Yearly Archives

2023

ତୃତୀୟ ପର୍ଯ୍ୟାୟ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କ ତ୍ରି-ଦିବସୀୟ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ମ.ରାମପୁର, (ହେମନ୍ତ ସାହୁ) : ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଓ ଜିଲ୍ଲା ପରିଷଦ କଳାହାଣ୍ଡି ସହାୟତାରେ ତଥା ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ ତରଫରୁ ମ.ରାମପୁର ବ୍ଲକର ମଦନପୁର, ଗୋଛାଦେଙ୍ଗେନ ଓ ଡ. କର୍ଲାଖୁଣ୍ଟା
Read More...

୯ ଦିନିଆ ତାଲିମ କାର୍ଯ୍ୟକ୍ରମ ଉଦ୍‌ଯାପିତ

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁର ସ୍ଥିତ ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ସେବା ଜଗତ ପକ୍ଷରୁ ରଙ୍ଗପଦର ସ୍ଥିତ ତାଲିମ କେନ୍ଦ୍ରରେ ତିନୋଟି ସ୍ତରରେ ୯ ଦିନିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାିଛି । ଏହି ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ କରଲାମୁଣ୍ଡା ବିଡ଼ିଓ ସୁଚରିତା ମୁଗରୀ,
Read More...

ଜିଲ୍ଲାସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା ଉପଲକ୍ଷେ ପ୍ରଚାର ରଥର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଫେବୃଆରୀ ୩ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ କୋଶଳ କଳାମଣ୍ଡଳ ପଡିଆରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା ଉପଲକ୍ଷେ ପ୍ରଚାର ରଥକୁ ଆଜି କୋଶଳ କଳାମଣ୍ଡଳ ପଡିଆରୁ ଜିଲ୍ଲାପାଳ ଚଞ୍ଚଳ ରାଣା ପତାକା ଦେଖାଇ
Read More...

କବିଙ୍କୁ ରାଜ୍ୟସ୍ତରୀୟ କବିତା ପଠନରେ ସମ୍ମାନିତ

ସଇଁନ୍ତଲା : କଟକ ଶତାବ୍ଦୀ ଭବନ ଠାରେ ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀ କଟକ, ଅଗ୍ନିସ୍ଫୁଲିଙ୍ଗ ରାଉରକେଲା, ପୂଜ୍ୟପୂଜା ପରିଷଦ କଟକ ଓ ଚିନ୍ମୟ ସାହିତ୍ୟ ସଂସଦ କଟକର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ୪୬ତମ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ଓ ସମ୍ବର୍ଦ୍ଧନା ଉତ୍ସବରେ ବଲାଙ୍ଗିର ଜିଲ୍ଲା
Read More...

ବଲାଙ୍ଗିର ଜଳସେଚନ ବିଭାଜନ ପକ୍ଷରୁ ପାଣି ପଞ୍ଚାୟତ ପକ୍ଷ ପାଳନ

ଜଳ ସଂରକ୍ଷଣ ଓ ଉପଯୁକ୍ତ ପରିଚାଳନା ଉପରେ ଗୁରୁତ୍ଵାରୋପ ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟରେ ପାଣି ପଞ୍ଚାୟତ ପକ୍ଷ ଫେବୃଆରୀ ୧ ତାରିଖଠାରୁ ୧୫ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି । ପାଣି ପଞ୍ଚାୟତ ପକ୍ଷ ପାଳନ ଉପଲକ୍ଷେ ଆଜି କୋଶଳ କଳା ମଣ୍ଡଳ ପଡିଆଠାରୁ ବଲାଙ୍ଗିର ଜଳସେଚନ ମଣ୍ଡଳ
Read More...

ଉଠା ଜଳ ସେଚନ ବିଭାଗର ବଲାଙ୍ଗିର ବିଭାଜନ ପକ୍ଷରୁ ପାଣି ପଞ୍ଚାୟତ ପକ୍ଷ ପାଳନ

– ଜଳର ସୁଷମ ବଣ୍ଟନ ଓ ସୁବିନିଯୋଗ ଉପରେ ଗୁରୁତ୍ଵାରୋପ ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟରେ ପାଣି ପଞ୍ଚାୟତ ପକ୍ଷ ଫେବୃଆରୀ ୧ ତାରିଖଠାରୁ ୧୫ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି । ଏହି ପକ୍ଷ ପାଳନ ଉପଲକ୍ଷେ ଉଠା ଜଳ ସେଚନ ବିଭାଗର ବଲାଙ୍ଗିର ବିଭାଜନ ତରଫରୁ ଫେବୃୟାରୀ ୧ ତାରିଖରୁ
Read More...

ଜୁନିଅର ରେଡକ୍ରସ ଅଫିସରଙ୍କ ବିଭିନ୍ନ ସ୍କୁଲ ପରିଦର୍ଶନ

ସୋନପୁର, (କେପିଏନ୍‌ଏସ୍‌) : ସୋନପୁର ଜିଲ୍ଲା ଜୁନିଅର ରେଡ୍‌କ୍ରସ ଅଫିସର ରବିଚନ୍ଦ୍ର ପଶାୟତ ସଦର ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ତାଙ୍କର ପରିଦର୍ଶନ ସମୟରେ ପିଲାମାନେ କିପରି ସ୍ୱାସ୍ଥ୍ୟ, ସେବା ଓ ବିଶ୍ଵବନ୍ଧୁତାର ବର୍ତ୍ତା ବାହାକ ହୋଇ ସମାଜରେ ମାନବୀୟ ସେବା
Read More...

ନବ ଦାସଙ୍କ ବିୟୋଗରେ ଶୋକସଭା

କଳାହାଣ୍ଡି, (ନରୋତ୍ତମ ସେଲମା) : କର୍ଲାମୁଣ୍ଡା ବ୍ଲକର ରିଷିଡା ପଂଚାୟତ ଭବନଠାରେ ବିଜେଡି ପକ୍ଷରୁ ଏକ ଶୋକସଭା ବରିଷ୍ଠ ସାମ୍ବାଦିକ ନରୋତ୍ତମ ସେଲମାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ଥାନୀୟ ସରପଞ୍ଚ ତଥା ବିଜୁ ମହିଳା ଜନତା ଦଳ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସେବତୀ
Read More...

ବଜେଟ : କୃତ୍ରିମ ହୀରା ଠାରୁ ସାଇକେଲ ପର୍ଯ୍ୟନ୍ତ, ମୋବାଇଲ୍ ଫୋନ୍ ଶସ୍ତା ହେବ, କିନ୍ତୁ ଏହି ଜିନିଷଗୁଡ଼ିକର ମୂଲ୍ୟ…

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସକାଳ ୧୧ ଟାରୁ ଦେଶର ବଜେଟ୍ ଉପସ୍ଥାପନ କରିବା ଆରମ୍ଭ କଲେ, ସମସ୍ତେ ଅନୁଭବ କଲେ ଯେ ଏଥର ତାଙ୍କ ପାଇଁ କିଛି ବିଶେଷ ରହିଛି । ଏଥର ବଜେଟରେ ଅର୍ଥମନ୍ତ୍ରୀ କେବଳ ଟିକସ ସମ୍ବନ୍ଧରେ ବଡ ଘୋଷଣା କରିନାହାଁନ୍ତି, ବରଂ ଏପରି କିଛି ସାମଗ୍ରୀ
Read More...

ସଂସଦରେ ଅର୍ଥମନ୍ତ୍ରୀ ବଜେଟ୍‌ ଉପସ୍ଥାପନ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ସଂସଦରେ ଅର୍ଥମନ୍ତ୍ରୀ ବଜେଟ୍‌ ଉପସ୍ଥାପନ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପିଏମ୍‌ ମୋଦୀ ଖୁସିବ୍ୟକ୍ତ କରିବା ସହିତ କହିଛନ୍ତି ଯେ, 'ଦେଶର ଦରିଦ୍ର ସୀମାରେଖା ତଳେ ଥିବା ବ୍ୟକ୍ତି, ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକ ତଥା ମଧ୍ୟବିତ୍ତ
Read More...