Yearly Archives

2023

ଆଜି ରଙ୍ଗର ପର୍ବ ହୋଲି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ରଙ୍ଗର ପର୍ବ ହୋଲି । ଗାଁଠୁ ସହର ଚଳଚଞ୍ଚଳ ଏହି ରଙ୍ଗ ଖେଳ ହୋଲି ପାଇଁ । ପ୍ରତିବର୍ଷ ଫାଲ୍‌ଗୁନ ମାସ ପୂର୍ଣ୍ଣମୀ ତିଥିରେ ହୋଲି ପର୍ବ ପାଳନ କରାଯାଏ । ତେବେ ଗତ ୨ ବର୍ଷ କରୋନା କଟକଣା ଯୋଗୁଁ ହୋଲି ପର୍ବ ଫିକା ପଡିଥିବା ବେଳେ ଚଳିତ ବର୍ଷ ହୋଲି ପର୍ବ
Read More...

ଓଡ଼ିଶାର ଦୁଇଟି କୋଇଲା ଖଣି ନିଲାମ କଲା କୋଇଲା ମନ୍ତ୍ରଣାଳୟ

• ଦୁଇଟି ଖଣିରେ ଗଚ୍ଛିତ ରହିଛି ୧,୬୫୨ ନିୟୁତ ଟନ କୋଇଲା• ଖଣି କାର୍ଯ୍ୟକ୍ଷମ ହେଲେ ୨,୨୫୦ କୋଟି ଟଙ୍କାର ପୁଞ୍ଜିନିବେଶ ସମ୍ଭାବନା• ୨୦ ହଜାର ୨୮୦ ଲୋକଙ୍କ ପାଇଁ ସୃଷ୍ଟି ହେବ ନିଯୁକ୍ତି ସୁଯୋଗ ନୂଆଦିଲ୍ଲୀ, (ପିଆଇବି) : କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶାର ଦୁଇଟି କୋଇଲା ଖଣି ନିଲାମ
Read More...

ଅଭିବୃଦ୍ଧି ସୁଯୋଗ ସୃଷ୍ଟି ପାଇଁ ଆର୍ଥିକ ସେବାର ଦକ୍ଷତା ବୃଦ୍ଧି ସଂକ୍ରାନ୍ତ ବଜେଟ ପରବର୍ତ୍ତୀ ୱେବିନାରରେ…

• ବଜେଟ ପରବର୍ତ୍ତୀ ୱେବିନାର ମାଧ୍ୟମରେ ବଜେଟ୍‌ର କାର୍ଯ୍ୟକାରିତା ନିମନ୍ତେ ସରକାର ମିଳିତ ମାଲିକାନା ଓ ସମାନ ଅଂଶୀଦାରୀ ପାଇଁ ରାସ୍ତା ଉନ୍ମୁକ୍ତ କରୁଛନ୍ତି”• “ବିଶ୍ୱାସ ଓ ଆସ୍ଥା ଭାରତୀୟ ଅର୍ଥନୀତିର ପ୍ରତ୍ୟେକ ଆଲୋଚନା ଉପରେ ଥିବା ପ୍ରଶ୍ନ ଚିହ୍ନକୁ ଦୂର କରିଛି”• “ଭାରତକୁ ବିଶ୍ୱ
Read More...

ନୂଆପଡାରେ ୭୬୫ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦ୍‌ଘାଟିତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲାକୁ ଦୁଇ ବର୍ଷ ପରେ ପୁଣି ଥରେ ମୁଖ୍ୟ ନବୀନ ପଟ୍ଟନାୟକ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦ୍‌ଘାଟନ କରିଛନ୍ତି । ଏହା ପୂର୍ବରୁ ୨୦୨୧ରେ ଖଡ଼ିଆଳ ଆସି ବହୁ ପ୍ରତିକ୍ଷୀତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ଉଦ୍‌ଘାଟନ କରିଥିଲେ
Read More...

ଭାରତୀ ବିଦ୍ୟାପୀଠର ୧୯୭୭ ବ୍ୟାଚ୍‌ର ବନ୍ଧୁମିଳନ

ଗଞ୍ଜାମ, (କେପିଏନ୍‌ଏସ୍‌) : ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠର ୧୯୭୭ ବ୍ୟାଚ୍‌ର ଛାତ୍ରଛାତ୍ରୀମାନଙ୍କର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଗଞ୍ଜାମ ସହରର ଯଶୋଦା ମହିଳା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ୫୦ ଜଣ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇ
Read More...

ସମ୍ବାଦ ସାହିତ୍ୟଘର, ଗୁଡଭେଲାର ‘ପ୍ରୀତିର ଫଗୁଣ’ କବିତା ଆସର ଓ ଜ୍ୟୋତି ପ୍ରକାଶଙ୍କ ଜନ୍ମଦିନ ପାଳିତ

ତୁଷୁରା, (କେପିଏନ୍‌ଏସ୍‌) : ସମ୍ବାଦ ସାହିତ୍ୟଘର, ଗୁଡଭେଲାର ୨୫ତମ ଅଧିବେଶନରେ 'ପ୍ରୀତିର ଫଗୁଣ' କବିତା ଆସର ଓ କବି ପ୍ରହଲ୍ଲାଦ ଦଣ୍ଡସେନାଙ୍କ ସୁପୁତ୍ର ଜ୍ୟୋତି ପ୍ରକାଶଙ୍କ ୧୦ମ ଜନ୍ମଦିନ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ତୁଷୁରାଠାରେ ସଂପାଦକ ଆଶୁକବି ହେମନ୍ତ ଦାଶଙ୍କ
Read More...

ହୋଲି ପର୍ବ

ହୋଲି ଏକ ହିନ୍ଦୁ ପର୍ବ ଯାହା ବସନ୍ତ ଋତୁରେ ଫଗୁଣ (ଫାଲଗୁନ) ମାସରେ ପୂର୍ଣ୍ଣମୀ ତିଥିରେ ପାଳନ କରାଯାଇଥାଏ । ଏହାକୁ ଦୋଳ ପୁନେଇଁ ବା ଦୋଳଯାତ ମଧ୍ୟ କୁହାଯାଏ । ଦୋଳ‌ଯାତ ବା ଦୋଳ‌ଯାତ୍ରା ‌‌ଶ୍ରୀକୃଷ୍ଣଙ୍କ ଗୋପଲୀଳାର ନିଦର୍ଶନ । ଏଥିରେ ରାଧା ଦାମୋଦରଙ୍କର ଗୋପ ଗୋପୀମାନଙ୍କ ସହିତ ରଙ୍ଗ
Read More...

ଶାରୀରିକ ସଂପର୍କ ରଖିବାକୁ ମନା କରିବାରୁ ପ୍ରେମିକାଙ୍କୁ ମରଣାନ୍ତକ ଆକ୍ରମଣ କଲା ଜଣେ ସଇତାନ୍‌ ପ୍ରେମିକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶାରୀରିକ ସଂପର୍କ ରଖିବାକୁ ମନା କରିବାରୁ ପ୍ରେମିକାଙ୍କୁ ମରଣାନ୍ତକ ଆକ୍ରମଣ କରିଛି ଜଣେ ସଇତାନ୍‌ ପ୍ରେମିକ । ଏଭଳି ଏକ ଘଟଣା ସାରା ବଲାଙ୍ଗିର ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବଲାଙ୍ଗିର ଲର୍କିପାଲିର ଦାସ ବାଗ
Read More...

ଗାଧୋଇବା ସମୟରେ ନଦୀରେ ବୁଡି ଜଣେ ନିଖୋଜ

କୁଆଖିଆ : ଯାଜପୁର ରୋଡ ଥାନା ଅନ୍ତର୍ଗତ ଯୋକଡିଆ ସ୍ଥିତ ଖରସ୍ରୋତା ନଦୀରେ ଆଜି ଅପରାହ୍ନରେ ଜଣେ ବୁଡି ନିଖୋଜ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ନିକଟସ୍ଥ ପ୍ଲାଣ୍ଟରେ କାର୍ଯ୍ୟ କରୁଥିବା ୩ ଜଣ ଯୁବକ ଉକ୍ତ ସ୍ଥାନରେ ଅପରାହ୍ନ ସମୟରେ ଗାଧୋଇବାକୁ ଆସିଥିଲେ । ଗାଧୋଇବା ସମୟରେ ସେମାନଙ୍କ
Read More...

ଜିଲ୍ଲାସ୍ତରୀୟ ଉଦ୍ୟୋଗୀ ସପ୍ତାହ ପାଳନର ତୃତୀୟ ଦିବସ : ଉତ୍ପାଦର ବ୍ରାଣ୍ଡିଂ ଓ ପ୍ୟାକେଜିଙ୍ଗ ସହ ଉଦ୍ୟୋଗ ସଂକ୍ରାନ୍ତୀୟ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଳ୍ପ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ପଡିଆଠାରେ ଚଳିତ ମାର୍ଚ୍ଚ ୫ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଜିଲ୍ଲାସ୍ତରୀୟ ଉଦ୍ୟୋଗୀ ସପ୍ତାହର ତୃତୀୟ ଦିବସରେ ବିଭିନ୍ନ ବିଷୟ
Read More...