନରେ ପଂଚାୟତର କୁଟାସିଂହା, କଣ୍ଟାପାଲି, ତେନ୍ତୁଳି ଗାଁ,…
Read More...

ତାପଜ ଇଞ୍ଜିନିୟର ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ତାପଜ ଇଞ୍ଜିନିୟରିଂ ହେଉଛି ଉତ୍ତାପ ଶକ୍ତିର ଗତି ଏବଂ ଏହାର ସ୍ଥାନାନ୍ତର ବା ରୂପାନ୍ତର ବିଷୟରେ କାରିଗରୀ ଜ୍ଞାନ କୌଶଳ । ଶକ୍ତି ଦୁଇଟି ମାଧ୍ୟମ ମଧ୍ୟରେ ସ୍ଥାନାନ୍ତରିତ ହୋଇପାରେ କିମ୍ବା ଅନ୍ୟାନ୍ୟ ଶକ୍ତିରେ ରୂପାନ୍ତରିତ ହୋଇପାରେ । ଜଣେ ଥର୍ମାଲ୍…
Read More...

ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ

ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସି ନାବାଳକ ନିଖୋଜ । ନିଖୋଜ ଜଣକ ହେଲେ ଖଇରାବାଦ ଗ୍ରାମର ରମେଶ ଚନ୍ଦ୍ର ସାହୁଙ୍କ ୮ ବର୍ଷର ପୁଅ ବିଶ୍ୱରଞ୍ଜନ ସାହୁ । ସୂଚନାଯୋଗ୍ୟ ଯେ, ବୁଧବାର ସକାଳୁ ସଦର ଥାନା ଅନ୍ତର୍ଗତ ଖଇରାବାଦ ପଞ୍ଚାୟତ କଳିନ୍ଦ୍ରାବାଦ ଗ୍ରାମ ନିକଟରେ ଥିବା କେନାଲକୁ ଶୌଚ…
Read More...

ବିଧାନସଭାରେ ଆଜି ହେବ ଉପବାଚସ୍ପତି ନିର୍ବାଚନ

ଭୁବନେଶ୍ୱର : ବିଧାନସଭାରେ ଆଜି ଉପବାଚସ୍ପତି ନିର୍ବାଚନ ହେବ । ଏକମାତ୍ର ପ୍ରାର୍ଥୀ ଭାବେ ବିଜେପିର ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ ନାମାଙ୍କନ ଦାଖଲ କରିଛନ୍ତି । ଏହାସହ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ । ଆଜି କୃଷି, ଖାଦ୍ୟ ଯୋଗାଣ ଓ ଖାଉଟି…
Read More...

ତହଁକ୍ କୁଟୁମ୍‌ର ଗୁଗୁଲ୍ ମିଟ୍‌ରେ ହାସ୍ୟ ବ୍ୟଙ୍ଗ କବିତା ଆସର୍

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଲୋକ୍ ଯେତ୍‌କି ଯେତ୍‌କି ପଏସା କମେଇ ଚାଲିଛନ୍ ସେତ୍‌କି ସେତ୍‌କି ଟେନ୍‌ସନ୍ ବି ବଢି ଚାଲିଛେ । ସଭେ ସବୁବେଳେ ଭିଡେ ଭାଡେ ରହିକରି ନିଜର୍ ମୁହୁଁ ନୁ ହଁସି ହଜେଇ ବସୁଛନ୍ । ହେତିର୍ ଲାଗି ମୁନୁସ୍ ଦିହେଁ ଧନି ନୁ ଗରିବ୍ ସବକର୍ ଠାନେ ଦେଖବାକେ ମିଲୁଛେ…
Read More...

ଓଡ଼ିଶାରେ ଆଉ ୩ ଦିନ ବର୍ଷା : ଆଜି ୭ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣି ଜାରି

ଭୁବନେଶ୍ୱର : ଓଡ଼ିଶାରେ ଆଉ ୩ ଦିନ ବର୍ଷା । ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା । ମୌସୁମୀର ସକ୍ରିୟତାକୁ ନେଇ ରାଜ୍ୟରେ ଜାରି ରହିଛି ବର୍ଷା । ଆହୁରି ୩ ଦିନ ଏପରି ବର୍ଷା ଜାରି ରହିବ । କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଓ କେଉଁଠି ପ୍ରବଳ ବର୍ଷିପାରେ । ଏନେଇ ପୂର୍ବାନୁମାନ କରିଛି…
Read More...