Yearly Archives

2023

ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ସଂସଦରେ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା…

ନୂଆଦିଲ୍ଲୀ : ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ସଂସଦରେ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ୍‌ରେ ସବୁ ଦିଗକୁ ବିଶେଷ ଧ୍ୟାନ ଦିଆଯାଇଥିବା ବେଳେ ଆସନ୍ତା ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ମୋଦୀ ସରକାରଙ୍କ ଏହା ହେଉଛି
Read More...

ତୁଜଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳନ

ଛାତ୍ର ଜୀବନରେ ଶ୍ରମ : ସାରା ଜୀବନକୁ ଦିଏ ଆରାମ ମ.ରାମପୁର, (ହେମନ୍ତ ସାହୁ) : ଛାତ୍ର ଜୀବନରେ ଶ୍ରମ କରିଥିଲେ ତାହା ବାକି ଜୀବନକୁ ଆରାମ କରିବା ପାଇଁ ସୁଯୋଗ ଦେଇଥାଏ । କାରଣ ନିଜ ଛାତ୍ର ଜୀବନରେ ଲକ୍ଷ୍ୟ ସ୍ଥିର କରିବା ସହିତ ଅଧ୍ୟବସାୟ ବଳରେ ଜୀବନରେ ସଫଳତା ମିଳିଥାଏ ବୋଲି ମ.ରାମପୁର
Read More...

ବନ ବିଭାଗ ପକ୍ଷରୁ ଚଢ଼ାଉ : ଜରାସିଂହା ନିକଟରେ ୪୫ଟି ଶାଳ ଏବଂ ୩୬ଟି ଶାଗୁଆନ ସାଇଜ୍ ଜବତ

ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ରେଂଜ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଜରାସିଂହା ନିକଟରେ ୪୫ଟି ଶାଳ ଏବଂ ୩୬ଟି ଶାଗୁଆନ ସାଇଜ୍ ଜବତ କରାଯାଇଥିବା ସୂଚନା ମିଳିଛି । ଗତ ୩୧ ତାରିଖ ପୂର୍ବାହ୍ନରେ ପ୍ରାୟ ୧୧ଟା ସମୟରେ ଦେଓଗାଁ ରେଞ୍ଜର କର୍ମଚାରୀମାନେ ଦେଓଗାଁ ବନ ବିଭାଗ ଅଧୀନସ୍ଥ
Read More...

ସାଲେଭଟା ପ୍ରାଥମିକ ବିଦ୍ୟାଳୟର ୨୧ ଜଣ ଛାତ୍ରଛାତ୍ରୀ ଅସୁସ୍ଥ

ନୂଆପଡ଼ା, (ନରାକାର ମେହେର) : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ନୂଆଗାଁ ପଞ୍ଚାୟତ ସାଲେଭଟା ପ୍ରାଥମିକ ବିଦ୍ୟାଳୟର ୨୧ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଏବେ ୬ ଜଣ ଛାତ୍ରଛାତ୍ରୀ କୋମନା ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ସୂଚନାନୁଯାୟୀ, ସାଲେଭଟା
Read More...

କଲ୍ୟାଣ ରାୟ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ହମିରପୁର ସ୍ଥିତ ସହରର ଜଣାଶୁଣା ଶିକ୍ଷାନୁଷ୍ଠାନ କଲ୍ୟାଣୀ ରାୟ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ମହାସମାରୋହରେ ସମ୍ପନ୍ନ ହୋଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ କମଳାକାନ୍ତ ଦାସ କାର୍ଯ୍ୟକ୍ରମରେ ସଭାପତିତ୍ଵ କରି ବିଶ୍ୱକପ ହକି ଉପଲକ୍ଷେ
Read More...

‘ଏ କପ୍ ଅଫ୍ ସୋସାଇଟି ‘ ପୁସ୍ତକ ଲୋକାର୍ପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଭଜକୃଷ୍ଣ ସାରସ୍ୱତ ସ୍ମୃତି ସଂସଦ, ରାଉରକେଲା ଆନୁକୂଲ୍ୟରେ ସୁଶ୍ରୀ ଏଲିନା ମହାନ୍ତିଙ୍କ ଇଂରାଜୀ କବିତା ପୁସ୍ତକ 'ଏ କପ୍ ଅଫ୍ ସୋସାଇଟି' ଓ 'ଆଲମିନସ' ପତ୍ରିକା ଭଞ୍ଜଭବନ ପରିସରସ୍ଥିତ ଆଦର୍ଶ ସାହିତ୍ୟ ଘରଠାରେ ଲୋକାର୍ପିତ ହୋଇଯାଇଛି । ସଂସଦର ସଭାପତି
Read More...

ଜାତୀୟ ସିନିୟର ଭଲିବଲ ପାଇଁ ଓଡ଼ିଶା ଦଳ ମନୋନୀତ

ଭୁବନେଶ୍ୱର : ଆସାମର ଗୁଆହାଟୀଠାରେ ୭୧ତମ ଜାତୀୟ ସିନିୟର ଭଲିବଲ ଚାମ୍ପିୟନସିପ୍‌ (ମହିଳା/ପୁରୁଷ) ଫେବୃୟାରୀ ୨ରୁ ଆରମ୍ଭ ହେବ । ଏଥିପାଇଁ ଓଡ଼ିଶା ମହିଳା ଓ ପୁରୁଷ ଦଳକୁ ମଙ୍ଗଳବାର ଘୋଷଣା କରାଯାଇଛି । ଉଭୟ ଦଳର ୧୨ ଜଣ ଲେଖାଏ ଖେଳାଳିଙ୍କ ସମେତ ୫ ଅଫିସିଆଲଙ୍କ ନାମ ମଧ୍ୟ ପ୍ରକାଶ କରାଯାଇଛି
Read More...

ଟଙ୍କଧରଙ୍କ ସହ ଓଡ଼ିଶା ଏଫ୍‌ସିର ଚୁକ୍ତି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶା ଫୁଟବଲ ଏକାଡେମୀର ସଦସ୍ୟ ଟଙ୍କଧର ବାଗ୍‌ଙ୍କ ସହ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ)ର ଅନ୍ୟତମ ପ୍ରତିଷ୍ଠିତ ଦଳ ଓଡ଼ିଶା ଏଫ୍‌ସି ଚୁକ୍ତି କରିଛି । ଏହି ଚୁକ୍ତି ଅଢ଼େଇ ବର୍ଷ ପାଇଁ ହୋଇଥିବା ଫ୍ରାଞ୍ଚାଇଜ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଯୁବ ଖେଳାଳି
Read More...

ସୋଆ ଛାତ୍ରଛାତ୍ରୀଙ୍କୁ ବୃତ୍ତିଗତ ପ୍ରଶିକ୍ଷଣ ଦେବ ଏଲ୍‌ଏଣ୍ଡ୍‌ଟି : ଉଭୟ ପକ୍ଷରୁ ବୁଝାମଣା ପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର : ଛାତ୍ରଛାତ୍ରୀଙ୍କ ବୃତ୍ତିଗତ ପ୍ରଶିକ୍ଷଣ ଏବଂ କର୍ମ ନିଯୁକ୍ତିକୁ ପ୍ରୋତ୍ସାହନ ଦେବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଲାର୍ସନ୍‌ ଆଣ୍ଡ ଟୁବ୍ରୋ ଲିମିଟେଡ୍‌ (ଏଲ୍‌ଆଣ୍ଡଟି)ର ବ୍ୟବସାୟିକ ଅଙ୍ଗ ଏଲ୍‌ଆଣ୍ଡଟି ଏଡୁଟେକ୍‌ ମାଧ୍ୟମରେ ଏକ ବୁଝାମଣାପତ୍ର ସୋମବାର
Read More...

ସାରା ଭାରତ ଦେଖିବ ‘ଶଲା ବୁଢ଼ାର ବଦ୍‌ଲା’

ଭୁବନେଶ୍ୱର : 'ଶଲା ବୁଢ଼ାର ବଦ୍‌ଲା' ଏମିତି ଏକ ଚଳଚ୍ଚିତ୍ର ଯିଏ ଥରେ ଦେଖିଛି ତା'ର ପ୍ରଶଂସା ନକରି ରହି ପାରିନି । ପୂର୍ବରୁ ସୁପରହିଟ୍‌ ହୋଇସାରିଥିବା ଜାତୀୟ ପୁରସ୍କାର ବିଜେତା ଚଳଚ୍ଚିତ୍ର "ଶଲା ବୁଢ଼ାର ବଦ୍‌ଲା' ଖୁବ୍‌ ଶୀଘ୍ର ଏକ ନୂଆ ମେକ୍‌ ଇନ୍‌ ସହିତ ପାନ୍‌ ଲଣ୍ଡିଆରେ ମୁକ୍ତିଲାଭ
Read More...