Yearly Archives

2023

ନବ ଦାସଙ୍କ ପିଏସ୍‌ଓ ନିଲମ୍ବିତ

ଝାରସୁଗୁଡା : ନବ ଦାସଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (ପିଏସ୍‌ଓ)ଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡିଛି । ଗତ ରବିବାର ଦିନ ମନ୍ତ୍ରୀ ନବ ଦାସଙ୍କୁ ଜଣେ ଏଏସ୍‌ଆଇ ଗୋପାଳ ଦାସ ଗୁଳି କରି ହତ୍ୟା କରିଥିବା ବେଳେ ଦାୟିତ୍ୱରେ ଅବହେଳା ଦର୍ଶଯାଇ ନବ ଦାସଙ୍କ ପିଏସ୍‌ଓଙ୍କୁ ନିଲମ୍ବିତ
Read More...

ଶାନ୍ତିପଡାଠାରେ ଘରେ ପଶି ପରିବାର ଲୋକଙ୍କୁ ଆକ୍ରମଣ ଘଟଣା : ଗୁରୁତରମାନଙ୍କୁ ଭୂବନେଶ୍ୱର ସ୍ଥାନାନ୍ତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଶାନ୍ତିପଡାର ପଂଜାବୀ ଗଳିଠାରେ ସୁଶିଲ ମେହେର ନାମକ ଜଣେ ବ୍ୟକ୍ତିଙ୍କ ଘରେ ପଶି ଜଣେ ଦୁର୍ବୃତ୍ତ ପରିବାର ଲୋକଙ୍କୁ ଅତର୍କିତ ଭାବେ ଲୁହା ରଡରେ ଆକ୍ରମଣ କରିଥିଲା । ଗୁରୁତର ତିନ ଜଣ ହେଲେ ସୁଶିଲଙ୍କ ପତ୍ନୀ, ତାଙ୍କ ଶାଳୀ ଓ ତାଙ୍କ ଦୁଇ ବର୍ଷର
Read More...

ଟ୍ରକ୍‌ ଧକ୍କାରେ ଭ୍ୟାନ୍‌ ଚୂରମାର, ଚାଳକ ଆହତ

ଲୋଇସିଂହ, (କେପିଏନ୍‌ଏସ୍‌) : ଏନ୍‌ଏଚ୍‌ ନଂ ୨୬ର ସ୍ଥାନୀୟ କଲେଜଛକ ନିକଟରେ ସୋମବାର ରାତିରେ ଏକ ଦୁର୍ଘଟଣା ହୋଇଥିବା ଜଣାପଡିଛି । ଏକ ୧୪ ଚକିଆ ପାଉଁଶ ବୋଝେଇ ଟ୍ରକ(ଏପି୩୫ ୱାଇ୭୧୮୯) ରାସ୍ତା କଡରେ ଥିବା ଏକ ଭ୍ୟାନ (ଓଆର୍‌୧୭ଜି୧୨୨୮) ଉପରେ ଚଢି ଓଲଟି ପଡିଥିଲା । ଏଥିରେ ପିକ୍‌ଅପ୍‌ଟି
Read More...

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ସିନିୟର ଲ୍ୟାବ୍ ଟେକ୍ନିସିଆନ ଅକ୍ଷୟ କୁମାର ପଟ୍ଟନାୟକ

ସୁବର୍ଣ୍ଣପୁର : ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ସିନିୟର ଲ୍ୟାବ୍ ଟେକ୍ନିସିଆନ । ଲ୍ୟାବ୍ ଟେକ୍ନିସିଆନ ଅକ୍ଷୟ କୁମାର ପଟ୍ଟନାୟକ ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସୋନପୁର ଓ ବଲାଙ୍ଗିର ଭିଜିଲାନ୍ସ ଟିମ୍ ଦ୍ଵାରା ଧରାପଡ଼ିଛନ୍ତି ।
Read More...

ବଣିକ କଲ୍ୟାଣ ସଂଘର ମହାଯଜ୍ଞ ଓ ପ୍ରବଚନ ଆସନ୍ତା ୨ରୁ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସେଣ୍ଟ୍ରାଲ ମାର୍କେଟ ବଣିକ କଲ୍ୟାଣ ସଂଘ ପକ୍ଷରୁ ୮ମ ବିଶ୍ୱଶାନ୍ତି ବୈଦିକ ୨୧ କୁଣ୍ଡୀୟ ମହାଯଜ୍ଞ ଆସନ୍ତା ୨ତାରିଖ ଠାରୁ ଆରମ୍ଭ ହେବ । ଇସ୍ପାତ ମାର୍କେଟ ସ୍ଥିତ ନାମଯଜ୍ଞ ପଡିଆରେ ଆସନ୍ତା ୨ ଓ ୩ ତାରିଖ ଦିନ ହରି କଥାମୃତ ଆୟୋଜିତ ହେବ । ସ୍ୱାମୀ
Read More...

ମର୍ମନ୍ତୁଦ ଦୁର୍ଘଟଣା, ୩ ମୃତ

ଝାରସୁଗୁଡ଼ା : ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୩ ଜଣଙ୍କ ଜୀବନ । ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୪୯ର ସନ୍ୟାସିପାଲି ଛକରେ ଟ୍ରକ୍ ଓ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କ ମୃତ୍ୟୁ
Read More...

ଆଜିଠାରୁ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଆଜିଠାରୁ ଜନତା ମଇଦାନଠାରେ ସପ୍ତଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆରମ୍ଭ ହେବ । ଏହି ମେଳାରେ ଦେଶର ବିଭିନ୍ନ ପ୍ରାନ୍ତରୁ କାରିଗର ଓ ବୁଣାକାରମାନେ ଅଂଶଗ୍ରହଣ କରିବେ । ଚଳିତ ବର୍ଷ ଏହି ମେଳାରେ ୫୬୦ ଜଣ
Read More...

ହାତୀ ଆକ୍ରମଣରେ ବୃଦ୍ଧ ମୃତ

ଅନୁଗୁଳ : ଅନୁଗୁଳ ବ୍ଲକ ବସଲା ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ବୃଦ୍ଧ ଜଣକ ହେଲେ ସିଦ୍ଧେଶ୍ୱର ସେଠୀ । ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ପୂର୍ବାହ୍ନରେ ସିଦ୍ଧେଶ୍ୱର ବଉଳି ନାଳ ନିକଟକୁ କାଠ ଆଣିବାକୁ ଯାଇଥିଲେ ହେଲେ ଆଉ ଘରକୁ ଫେରି ନଥିଲେ ।
Read More...

ରାଜ୍ୟରେ ସାଇବର ଅପରାଧ ରୋକିବାକୁ ସ୍ୱତନ୍ତ୍ର ପ୍ରୟାସ

୧୯୩୦କୁ କଲ କରି ଜଣାଇ ପାରିବେ ସାଇବର ଅପରାଧ ସଂପର୍କିତ ଅଭିଯୋଗତୃଣମୂଳସ୍ତରରୁ ସଚେତନତା ସୃଷ୍ଟି ପାଇଁ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱାରୋପ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ସାଇବର ଅପରାଧ ରୋକିବାକୁ ସରକାରୀ ସ୍ତରରେ ଯାରି ପ୍ରୟାସକୁ ଆହୁରି ବ୍ୟାପକ କରାଯିବ । ଦୈନିକ ଆର୍ଥିକ
Read More...

କଛାରପାଲିରେ ଏକାଦଶତମ ୨୪ ପ୍ରହରୀ ନାମଯଜ୍ଞ ଆଜିଠୁ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ କଛାରପାଲି ପ୍ରଗତୀ ଯୁବକ ସଂଘ ଓ କଛାରପାଲି ଶ୍ରୀ ଜଗନ୍ନାଥ କୀର୍ତ୍ତନ୍ୟ ମଣ୍ଡଳୀର ମିଳିତ ଆନୁକୂଲ୍ୟରେ ଆଜିଠାରୁ ଏକାଦଶତମ ବାର୍ଷିକ ୨୪ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହେବ । ବୁଧବାର ଦେଓଗାଁ ଓ କଛାରପାଲିର ଶତାଧିକ ମହିଳାଙ୍କ ଦ୍ୱାରା ଯୋଗୀସାଗରରୁ
Read More...