Yearly Archives

2023

ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ୨୦୨୨-୨୩ : ମୁଖ୍ୟାଂଶ

ନୂଆଦିଲ୍ଲୀ, (ପିଆଇବି) : ବିଭିନ୍ନ କ୍ଷେତ୍ରରେ ବ୍ୟାପକ ସୁଧାର ମାର୍ଗରେ ଅଗ୍ରସର ହେଉଛି ଭାରତୀୟ ଅର୍ଥବ୍ୟବସ୍ଥା, ୨୦୨୩ ଆର୍ଥିକ ବର୍ଷରେ ମହାମାରୀ ପୂର୍ବ ବିକାଶ ହାର ହାସଲ କରିବା ଲାଗି ପ୍ରସ୍ତୁତଖୁଚୁରା ମୁଦ୍ରାସ୍ଫିତୀ ନଭେମ୍ବର ୨୦୨୨ରେ ଆରବିଆଇର ନିର୍ଦ୍ଧାରିତ ଲକ୍ଷ୍ୟକୁ
Read More...

ଅର୍ଥନୈତିକ ସର୍ଭେ ରିପୋର୍ଟରେ ଗ୍ରାମ୍ୟ ଉନ୍ନୟନ ଉପରେ ଗୁରୁତ୍ୱ

ଗ୍ରାମାଞ୍ଚଳରେ ଜୀବନ ଧାରଣ ମାନରେ ଉନ୍ନତି ଆଣି ସମତାଭିତ୍ତିକ ଓ ସମାବେଶୀ ବିକାଶ ହାସଲ ଲକ୍ଷ୍ୟଏମ୍‌ଜିନରେଗା ଯୋଜନା ଅଧୀନରେ ସୃଷ୍ଟି ହେଉଥିବା ସମ୍ବଳର ଭଲ ପ୍ରଭାବ କୃଷି ଉତ୍ପାଦକତା ଓ ପାରିବାରିକ ଆୟ ଉପରେ ପଡିଛି; ଏହା ଫଳରେ ଗ୍ରାମଞ୍ଚଳରୁ ଲୋକଙ୍କ ପଳାୟନ ଓ ଋଣଗ୍ରସ୍ତ ହେବାର ହାର
Read More...

ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ପୁରାତନ ଶିକ୍ଷା ଅନୁଷ୍ଠାନ ରାଧାକାନ୍ତ ବିଦ୍ୟାପୀଠର ବରିଷ୍ଠ ଶିକ୍ଷକ ଶ୍ରୀଧର ପ୍ରଧାନଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସେ ଦୀର୍ଘ ୨୯ ବର୍ଷ ଶିକ୍ଷାଦାନ କରି
Read More...

ନିଶା ଦ୍ରବ୍ୟର ଦୁରୁପଯୋଗ ଓ ଏହାର ନିୟନ୍ତ୍ରଣ ନେଇ ସଚେତନତା ଅଭିଯାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ନିଶାମୁକ୍ତ ଭାରତ ପାଇଁ ଡେଲାଙ୍ଗର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଭା ଆନୁକୂଲ୍ୟରେ ଏବଂ ଏନଆଇଏସଡ଼ି, ନୂଆଦିଲ୍ଲୀ, ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ଦକ୍ଷତା ମନ୍ତ୍ରଣାଳୟ ସହାୟତାରେ ଏକ ଦିବସୀୟ ନିଶା ଦ୍ରବ୍ୟର ଦୁରୁପଯୋଗ ଓ ଏହାର ନିୟନ୍ତ୍ରଣ
Read More...

ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

କଳାହାଣ୍ଡି, (ପି.କେ.ସାହୁ) : ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ କୁମାର ମେହେର ଓ ଲେଖାପାଳ ଦୁତୀୟ ବନଛୋରଙ୍କ ତତ୍ୱାବଧାନରେ କଳାରୁଦ୍ର ଯୁବକ ସଂଘ କୁସୁର୍ଲା (ହଜାରୀପଡା) କର୍ଲାମୁଣ୍ଡା ବ୍ଲକ, ମ.ରାମପୁର
Read More...

ବଲାଙ୍ଗିର ଶାନ୍ତିପଡାରେ ଘରେ ପଶି ମରଣାନ୍ତକ ଆକ୍ରମଣ, ଛୋଟ ଶିଶୁ ସହିତ ତିନି ଗୁରୁତର

ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହରରେ ଦିନକୁ ଦିନ ଅପରାଧିକ ମାମଲା ବଢ଼ିବାରେ ଲାଗିଥିବା ବେଳେ ଆଜି ପୁଣି ସହରର ଶାନ୍ତିପଡ଼ା ସ୍ଥିତ ପଞ୍ଜାବୀ ଗଳି (ଖର୍ସେଲପଡା ରାସ୍ତା)ରେ ରହୁଥିବା ସୁଶିଲ ମେହେରଙ୍କ ଘରେ ପଶି କିଛି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡିଛି। ଏହି
Read More...

ବ୍ୟାପକ ପରିମାଣର ଗଞ୍ଜେଇ ଗଛ ନଷ୍ଟ କଲା ପୁଲିସ

ମାଲକାନଗିରି/କାଲିମେଳା : ମାଲକାନଗିରି ଜିଲ୍ଲାର ବିଭିନ୍ନ ଦୁର୍ଗମ ଜଙ୍ଗଲ ଅଞ୍ଚଳରେ ବ୍ୟାପକ ପରିମାଣର ବେଆଇନ ଗଞ୍ଜେଇ ଚାଷ ହୋଇଥିବାରୁ ଏହି ଚାଷକୁ ନଷ୍ଟ କରିବା ପାଇଁ ଏସ୍‌ପି ନିତେଶ ୱାଧନୀଙ୍କ ନିର୍ଦ୍ଦେଶ କ୍ରମେ ଅପରେସନ ସବୁଜ ଜହର ବିଭିନ୍ନ ଥାନା ପକ୍ଷରୁ ଆରମ୍ଭ ହୋଇଯାଇଛି । କାଲିମେଳା
Read More...

ବ୍ରାଉନସୁଗାର ସହ ଅଟୋ ଜବତ, ୧ ଗିରଫ

ପୁରୀ : କୋଣାର୍କ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ରଙ୍କନିଧି ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍‌ ଗୋପ ଥାନା ଅଧୀନ ଯୋଗେଶ୍ୱରପୁର ସିନେମା ହଲ୍‌ ଛକରେ ଚଢାଉ କରି ୧୫୦ ଗ୍ରାମ ବ୍ରାଉନସୁଗାର ସହ ଏକ ଅଟୋକୁ ଜବତ କରିଥିବା ସୂଚନା ମିଳିଛି । ଏଥିସହ କଟକ ଜିଲ୍ଲା ନିଆଳୀ ନଲଟାପରି ଗ୍ରାମର
Read More...

ଆଦର୍ଶ ଶିକ୍ଷକ ତଥା ବରିଷ୍ଠ କଳାକାର ଖୁସିରାମ ଚାଉଲିଆଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସଦାଇପାଲି ନିବାସୀ ଖୁସିରାମ ଚାଉଲିଆ(୫୯)ଙ୍କ ଗତକାଲି ପରଲୋକ ହୋଇଯାଇଛି । ସୂଚନା ଅନୁସାରେ ଜଣେ ଶିକ୍ଷକ ବନ୍ଧୁଙ୍କ ଶେଷଯାତ୍ରାରେ ସାମିଲ୍‌ ହୋଇ ଫେରିବା ପରେ ତାଙ୍କ ଛାତିରେ ଯନ୍ତ୍ରଣା ହେବା ଫଳରେ ତଳେ ପଡିଯାଇଥିଲେ । ଗ୍ରାମବାସୀଙ୍କ ସହଯୋଗରେ
Read More...

ଆବାସ ଯୋଜନାରେ ବ୍ୟାପକ ଅନୀୟମିତତା ନେଇ ଜନକଲ୍ୟାଣ ମଂଚ ପକ୍ଷରୁ ଡେଲାଙ୍ଗ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ମୁଖ୍ୟମନ୍ତ୍ରୀ ଓ ବିଧାୟକଙ୍କ କୁଶ ପୁତ୍ତଳିକା ଦାହ ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନୀୟମିତତା ଓ ଫନି ଦୁର୍ନୀତି ନେଇ ଜନକଲ୍ୟାଣ ମଂଚ ପକ୍ଷରୁ ଏକ ବିଶାଳ ପଦଯାତ୍ରା ଡେଲାଙ୍ଗ ରାମଚନ୍ଦ୍ରପୁର ଛକରୁ ବାହାରି ଡେଲାଙ୍ଗ ହାଟ ଦେଇ ରାଜ୍ୟ
Read More...