Yearly Archives

2023

ବରକେରାରେ ବିଶ୍ଵ ଆର୍ଦ୍ରଭୂମି ଦିବସ ପାଳିତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ବିଶ୍ଵ ଆର୍ଦ୍ରଭୂମି ଦିବସ ପାଳିତ ହୋଇଯାଇଛି । ସର୍ବ ପ୍ରଥମେ ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ସତ୍ୟବାଦୀ ଯୁଗର ପଞ୍ଚସଖାଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ
Read More...

ଶଶୀଭୂଷଣ ପୁରୋହିତଙ୍କ ଅର୍ଦ୍ଧାଙ୍ଗିନୀ ଧର୍ମପରାୟଣା ଅନୁସୟା ପୁରୋହିତଙ୍କ ଅକାଳ ବିୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଭଗବତୀନଗର ନିବାସୀ ଆର୍‌ଏସ୍‌ଏସ୍‌ର ନୈଷ୍ଠିକ ସଦସ୍ୟ, ବଲାଙ୍ଗିର ଦିବ୍ୟଜୀବନ ସଂଘର ପୂର୍ବତନ ସଭାପତି, ବଲାଙ୍ଗିର କଦମପଡା ସରସ୍ୱତୀ ଶିଶୁମନ୍ଦିର ପରିଚାଳନା କମିଟିର ସଭାପତି, ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ, ଓଡିଶା ପଶ୍ଚିମ ପ୍ରାନ୍ତ ସଭାପତି,
Read More...

୫ମ ଧନୁଯାତ୍ରା ମହୋତ୍ସବ ଉଦ୍‌ଘାଟିତ

ପଦ୍ମପୁର, (କେପିଏନ୍‌ଏସ୍‌) : ପାଇକମାଲ ବ୍ଲକ ଅନ୍ତର୍ଗତ ଗୋଇବାହାଲିଠାରେ ୫ମ ରାଜବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ଆରମ୍ଭ ହୋଇଯାଇଛି । ପଲସଦା, କେର୍ମେଲାବାହାଲ, ଭେଙ୍ଗରାଜପୁର ତଥା ପଡୋଶୀ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ କଳସ ଶୋଭାଯାତ୍ରା ଆରମ୍ଭ ହୋଇ ସାଂସ୍କୃତିକ ଶୋଭାଯାତ୍ରା
Read More...

ଫେବୃଆରୀ ମାସ ପାଇଁ ପଞ୍ଚାୟତ ଲୋକ ସେବା ଶିବିର କାର୍ଯ୍ୟକ୍ରମ ଧାର୍ଯ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଫେବୃଆରୀ ମାସ ପାଇଁ ପଞ୍ଚାୟତ ଲୋକ ସେବା ଶିବିର କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି । ତଦନୁସାରେ ୧୩ ତାରିଖରେ ଆଗଲପୁର ବ୍ଲକ ଅନ୍ତର୍ଗତ ଝରଣିପାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ, ୨୦ତାରିଖରେ ବେଲପଡା ବ୍ଲକ ଅନ୍ତର୍ଗତ ବେହେରାମୁଣ୍ଡା ଗ୍ରାମ ପଞ୍ଚାୟତର
Read More...

ଆତ୍ମସୁରକ୍ଷା ତାଲିମ ଶିବିର

ତୁଷୁରା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକ ରୁଷୁଡା ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ସୋମବାର ଆତ୍ମସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୯୦ଜଣ ଛାତ୍ରୀ ତାଲିମ ନେଉଛନ୍ତି । ସ୍କୁଲ ଅଧ୍ୟକ୍ଷ ଗିରିଜା ପ୍ରସାଦ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପୂର୍ବ
Read More...

ଫେବୃଆରୀ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଫେବୃଆରୀ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି । ତଦନୁସାରେ ଫେବୃଆରୀ ମାସ ୬ ତାରିଖ(ସୋମବାର) ସକାଳ ଘ ୧୦.୩୦ ମି ସମୟରେ ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଜିଲ୍ଲାପାଳଙ୍କ
Read More...

ଆଲିସାନ ସିନେମା ହଲରେ ଗଣ୍ଡଗୋଳ ଘଟଣାରେ କଣ୍ଟାବାଞ୍ଜି ବିଧାୟକଙ୍କ ପୁଅ ଅମିତ ସିଂ ସାଲୁଜାଙ୍କ ସମେତ ୬ ଗିରଫ ଓ କୋର୍ଟ…

ବେଲପଡାରେ ପୋଲିସର ଛାଉଣୀ ପାଟଣାଗଡ଼, (ସଦାଶିବ ସରାଫ୍‌) : କଣ୍ଟାବାଞ୍ଜି ବେଳପଡା ସୀମାରେ ଥିବା ଆଲିସାନ ସିନେମା ହଲରେ ଗତକାଲି ରାତିରେ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ସିଂ ଓରଫ ଅମିତ ସିଂ ସାଲୁଜା ଓ ସିନେମା ହଲର ମାଲିକଙ୍କ ପୁଅ ସହ ଗଣ୍ଡଗୋଳ ହୋଇଥିଲା । ଏପରିକି ଅମିତ
Read More...

ଚଳନ୍ତା କାର୍‌ରେ ଲାଗିଗଲା ନିଆଁ : ଅଳ୍ପକେ ବର୍ତ୍ତିଲେ ଚାଳକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳନ୍ତା କାର୍‌ରେ ଲାଗିଗଲା ନିଆଁ । ଅଳ୍ପକେ ବର୍ତ୍ତିଲେ ଚାଳକ । ଏଭଳି ଘଟଣା ଘଟିଛି ବଲାଙ୍ଗିର-ମହିମୁଣ୍ଡା ରାସ୍ତାର ପୁଡାପାଲି ଛକ ନିକଟରେ । ସୂଚନା ଅନୁସାରେ, ବଲାଙ୍ଗିର ସହରର ବ୍ୟବସାୟୀ ରୂପେଶ ଅଗ୍ରୱାଲ ନିଜ କାର୍‌ରେ ତୁଷୁରାକୁ ଯାଉଥିଲେ । ତେବେ ହଠାତ୍‌
Read More...

ପାଟିମାଲ ସୁରେନ୍ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ବନମାଲ ଦଳ ଚାମ୍ପିୟନ, ବାଞ୍ଜିପାଲି ଦଳ ରାନର୍ସ ଅପ୍ ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ପାଟିମାଲ ଠାରେ ନବମ ସୁରେନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ମ୍ୟାଚ୍ ବନମାଲ ଓ ବାଞ୍ଜିପାଲି ଦଳ ମଧ୍ୟରେ ଅନୁଷ୍ଠିତ
Read More...

ମାଲବାହୀ ଟ୍ରକ ଓଲଟି ଯାତାୟାତ ବାଧାପ୍ରାପ୍ତ

ତୁରେକେଲା, (କୈଳାସ ସଗ୍ରିଆ) : ତୁରେକେଲା ବ୍ଲକ ମହୁଲବାହାଲି ଛକଠାରେ ମାଲବାହୀ ଟ୍ରକ୍‌ ଓଲଟିପଡିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି । ଟ୍ରକ୍‌ ଛତିଶଗଡ ରାୟପୁରରୁ ମାଲବୋଝେଇ କରି କଣ୍ଟାବାଞ୍ଜି ଆସୁଥିଲା । ମହୁଲବାହାଲି ଛକଠାରେ ଭାରସାମ୍ୟ ହରାଇ ଟ୍ରକ୍‌ଟି ଓଲଟି ପଡିଥିଲା ।
Read More...