Yearly Archives

2023

ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ

କୋରାପୁଟ : ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ । କୋରାପୁଟ ଶିବଲିଙ୍ଗପୁରମ୍ ଠାରେ ଏକ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଟ୍ରେନ୍‌ର ୧୧ଟି ବଗି ଟ୍ରାକ୍‌ରୁ ବାହାରି ଯାଇଛି । ସୂଚନା ଅନୁଯାୟୀ, କୋତାବାଲସାରୁ ଆଡକୁ ଯାଉଥିବା ବେଳେ ଏକ ମାଲବାହୀ ଟ୍ରେନ୍‌ ଶିବଲିଙ୍ଗପୁରମ୍ ଠାରେ
Read More...

ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲ୍ଲାରେ ପାଣି ପଞ୍ଚାୟତ ରଥର ପରିଭ୍ରମଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ବୁଧବାର ଜିଲ୍ଲା ମହକୁମା ଛତ୍ରପୁରରେ ପୂର୍ବାହ୍ନରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ପତାକା ଦେଖାଇ ପାଣି ପଞ୍ଚାୟତ ରଥର ଶୁଭାରମ୍ଭ କରିଛନ୍ତି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଜିଲ୍ଲା
Read More...

ପୃଥ୍ୱୀରାଜ ଓ ଚିତ୍ତ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ : ଖଲିଆପାଲି ସେମିଫାଇନାଲ୍‌ରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ବାଦିମାଲ ଠାରେ ଏମଏଲସିସି ଦ୍ଵାରା ଆୟୋଜିତ ୧୯ତମ ପୃଥ୍ୱୀରାଜ ଓ ଚିତ୍ତ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ଗୁଡ୍ଡୁ ଅଗ୍ରୱାଲ ମୁଖ୍ୟ ଅତିଥି ଓ ସୁଦାମ ମେହେର ଓ ଲକ୍ଷ୍ମୀ ନାରାୟଣ ବନଛୋର
Read More...

୨୮ତମ ପୁସ୍ତକ ମେଳା ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପୁରାତନ ସାହିତ୍ୟାନୁଷ୍ଠାନ ଆଦର୍ଶ ପାଠାଗାର ତରଫରୁ ଆୟୋଜିତ ୨୮ତମ ପୁସ୍ତକ ମେଳା ଗତକାଲି ଭଂଜଭବନ ଠାରେ ଉଦ୍‌ଘାଟିତ ହୋଇଯାଇଛି । କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚ୍ୟାମ୍ବର ଅଫ୍ କମର୍ସର
Read More...

ତର୍କ ବିତର୍କ ମଧ୍ୟରେ ଛତ୍ରପୁର ପଞ୍ଚାୟତ ସମିତି ବୈଠକ ସମାହିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ପଞ୍ଚାୟତ ସମିତିର ୫ମ ଅଧିବେଶନ ବୈଠକରେ କ୍ଷମତାକୁ ନେଇ ବ୍ଲକ ଅଧ୍ୟକ୍ଷାଙ୍କ ସପକ୍ଷ ଓ ବିପକ୍ଷ ଗୋଷ୍ଠୀଙ୍କ ମଧ୍ୟରେ ହୋ ହାଲ୍ଲା ହୋଇଥିଲା । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ପଞ୍ଚାୟତ ସମିତିର ପଞ୍ଚମ ଅଧିବେଶନ ବୈଠକ ବୁଧବାର
Read More...

ଅନୈତିକ ଲିଙ୍ଗ ନିରୂପଣ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ – ଜିଲ୍ଲାପାଳ

ସୂଚନାଦାତା ହେବେ ପୁରସ୍କୃତ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ପିସି ଏବଂ ପିଏନଡିଟି ଜିଲ୍ଲା ପରାମର୍ଶଦାତା କମିଟିର ସ୍ଵତନ୍ତ୍ର ବୈଠକ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି ।
Read More...

ଓମ୍‌ ଭେଲି ପବ୍ଲିକ ସ୍କୁଲ ତରଫରୁ ସମ୍ବର୍ଦ୍ଧିତ ହେବେ ସଫଳ ଜୁଡୋ ପ୍ରତିଯୋଗୀ

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ଆସନ୍ତାକାଲି ଟିଟିଲାଗଡ଼ ଘଂଟାଶୁଣି ମନ୍ଦିରରୁ ଏକ ଶୋଭାଯାତ୍ରା ବାହାରି ଟିଟିଲାଗଡ଼ ସହର ପରିକ୍ରମା କରିବ ବୋଲି ସୂଚନା ମିଳିଛି । ଏହାସହ ଟିଟିଲାଗଡ଼ ନିକଟସ୍ଥ ଚାଁହରଭଟ୍ଟା ଗ୍ରାମ ପାଖରେ ଥିବା ଓମ୍‌ ଭେଲି ପବ୍ଲିକ ସ୍କୁଲରେ ସ୍କୁଲ ତରଫରୁ ଖେଲୋ ଇଣ୍ଡିଆ
Read More...

ପଦୋନ୍ନତି ଅଦାଲତରେ ପ୍ରଥମ ଦିନର ଶୁଣାଣି ଅନୁଷ୍ଠିତ

ଶୁଣାଣିକୁ ନେଇ ଆବେଦନକାରୀମାନଙ୍କ ଖୁସିବ୍ୟକ୍ତପଦୋନ୍ନତି ଅଦାଲତର ସୁପାରିଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପଦୋନ୍ନତି ଅଦାଲତର ପ୍ରଥମ ଦିନରେ ୩୩୭
Read More...

ହରିଣକୁଲି ସରସ୍ୱତୀ ପୂଜା କମିଟି ତରଫରୁ ରକ୍ତଦାନ ଶିବିର

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଖରିଦପିପଳ ପଞ୍ଚାୟତର ହରିଣକୁଲି ସାର୍ବଜନୀନ ସରସ୍ୱତୀ ପୂଜା କମିଟିର ସରସ୍ୱତୀ ପୂଜା ଉପଲକ୍ଷେ ଓ ସ୍ୱର୍ଗତ ମଧୁସୂଦନ ଓ ନାରାୟଣ ଗିରିଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାିଛି । କମିଟିର ସଭାପତି ଦିଲୀପ
Read More...

ଏହି ବଜେଟ୍ ବଞ୍ଚିତ ଲୋକଙ୍କୁ ପ୍ରାଥମିକତା ଦେଇଛି : ପ୍ରଧାନମନ୍ତ୍ରୀ

“ଅମୃତ କାଳର ପ୍ରଥମ ବଜେଟ୍ ଏକ ବିକଶିତ ଭାରତର ଆକାଂକ୍ଷା ଏବଂ ସଂକଳ୍ପ ପାଇଁ ଏକ ଦୃଢ ମୂଳଦୁଆ ପକାଇଛି”“ଏହି ବଜେଟ୍ ବଞ୍ଚିତ ମାନଙ୍କୁ ପ୍ରାଥମିକତା ଦେଇଛି”“ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା କୌଶଳ ସମ୍ମାନ ଅର୍ଥାତ ପିଏମ୍ ବିକାଶ କୋଟି କୋଟି ବିଶ୍ୱକର୍ମାଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ
Read More...