pakka

ଭାରତୀ ବିଦ୍ୟାପୀଠର ୧୯୭୭ ବ୍ୟାଚ୍‌ର ବନ୍ଧୁମିଳନ

bbehera

ଗଞ୍ଜାମ, (କେପିଏନ୍‌ଏସ୍‌) : ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠର ୧୯୭୭ ବ୍ୟାଚ୍‌ର ଛାତ୍ରଛାତ୍ରୀମାନଙ୍କର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଗଞ୍ଜାମ ସହରର ଯଶୋଦା ମହିଳା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ୫୦ ଜଣ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇ ସେମାନଙ୍କର ସ୍କୁଲ ଜୀବନର ସ୍ମୃତିଚାରଣ କରିଥିଲେ । ସେହି ସମୟର ପ୍ରଧାନ ଶିକ୍ଷକ ଓ ଶିକ୍ଷକମାନଙ୍କୁ ଗୁରୁ ପ୍ରଣାମ ଜଣାଇ ବୈଠକ ଅନୁଷ୍ଠିତ ହୋଇଥିଲା । ମା’ ରାମଚଣ୍ଡୀ ପୀଠରେ ପ୍ରସାଦ ସେବନ ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ମଙ୍ଗରାଜ ପଣ୍ଡା ଓ ବିନୋଦ କୁମାର ପାଢୀ ।

jay balangir
Leave A Reply

Your email address will not be published.

5 × five =

error: Content is protected !!