Yearly Archives

2023

ହରିଶଙ୍କର ମନ୍ଦିର ପରିସରରେ ଉନ୍ନୟନମୂଳକ କାମର ତଦାରଖ କଲେ ଜିଲ୍ଲାପାଳ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ମନ୍ଦିର ପରିସରରେ ହେଉଥିବା ଉନ୍ନୟନମୂଳକ କାମର ତଦାରଖ କରିଛନ୍ତି ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା । ହରିଶଙ୍କର ମନ୍ଦିର ପରିସରର ଉନ୍ନତିମୂଳକ କାମ ପାଇଁ ସରକାର ସ୍ୱତନ୍ତ୍ର ଅର୍ଥରାଶି ବ୍ୟୟ
Read More...

ବାଲି ବୋଝେଇ ଡମ୍ଫର ଅଟକ

ବେଲପଡା, (କେପିଏନ୍‌ଏସ୍‌) : ବେଆଇନ ଭାବେ ବାଲି ଚାଲାଣ କରୁଥିବା ଏକ ଡମ୍ଫରକୁ ବେଲପଡା ତହସିଲ ଅଫିସ ସାମନାରେ ତହସିଲଦାର ପ୍ରଶାନ୍ତି ପ୍ରଧାନ ଅଟକ ରଖିଥିଲେ । ଏହି ବାଲି ବୋଝେଇ ଡମ୍ଫରଟି ପାଟଣାଗଡ ପଟୁ ବେଲପଡା ପଟେ ଆସୁଥିଲା । ତହସିଲଦାର ଶ୍ରୀମତୀ ପ୍ରଧାନ ଗାଡିକୁ ଅଟକାଇ କାଗଜପତ୍ର ଯାଞ୍ଚ
Read More...

ମର୍ମନ୍ତୁଦ ଦୁର୍ଘଟଣା, ୧ ମୃତ

ବାଲୁଗାଁ : ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ବରଡ଼ି ଛକରେ ରାସ୍ତା କଡ଼ରେ ଠିଆ ହୋଇଥିବା କଣ୍ଟେନରକୁ ବାଇକ୍ ଧକ୍କା ଦେବା ଫଳରେ ବାଇକ୍ ଚାଳକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ମୁଣ୍ଡୁଳା ଗ୍ରାମର ଯୋଗି ବେହେରାଙ୍କ
Read More...

ଯୁବ ଏବଂ କ୍ରୀଡା ବ୍ୟାପାର ମନ୍ତ୍ରଣାଳୟ ପାଇଁ ୩୩୮୯ କୋଟି ଟଙ୍କାର ବଜେଟ ଆବଂଟନ

ନୂଆଦିଲ୍ଲୀ : ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ ବୁଧବାର କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିଛନ୍ତି । ଯୁବ ଏବଂ କ୍ରୀଡା ବ୍ୟାପାର ମନ୍ତ୍ରଣାଳୟ ପାଇଁ ୩୩୮୯ କୋଟି ଟଙ୍କାର ବଜେଟ ଆବଂଟନ କରାଯାଇଛି । ୨୦୨୨ରେ ଏ ବାବଦକୁ ୨୬୭୧ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ଖେଲୋ ଇଣ୍ଡିଆ ବଜେଟରେ
Read More...

ଦକ୍ଷିଣ ଆଫ୍ରିକା ଗସ୍ତରେ ଜୁନିୟର ମହିଳା ହକି ଟିମ୍‌

ବାଙ୍ଗାଲୋର : ଜାତୀୟ ଜୁନିୟର ମହିଳା ହକି ଟିମ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବେ । ଏ ନେଇ ଗତକାଲି ହକି ଇଣ୍ଡିଆ ୨୦ ଜଣିଆ ଦଳ ଘୋଷଣା କରାଯାଇଛି । ଘୋଷିତ ଟିମ୍‌ରେ ଓଡିଶାର ୫ଜଣ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ଗୋଲକିପର ମାଧୂରୀ କିଣ୍ଡୋ, ଡିଫେଣ୍ଡର ମମିତା ଓରାମ, ଜ୍ୟୋତି ଛତ୍ରୀ,
Read More...

କଣ୍ଟାବାଞ୍ଜି ବିଧାୟକଙ୍କ ପୁଅଙ୍କୁ ଗିରଫ କଲା ପୋଲିସ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : କଣ୍ଟାବାଞ୍ଜି ବିଧାୟକଙ୍କ ପୁଅଙ୍କୁ ବେଲପଡ଼ା ପୋଲିସ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁସାରେ, ଗତକାଲି ରାତ୍ର ସମୟରେ ଆଲିସାନ ସିନେମା ହଲ୍‌ରେ ସିନେମା ହଲ୍‌ ମାଲିକଙ୍କ ପୁଅ ଓ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ଅମିତ ସିଂ
Read More...

ପୁରୀରେ ଗ୍ରୀନ୍‌ ଫିଲ୍‌ଡ ବିମାନବନ୍ଦର : ୨୦ରୁ ଆରମ୍ଭ ହେବ ପ୍ରାଚୀର ନିର୍ମାଣ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀଠାରେ ପ୍ରସ୍ତାବିତ ଗ୍ରୀନ ଫିଲ୍‌ଡ ବିମାନ ବନ୍ଦର ଲାଗି ପ୍ରଥମ ଦଫାରେ ୯୪୦ ଏକର ଜମି ବାଣିଜ୍ୟ ଓ ପରିବହନ ବିଭାଗକୁ ଜିଲ୍ଲା ପ୍ରଶାସନ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିସହ ପ୍ରକଳ୍ପ ପାଇଁ ଆବଶ୍ୟକ ଘରୋଇ ଜମି ଅଧିଗ୍ରହଣ ନିମନ୍ତେ
Read More...

ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର : ଆସନ୍ତା ଫେବୃଆରୀ ୧୦ ଓ ୧୧ ତାରିଖ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୂଚନା ଅନୁସାରେ, ରାଷ୍ଟ୍ରପତି ମୁର୍ମୁ ୧୦ ଫେବୃଆରୀରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ପରେ ଫେବୃଆରୀ
Read More...

ଆଦର୍ଶ ଶିକ୍ଷକ ଲୋକନାଥ ଦାଶଙ୍କ ଦଶାହ ଅବସରରେ ସ୍ମୃତିଚାରଣ ସଭା ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକରେ ଦୀର୍ଘ ଦିନ ଶିକ୍ଷକତା କରି ନିଜର ଶାନ୍ତ ସହନଶୀଳ ସ୍ୱଭାବ ଓ ନିଷ୍ଠାପର କର୍ମ ପାଇଁ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଓ ସାଧାରଣ ଜନତାଙ୍କ ପ୍ରିୟଭାଜନ ହୋଇଥିବା ଆଦର୍ଶ ଶିକ୍ଷକ ଲୋକନାଥ ଦାଶଙ୍କ ଦଶାହରେ ଏକ ସ୍ମୃତିଚାରଣ ସଭା
Read More...

କଲରାପତରିଆ ବାଘ ଛାଲ ଜବତ, ୬ ଅଟକ

ବାରିପଦା : ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ନିକଟ ଏକ ଢ଼ାବାରୁ ଏକ କଲରାପତରିଆ ବାଘ ଛାଲ ଜବତ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ୪୯ନଂ ଜାତୀୟ ରାଜପଥ ପାର୍ଶ୍ଵ ଏକ ଢ଼ାବାରେ ବାଘ ଛାଲ ଡିଲ୍ ଚାଲିଥିବା ବେଳେ ବନ ବିଭାଗ ଓ ପୋଲିସ ପକ୍ଷରୁ ମିଳିତ ଚଢାଉ କରାଯାଇଥିଲା । ଚଢାଉ ବେଳେ ଏକ
Read More...