Yearly Archives

2023

କାର୍ ସହ ଗଞ୍ଜେଇ ଜବତ : ୨ ଗିରଫ

ସୋନପୁର, (କେପିଏନ୍‌ଏସ୍‌) : ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଆଜି ସୋନପୁର ଅବକାରୀ ବିଭାଗ ପକ୍ଷରୁ ୨ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଗିରଫ ଅଭିଯୁକ୍ତମାନେ ହେଲେ ବରଗଡ଼ ଜିଲ୍ଲା ବରଗଡ଼ ଥାନା ଅନ୍ତର୍ଗତ ଟଙ୍ଗରପାଲି (ନାଗେନପାଲି) ଗ୍ରାମର ସୁନୀଲ ସାହୁ(୩୧) ଏବଂ ଖଳିଆପାଲି ଗ୍ରାମର
Read More...

ବିଧାୟକଙ୍କ ଆରୋପ ପରେ ପୌରାଧ୍ୟକ୍ଷାଙ୍କ ପ୍ରତିକ୍ରିୟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ପୌର ପରିଷଦ ଉପରେ ଅନିୟମିତତା ଆରୋପ ଲଗାଇବା ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ପୌରାଧ୍ୟକ୍ଷା ଲିକା ସାହୁ । ପୌର ପରିଷଦରେ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ବଜେଟ ମଞ୍ଜୁର ହେବା ନିହାତି ଜରୁରୀ ଥିବା ବେଳେ ବଲାଙ୍ଗିର ପୌର
Read More...

୬ କୁଇଣ୍ଟାଲ ଗଂଜେଇ ସହ ବିସ୍ଫୋରକ ଜବତ : ୨ ଗିରଫ

ବ୍ରହ୍ମଗିରି : ଆଜି ପୁରୀ ଏସ୍‌ଟିଏଫ୍‌ ଓ ବ୍ରହ୍ମଗିରି ପୁଲିସ ମିଳତ ଭାବେ ବ୍ରହ୍ମଗିରି କଲେଜରୋଡ଼ର ଏକ ଘର ଉପରେ ଚଢ଼ଉ କରିଛି । ଏହି ଚଢ଼ଉ ସମୟରେ ଏକ ଘର ଭିତରୁ ୬ କୁଇଣ୍ଟାଲ ଗଂଜେଇ ଓ କିଛି ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି । ଗଂଜେଇ କାରବାର ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି ।
Read More...

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ିଗଲେ ୫ ପର୍ଯ୍ୟଟକ

ପୁରୀ : ପୁରୀ ସମୁଦ୍ରରେ ଗାଧୋଇବା ସମୟରେ ଆଜି ଅପରାହ୍ଣ ସମୟରେ ବାପ ଓ ପୁଅଙ୍କ ସମେତ ଗୋଟିଏ ପରିବାରର ୫ ଜଣ ପର୍ଯ୍ୟଟକ ବୁଡ଼ିଯାଇଥିବା ଖବର ମିଳିଛି । ଏମାନଙ୍କ ମଧ୍ୟରୁ ୩ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । କିନ୍ତୁ ଅନ୍ୟ ୨ ଜଣଙ୍କର ମୃତ୍ୟୁ ହୋଇଯାିଥିବା ସୂଚନା ମିଳିଛି ।
Read More...

ବନ୍ଦ ଘର ବାଥରୁମ୍‌ରୁ ମୃତଦେହ ଉଦ୍ଧାର

ବଡବିଲ : କେନ୍ଦୁଝର ଯୋଡ଼ାରେ ଅଗ୍ରୱାଲ ମେନସନ୍ ଆପାର୍ଟମେଣ୍ଟର ବନ୍ଦ ଘର ବାଥରୁମରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଉଛନ୍ତି ଭିକେଏସ୍‌ ମାଇନିଂ ସର୍ଭିସ୍ କମ୍ପାନୀର ମାଲିକ ରୂପେଶ ମହେନ୍ଦ୍ରନ୍ । ରୂପେଶଙ୍କ ନିଜ ଘର ଛତିଶଗଡ଼ ଭିଲାଇ ଅଞ୍ଚଳରେ । ତାଙ୍କ କମ୍ପାନୀ ଯୋଡ଼ା
Read More...

ଆସନ୍ତାକାଲି ମୟୁରଭଞ୍ଜ ଗସ୍ତରେ ଆସିବେ ରାଷ୍ଟ୍ରପତି

ରାଇରଙ୍ଗପୁର : ରାଷ୍ଟ୍ରପତିଙ୍କ ମୟୁରଭଞ୍ଜ ଗସ୍ତକୁ ଆଉ କିଛି ଘଣ୍ଟା ବାକି ରହିଥିବା ବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସିକ୍ୟୁରିଟି ଦୃଷ୍ଟିରୁ ରାଷ୍ଟ୍ରପତିଙ୍କ ଗସ୍ତର ସମସ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପାହାଡ଼ପୁର, ରାଇରଙ୍ଗପୁର ଓ ଶିମିଳିପାଳ ଗସ୍ତକୁ
Read More...

ମନୁଷ୍ୟ-ବନ୍ୟପ୍ରାଣୀ ସଂଘର୍ଷରେ ମୃତାହତ ବ୍ୟକ୍ତିଙ୍କ ପାଇଁ ଅନୁକମ୍ପା ରାଶିରେ ବୃଦ୍ଧି : ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମୃତ୍ୟୁ କ୍ଷେତ୍ରରେ ଅନୁକମ୍ପା ରାଶି ୪ ଲକ୍ଷରୁ ୬ ଲକ୍ଷକୁ ବୃଦ୍ଧି ଭୁବନେଶ୍ୱର : ମନୁଷ୍ୟ ଓ ବନ୍ୟପ୍ରାଣୀ ମଧ୍ୟରେ ସଂଘର୍ଷରେ ପ୍ରତିବର୍ଷ ରାଜ୍ୟରେ ବହୁ ଲୋକ ମୃତାହତ ହେଉଛନ୍ତି । ଏହାସହିତ ଘରଦ୍ବାରା ଭାଙ୍ଗିବା ଓ ଫସଲ ନଷ୍ଟ ହେବା ସହିତ ଗୃହପାଳିତ ପ୍ରାଣୀମାନେ ମଧ୍ୟ ମୃତ୍ୟୁବରଣ
Read More...

ଗୋରୁ ବୋଝେଇ ପିକ୍‌ଅପ୍ ଭ୍ୟାନ୍ ଓଲଟି ୪ ଗୋରୁ ମୃତ : ଡ୍ରାଇଭର ଗୁରୁତର

ଖଇରା : ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧୀନ ସୋର-କୁପାରୀ ରାସ୍ତାର ତୁଟ ଛକ ନିକଟରେ ବେଆଇନ ଗୋରୁ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ୪ ଗୋରୁଙ୍କ ମୃତ ହୋଇଥିବା ଜଣାପଡିଛି । ଗାଡ଼ି ଚାଳକ ଗୁରୁତର ହୋଇ ଖଇରା ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଗତ ବିଳମ୍ବିତ
Read More...

ଘରେ ପଶି ଦମ୍ପତ୍ତିଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

କେନ୍ଦ୍ରାପଡା : କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଂସାର ଗାଁରେ ଜଣଙ୍କ ଘରେ ପଶି ଆକ୍ରମଣ । ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଦୁର୍ବୃତ୍ତ ଗଗନ ଲେଙ୍କାଙ୍କ ଘରେ ପଶି ତାଙ୍କୁ ଏବଂ ତାଙ୍କ ସ୍ତ୍ରୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣକାରୀ ସ୍ଥାନୀୟ ବାଇପୁର
Read More...

ବୈପାରୀଗୁଡା ଅଞ୍ଚଳରେ ଲାଗିଲା ମାଓ ପୋଷ୍ଟର, ପଥର କୁଆଁରୀକୁ ବିରୋଧ

ବୈପାରୀଗୁଡା : କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅନ୍ତର୍ଗତ ମାଝୀଗୁଡା ପଞ୍ଚାୟତର କଟ୍ରାଗୁଡା ସ୍ଥିତ ଖେମାବେଡା ପଥର କୁଆରିରେ ଲାଗିଛି ମାଓ ପୋଷ୍ଟର । ଧଳା ରଙ୍ଗର କାଗଜରେ ଲେଖା ଯାଇଥିବା ପୋଷ୍ଟର କୁଆଁରୀର ବିଭିନ୍ନ ସ୍ଥାନରେ ଲାଗିଛି । କୁଆଁରୀ ନିକଟରେ ଥିବା ଗଛ, ଗାଡି ଏବଂ କୁଆରୀ ଘର
Read More...