Yearly Archives

2023

ଅପେରା ପାର୍ଟି ଗାଡ଼ି ଦୁର୍ଘଟଣାଗ୍ରସ୍ତ

ତେଲକୋଇ, କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ଅନ୍ତର୍ଗତ ପୂର୍ତ୍ତ ବିଭାଗର ରାସ୍ତା କୁସୁମ ଘାଟିରେ ଏକ ଅପେରା ପାର୍ଟି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନେ ହେଲେ ଦୁର୍ଯ୍ୟୋଧନ ମାଝୀ (୩୮) ଓ ବାଦଲ ମାଝୀ (୩୦) ଉଭୟଙ୍କୁ ପ୍ରଥମେ ତେଲକୋଇ
Read More...

୧୭ ଦିନପରେ ଟନେଲ୍‌ରୁ ଉଦ୍ଧାର ଭଗବାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ବର୍ଦ୍ଧନା : ମିଳିଲା ୨ ଲକ୍ଷ ସହାୟତା

ଉମରକୋଟ : ଦୀର୍ଘ ୧୭ ଦିନର ସଂଘର୍ଷ ପରେ ଟନେଲ୍‌ରୁ ସୁରକ୍ଷିତ ଭାବେ ଉଦ୍ଧାର ହୋଇ ନବରଙ୍ଗପୁର ଫେରିଥିବା ଡାବୁଗାଁ ବ୍ଲକ ତାଳବେଢା ଗାଁର ଭଗବାନ ଭତ୍ରାଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଛି। ଏନେଇ ସ୍ଥାନୀୟ ମିଶନ୍‌ ଶକ୍ତି ହଲ୍‌ଠାରେ ଅନୁଷ୍ଠିତ ଏକ ସମ୍ବର୍ଦ୍ଧନା
Read More...

ସାପ କାମୁଡ଼ାରେ ଯୁବକ ମୃତ

ଦାନଗଦୀ : ଯଖପୁରା ଥାନା ନୀଳମଣିଦେଇପୁର ଶାସନଗାଁର ଗୋକୁଳ ସାହୁଙ୍କ ପୁଅ ପ୍ରଦୀପ କୁମାର ସାହୁ(୩୪)ଙ୍କର ସାପ କାମୁଡ଼ାରେ ଜୀବନ ଚାଲିଯାଇଛି । ସେ ଶନିବାର ସକାଳେ ତାଙ୍କ ଭାଇଙ୍କ ସହ ଦାନଗଦୀ ରାସ୍ତାରେ ଯାଉଥିବା ସମୟରେ ଏକ ବିଷଧର ସାପ ତାଙ୍କୁ କାମୁଡ଼ି ଦେଇଥିଲା । ତାଙ୍କୁ ସଙ୍ଗେସଙ୍ଗେ
Read More...

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଅଭିଭାବକ ବୈଠକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଠାରେ ପ୍ରଥମ ପର୍ଯ୍ୟାୟ ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମଠାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକ ଅଭିଭାବିକାମାନେ ବୈଠକରେ ଯୋଗଦେଇ ବିଭିନ୍ନ ମତାମତ ଦେଇଥିଲେ । ଉକ୍ତ
Read More...

ବସକୁ ଧକ୍କା ଦେଲା ୧୬ ଚକିଆ ଟ୍ରକ୍ : ୧ ମୃତ

ରାଉରକେଲା, (କେପିଏନ୍‌ଏସ୍‌) : ଜାତୀୟ ରାଜପଥ ବଜରଙ୍ଗ ଛକ ନିକଟରେ ମୟୂରୀ ବସ ଧକ୍କାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ବସ ରାଉରକେଲାରୁ ବଡ଼ବିଲ ଯାଉଥିଲା । ଲାଠିକଟା ବଜରଙ୍ଗ ଛକ ନିକଟରେ ଡ଼ିସ୍‌କଭର୍‌ ବାଇକ୍‌ରେ ରାଉରକେଲାକୁ ଯାଉଥିବା ଗାଡ଼ିଚାଳକକୁ ଧକ୍କା ଦେଇଥିଲା ।
Read More...

ବିଶ୍ଵ ଦିବ୍ୟାଙ୍ଗ ଦିବସ ଉପଲକ୍ଷେ ଦିବ୍ୟାଙ୍ଗ କ୍ରିକେଟ୍ ପ୍ରତିଯୋଗିତା : ବରଗଡ଼ ରାଇଜିଂ ଷ୍ଟାର୍‌ ବିଜୟୀ

ମ.ରାମପୁର, (ହେମନ୍‌ନ୍ତ ସାହୁ) : ଡିସେମ୍ବର ମାସ ତିନି ତାରିଖରେ ବିଶ୍ଵ ଦିବ୍ୟାଙ୍ଗ ଦିବସ ଉପଲକ୍ଷେ ଆଜି ଦିବ୍ୟାଙ୍ଗ ଟି -୨୦ କ୍ରିକେଟ୍ ପ୍ରତିଯୋଗିତା ସ୍ଥାନୀୟ ଦୁର୍ଗା ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ରେ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚ୍‌ ଟି ସକାଳ ଦଶ ଘଣ୍ଟା ତିରିଶ୍‌
Read More...

ଦ୍ଵିତୀୟ ଦିନରେ ମୁରିବାହାଲ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଚାଲିଥିବା ନୂଆ-ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଶନିବାର ଦ୍ୱିତୀୟ ଦିନରେ ସ୍ଥାନୀୟ ସଦର ପଞ୍ଚାୟତ ସରପଞ୍ଚ ତଥା ବ୍ଲକ ସରପଞ୍ଚ ସଂଘ ସଭାପତି ବିଶ୍ୱବିହାରୀ ଯୋଶୀ
Read More...

୫ଟି ଅଧ୍ୟକ୍ଷଙ୍କ ସମୀକ୍ଷା ପଚାଶ ବର୍ଷର ଜମିଜମା ସମସ୍ୟାର ସମାଧାନ

ସୋରଡାର ୨୨ଟି ଗାଁ ଓ ଲଖନପୁରର ୭ଟି ଗାଁରେ ଡିସେମ୍ବର ୧୪ରେ ପଟ୍ଟା ବଣ୍ଟନ, ମୁଖ୍ୟମନ୍ତ୍ରୀ ବାଣ୍ଟିବେ ପଟ୍ଟାଲଖନପୁରର ୯୦୦ ପରିବାର ହେବେ ଉପକୃତ ଜାନୁଆରୀ ମାସରେ ଜଟଣୀ ଖାସମାହାଲ ଜମିର ପ୍ରଥମ ପର୍ଯ୍ୟାୟ ପଟ୍ଟା ବଣ୍ଟନରେଙ୍ଗାଲି ତହସିଲର ୪ଟି ଗ୍ରାମରେ ସର୍ଭେ ତ୍ବରାନ୍ବିତ, ମାର୍ଚ୍ଚ ୩୧
Read More...

ବ୍ୟାପକ ଉତ୍ସାହ ଉଦ୍ଦୀପନା ସହ ତୃତୀୟ ଶିଶୁକଳା ମହୋତ୍ସବ ଆରମ୍ଭ

ବାରିପଦା, (କେପିଏନ୍‌ଏସ୍‌) : ମୟୂରଭଞ୍ଜ କଲ୍‌ଚରାଲ୍‌ ଡେଭେଲପ୍‌ମେଣ୍ଟ ଫାଉଣ୍ଡେସନ ଦ୍ୱାରା ଗତ ଦୁଇବର୍ଷ ଭଳି ଚଳିତ ବର୍ଷ ତୃତୀୟ ଶିଶୁକଳା ମହୋତ୍ସବ ସ୍ଥାନୀୟ ଶହୀଦ ଭବନଠାରେ ଅନୁଷ୍ଠିତ ହେଉଛି । ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥିଭାବେ ବାରିପଦା ପୌର ପରିଷଦର ନଗରପାଳ କୃଷ୍ଣାନନ୍ଦ
Read More...

ଶେଷରେ ବଲାଙ୍ଗିର ଭୀମଭୋଇ ମେଡ଼ିକାଲରେ ଜୀବନ ହାରିଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁର୍ଘଟଣାଗ୍ରସ୍ତ ଯୁବକଙ୍କ ମୃତ୍ୟୁ । ଚିଙ୍ଗେରବନ୍ଧ ନିକଟରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ସୂଚନା ରହିଛି । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼
Read More...