Yearly Archives

2023

ବନମାଲରେ ପହଞ୍ଚିଲା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌

ବଲାଙ୍ଗିର, (କେପିଏନ୍‌ଏସ) : ବଲାଙ୍ଗିର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ସାମାଜିକ କର୍ମୀ ଅରୁଣ ଖୁଆସ ଓ ଶିଶୁ ମଙ୍ଗଳ ସମିତିର ସଦସ୍ୟ ଡା. ସନ୍ଧ୍ୟାରାଣୀ ପଣ୍ଡା ଓ ଲିନା ବାବୁ ବେଲପଡା ବ୍ଲକର ବନମାଲ ଗାଁକୁ ଯାଇ ତେଲେଙ୍ଗାନାର ପେଦାପଲ୍ଲୀ ଜିଲ୍ଲାକୁ
Read More...

ମ.ରାମପୁରର ପ୍ରସିଦ୍ଧ ରାମଲୀଳା

ଅପ୍ରେଲ ୭ରୁ ୧୧ ଯାଏଁ ହେବ ସଂପୂର୍ଣ୍ଣ ରାମାୟଣ ମ.ରାମପୁର, (ହେମନ୍ତ ସାହୁ) : ରାମଲୀଳା ସମୟ ଆସିଲେ ସମସ୍ତେ ଉତ୍କଣ୍ଠିତ ହୋଇ ଚାହିଁ ରହିଥାନ୍ତି ମ.ରାମପୁରର ପ୍ରସିଦ୍ଧ ରାମଲୀଳା କେବେ ଆରମ୍ଭ ହେବ ଜାଣିବାକୁ । ଓଡ଼ିଶାର ଅନ୍ୟତମ ଅଗ୍ରଣୀ ଅନୁଷ୍ଠାନ ଶ୍ରୀରାମ ଜୀଉ ସାଂସ୍କୃତିକ ଅନୁଷ୍ଠାନ
Read More...

ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତର ପ୍ରାନ୍ତୀୟ କାର୍ଯ୍ୟକର୍ତ୍ତା ପ୍ରଶିକ୍ଷଣ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ଓଡିଶା ପଶ୍ଚିମ ପ୍ରାନ୍ତର କାର୍ଯ୍ୟକର୍ତ୍ତା ପ୍ରଶିକ୍ଷଣ ଶିବିର ପ୍ରାନ୍ତୀୟ ସଭାପତି ଶଶିଭୂଷଣ ପୁରୋହିତଙ୍କ ଅଧ୍ୟକ୍ଷତାରେ ଗତକାଲି ଓ ଆଜି ଦୁଇ ଦିନ ଧରି ସ୍ଥାନୀୟ କଦମପଡା ସରସ୍ୱତୀ ଶିଶୁ ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି ।
Read More...

ଟିଟିଲାଗଡ ଜଗନ୍ନାଥ ମନ୍ଦିରରେ ବ୍ରାହ୍ମଣ ସମାଜର ସାମ୍ୱାଦିକ ସମ୍ମିଳନୀ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆସନ୍ତା ଏପ୍ରିଲ ମାସ ୯ ଓ ୧୦ ତାରିଖ ଦୁଇ ଦିନ ଧରି ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଟିଟିଲାଗଡ଼ ବ୍ରାହ୍ମଣ ସମାଜ ଦ୍ଵାରା ସାମୁହିକ ବ୍ରତୋପନୟନ ହେବ ବୋଲି ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବ୍ରାହ୍ମଣ ସମାଜର ସଭାପତି ବିଶ୍ୱରାମ ଠାକୁର,
Read More...

ଏଚ୍‌୩ଏନ୍‌୨ ଇନ୍‌ଫ୍ଲୁଏନ୍‌ଜା ପ୍ରତି ସଚେତନତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଏଚ୍‌୩ଏନ୍‌୨ ଇନ୍‌ଫ୍ଲୁଏନ୍‌ଜା ଭୁତାଣୁ ଜନିତ ଫ୍ଲୁ ରୋଗ ଅଟେ । ଏଥିପାଇଁ ଅଯଥା ଭୟଭୀତ ହୁଅନ୍ତୁ ନାହିଁ କି ଗୁଜବ ଶୁଣନ୍ତୁ ନାହିଁ । ଲକ୍ଷଣ ଥିବା ବ୍ୟକ୍ତି ମାସ୍କ ପିନ୍ଧନ୍ତୁ, କାଶିବା ଛିଙ୍କିବା ସମୟରେ ମାସ୍କ ପିନ୍ଧି ନଥିଲେ ମୁହଁରେ ରୁମାଲ ଦିଅନ୍ତୁ ।
Read More...

ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ତୁରନ୍ତ ସହାୟତା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦୁର୍ଘଟଣାରେ ପଡିଥିବା କୌଣସି ବ୍ୟକ୍ତିଙ୍କୁ ଜରୁରୀକାଳୀନ ଚିକିତ୍ସା ପ୍ରଦାନ ନିମନ୍ତେ କୌଣସି ଘରୋଇ ଡାକ୍ତରଖାନା ମନା କରିପାରିବେ ନାହିଁ । ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ସାହାଯ୍ୟ କଲେ ଆପଣଙ୍କୁ କୌଣସି ଆଇନଗତ ଅସୁବିଧାର ସାମ୍‌ନା କରିବାକୁ ପଡିବ ନାହିଁ ।
Read More...

କଣ୍ଟାବାଞ୍ଜି ରେଞ୍ଜ୍‌ ପକ୍ଷରୁ ଚଢାଉ : ବିପୁଳ ପରିମାଣର କାଠଗଣ୍ଡି ଜବତ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : କଣ୍ଟାବାଞ୍ଜି ରେଞ୍ଜ୍‌ର କର୍ମଚାରୀମାନେ ଢ଼ୋଲମାନ୍ଦଲ ବିଭାଗର ରାଜୁ ଆରଏଫରେ ଗତ ୧୧ ତାରିଖ ଦିନ ଏକ ସଫଳ ଚଢ଼ାଉ କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ୪୮.୧୩ ସି.ଏଫ.ଟି ମାପର ୧୪ଟି କେନ୍ଦୁ ଗଣ୍ଡି, ଗୋଟିଏ କରତ, ଗୋଟିଏ ବାଇକ୍ ଏବଂ ୩ଟି ଟାଙ୍ଗିଆ
Read More...

ଭକ୍ତ ଦାସିଆ ସ୍ମୃତି କମିଟିର ସାଧାରଣ ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭକ୍ତ ଶିରୋମଣି ଦାସିଆଙ୍କ ଜନ୍ମ ଓ ସାଧନା ପୀଠ ପିପିଲ ନିକଟସ୍ଥ ବାଲିଗାଁଠାରେ ଭକ୍ତ ଦାସିଆ ସ୍ମୃତି କମିଟିର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠାନର ସଭାପତି ଡ. ପ୍ରତିଭା ମହାରଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର କାର୍ଯ୍ୟକାରୀ
Read More...

୫ଟି ସଚିବ ଭିକେ ପାଣ୍ଡିଆନ୍‌ଙ୍କ ଦୁଇ ଦିନିଆ ସୁନ୍ଦରଗଡ ଗସ୍ତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫ଟି ସଚିବ ଭିକେ ପାଣ୍ଡିଆନ୍‌ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ସମୀକ୍ଷା ପାଇଁ ସୁନ୍ଦରଗଡ ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଆସିଛନ୍ତି । ଶ୍ରୀ ପାଣ୍ଡିଆନ୍ ଆଜି ସୁନ୍ଦରଗଡ ଜିଲ୍ଲାର ଗୁରୁଣ୍ଡିଆ, ବଣାଇଁ,
Read More...

ଶ୍ରୀରାମ ନବମୀ ପାଳନ ନେଇ ମହୋତ୍ସବ କମିଟିର ଖବରଦାତା ସମ୍ମିଳନୀ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସହରରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆସନ୍ତା ମାର୍ଚ୍ଚ ୩୦ ତାରିଖ ଶ୍ରୀରାମ ନବମୀ ପାଳନ ନେଇ ମହୋତ୍ସବ କମିଟି ଦ୍ୱାରା ରବିବାର ଦିନ ହରିଭବନରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଗତ ଦୁଇ ବର୍ଷ ଧରି
Read More...