Yearly Archives

2023

ଗଞ୍ଜାମ ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ବୁଧବାର ଗଞ୍ଜାମ ବ୍ଲକ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିବା ସହ ତାହାର ସମୀକ୍ଷା କରିଥିଲେ । କାଇଁଚପୁର ପଞ୍ଚାୟତ ମାଳିଜଗନାଥପୁର ନିକଟସ୍ଥ ବାଲୀ ଲୋକନାଥ ମନ୍ଦିର ଯାଇ ଠାକୁର ଦର୍ଶନ
Read More...

ବଜେଟ୍ ୨୦୨୩-୨୪ ଅମୃତ କାଳର ଲକ୍ଷ୍ୟ ଉପସ୍ଥାପିତ କରେ-ଏହା ଏକ ସଶକ୍ତ ଏବଂ ସମାବେଶୀ ଅର୍ଥନୀତିର ନକ୍ସା

ତ୍ରିମୁଖୀ ଦୃଷ୍ଟିକେନ୍ଦ୍ରୀତ ବିଷୟ ଚାରିଟି ପରିବର୍ତ୍ତନଶୀଳ ସୁଯୋଗ ଦ୍ୱାରା ପରିଚାଳିତ ହୋଇ ଅମୃତକାଳର ମୂଳଦୁଆକୁ ପ୍ରସ୍ତୁତ କରୁଛିସାତଟି ଅଗ୍ରାଧିକାର ବିଷୟ ସପ୍ତଋଷି ପରି ଅମୃତକାଳର ଲକ୍ଷ୍ୟକୁ ନିର୍ଦ୍ଦେଶିତ କରିବପାରମ୍ପରିକ କାରିଗରଙ୍କ ପାଇଁ ନୂଆ ଯୋଜନା-ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା
Read More...

ରାଧାମୋହନ ଦେବ ଉଚ୍ଚ ବିଦ୍ୟାପୀଠର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ସ୍ଥିତ ରାଧାମୋହନ ଦେବ ଉଚ୍ଚ ବିଦ୍ୟାପୀଠର ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ
Read More...

ରେଳବାଇ ନିମନ୍ତେ ବ୍ୟୟ ଅଟକଳ ୨.୪୦ ଲକ୍ଷ କୋଟି

ଶହେ ପ୍ରମୁଖ ପରିବହନ ଭିତ୍ତିଭୂମି ପ୍ରକଳ୍ପ ଚିହ୍ନଟ ନୂଆଦିଲ୍ଲୀ, (ପିଆଇବି) : କରୋନା ବୈଶ୍ୱିକ ମହାମାରୀ ପରାଭୂତ ହେବା ପରେ ଘରୋଇ ନିବେଶ ପୁଣି ବୃଦ୍ଧି ପାଉଛି । ଆଜି ସଂସଦରେ କେନ୍ଦ୍ର ଅର୍ଥ ଓ ବାଣିଜ୍ୟିକ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ୨୦୨୩-୨୪ କେନ୍ଦ୍ରୀୟ ବଜେଟ
Read More...

ସକମା ପଞ୍ଚାୟତରେ ସବୁ ଗାଁର ସମସ୍ୟା ଶୁଣିଲେ ନରସିଂହ

ପାଣି, ବିଜୁଳି, ରାସ୍ତା ସମସ୍ୟା ନିଶ୍ଚୟ ପୁରଣ ହେବ : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସଦର ବ୍ଲକର ସକ୍‌ମା ପଞ୍ଚାୟତର ସମସ୍ତ ଗାଁକୁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଗସ୍ତ କରି ଲୋକଙ୍କ ସମସ୍ୟା ଶୁଣିଥିଲେ । ସକମା ପଞ୍ଚାୟତ
Read More...

ଭଗବତୀ ଚରଣ ପାଣିଗ୍ରାହୀଙ୍କ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ଓ ଓଏଏସପି ସରକାରୀ ଉଚ୍ଚ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ବିଦ୍ୟାଳୟ ପରିସରରେ ଭଗବତୀ ଚରଣ ପାଣିଗ୍ରାହୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ନାୟକଙ୍କ
Read More...

ବିଦ୍ୟୁତ କର୍ମଚାରୀ ଧିରେନ୍ଦ୍ର ସାହୁଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ସ୍ଥାନୀୟ ସୋଲାର ପ୍ଲାଣ୍ଟ ବରକାନିଠାରେ ବିଦ୍ୟୁତ ବିଭାଗର ପୂର୍ବତନ ହେଲପର୍ ଧିରେନ୍ଦ୍ର ସାହୁଙ୍କୁ ଆର୍‌ଇସି ସେକ୍ସନ୍ ପୁଇଁନ୍ତଲା ବିଦ୍ୟୁତ କାର୍ଯ୍ୟାଳୟ ତରଫରୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ମଞ୍ଚାସୀନ ହୋଇଥିଲେ ସେକ୍ସନ ଅଫିସର୍
Read More...

ବରଗଡ଼ ଶିକ୍ଷା ବିଭାଗ ତରଫରୁ ୮ ଜଣିଆ ଦଳର ଦିଲ୍ଲୀ ଗସ୍ତ

ବରଗଡ, (ନିରୋଜ କୁମାର ପାଣୀ) : ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ବରଗଡ଼ ତରଫରୁ ୮ ଜଣିଆ ଦଳ ମଙ୍ଗଳବାର ଦିନ ୭ ଦିନିଆ ଦିଲ୍ଲୀ ଗସ୍ତ କରିଛନ୍ତି । ଷ୍ଟାରସ ପ୍ରକଳ୍ପ ତରଫରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ ରାଜ୍ୟର ବିଭିନ୍ନ ସ୍କୁଲ ପରିଦର୍ଶନ,
Read More...

ଭାରତୀୟ ବାୟୁସେନା ଉପାଧ୍ୟକ୍ଷ ଭାବେ ଏୟାର ମାର୍ଶଲ ଏପି ସିଂଙ୍କ ଦାୟିତ୍ୱ ଗ୍ରହଣ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ନୂତନ ଉପାଧ୍ୟକ୍ଷ ଭାବେ ଏୟାର ମାର୍ଶଲ ଏପି ସିଂଙ୍କୁ ନିଯୁକ୍ତ କରାଯାଇଛି । ସେ ଏୟାର ମାର୍ଶଲ ସନ୍ଦୀପ ସିଂଙ୍କ ସ୍ଥାନ ନେଇଛନ୍ତି । ଜାନୁୟାରୀ ୩୧ରେ ସନ୍ଦୀପ ଅବସର ନେଇଥିଲେ । ବାୟୁସେନା ଉପାଧ୍ୟକ୍ଷ ହେବା ପୂର୍ବରୁ ଏୟାର ମାର୍ଶଲ ଏପି ସିଂ ସେଣ୍ଟ୍ରାଲ
Read More...

ରାଉରକେଲା ମହାବିଦ୍ୟାଳୟର ‘ବାର୍ଷିକ ଉତ୍ସବ’ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୪ ସ୍ଥିତ ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଚଳିତ ଶିକ୍ଷା ବର୍ଷ ପାଇଁ 'ବାର୍ଷିକ ଉତ୍ସବ' ଏବଂ 'ବାର୍ଷିକ ନାଟ୍ୟ ଉତ୍ସବ' ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ
Read More...