Yearly Archives

2023

ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ରିଫାଇନ୍ ତେଲ ଟ୍ୟାଙ୍କର

ପାଟଣା : ଭାରସାମ୍ୟ ହରାଇ ରାସ୍ତା କଡ଼କୁ ରିଫାଇନ୍ ତେଲ ଟ୍ୟାଙ୍କର ଓଲଟି ପଡିଥିବା ଜଣାପଡିଛି । ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଚେମେଣା ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ପୋଖରୀ ଭିତରକୁ ଏକ ରିଫାଇନ୍ ତେଲ ଟ୍ୟାଙ୍କର
Read More...

କେନାଲରେ ଭାସିଯାଇ ଛାତ୍ରଙ୍କ ମୃତ୍ୟୁ

କଳାହାଣ୍ଡି : କେନାଲରେ ଭାସିଯାଇ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଚାଚିଗୁଡା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ୫ଟା ବେଳେ ନବୀନ ସାଙ୍ଗମାନଙ୍କ ସହ ଗାଁ ଦେଇ ଯାଇଥିବା ମେଗାଲିଫ୍ଟ କେନାଲକୁ
Read More...

ମା’ ମାହେଶ୍ୱରୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ରାଣିସର୍ଡା ଗ୍ରାମ ସ୍ଥିତ ପ୍ରସିଦ୍ଧ ମା' ମାହେଶ୍ୱରୀଙ୍କର ନୂତନ ଭବ୍ୟ ମନ୍ଦିରର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଗତ ତା.୩୦.୦୧.୨୦୨୩ ରୁ ଆରମ୍ଭ ହୋଇଯାଇଛି । ତା.୨୯.୦୧.୨୦୨୩ ଦିନ କଳସ ଶୋଭା ଯାତ୍ରା ଅନୁଷ୍ଠିତ
Read More...

ଦିନକ ପରେ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘ ମେଳା, ସାଧୁସନ୍ଥଙ୍କ ଆଗମନରେ ମହିମାଗାଦି ଚଳଚଞ୍ଚଳ

ଢେଙ୍କାନାଳ : ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା ୪ ତାରିଖ ଶନିବାର ଠାରୁ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ମହିମାଗାଦିର ବିଭିନ୍ନ ମଠ ଓ ମହିମା ସମାଜ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି ଜାରି ରହିଛି । ଦେଶର
Read More...

୭ରେ ରମାଦେବୀ ପ୍ରେକ୍ଷାଳୟ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆସନ୍ତା ୧୦ ତାରିଖରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହେବ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେବେ । ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ
Read More...

କୁଶଙ୍ଗରେ ଅଷ୍ଟପ୍ରହର ନାମଯଜ୍ଞ

ଝାରମୁଣ୍ଡା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ କୁଶଙ୍ଗ ଗାଁରେ ବ୍ରଜେଶ୍ୱରୀ କୀର୍ତ୍ତନ ମଣ୍ଡଳୀ ଆନୁକୂଲ୍ୟରେ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁଶୀଳ ଘିବେଲା ଓ ରଶ୍ମିତା ଘିବେଲା କର୍ତ୍ତା ଥିଲେ । ଜଗଦୀଶ ହୋତା, କୃଷ୍ଣ ମୋହନ ଦାସ, ଗୌରାଙ୍ଗ ହୋତା ପୂଜା ଓ
Read More...

ଟ୍ରେନ୍‌ରୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଦେଓଗାଁ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ରେଳ ଷ୍ଟେସନ ନିକଟସ୍ଥ ଘୁଚିପାଲି ଠାରେ ଜଣେ ମହିଳା ଚଳନ୍ତା ଟ୍ରେନ୍‌ରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଗୁରୁତର ଅବସ୍ଥାରେ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ମହିଳା
Read More...

ରାମଚଣ୍ଡୀଙ୍କ ମନ୍ଦିରର ପୁନଃପ୍ରତିଷ୍ଠା ସପ୍ତଯଜ୍ଞ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି

• ଡ଼ି.ଏସ.ପି.(ଡ଼ି.ଆଇ.ବି.) ଅଜୟ କୁମାର ମିଶ୍ର ଓ ପ୍ରମୁଖ ପୋଲିସ ଅଧିକାରୀଙ୍କ ଅନୁଧ୍ୟାନ ସରିଛି ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟରେ ଅବସ୍ଥାପିତ ପ୍ରସିଦ୍ଧ ଐତିହ୍ୟସମ୍ପନ୍ନ ଶକ୍ତିପୀଠ ମା' ରାମଚଣ୍ଡୀଙ୍କ ମନ୍ଦିରର ପୁନଃପ୍ରତିଷ୍ଠା ନିମନ୍ତେ ଆଉ ମାତ୍ର ୩
Read More...

ପ୍ରହରୀ ମଣ୍ଡପର କୁମ୍ଭ ସ୍ଥାପିତ

ତୁରେକେଲା, (କେପିଏନ୍‌ଏସ୍‌) : ତୁରେକେଲା ବ୍ଲକ ସମରସିଂ ଗାଁରେ ପ୍ରହରୀ ମଣ୍ଡପର କୁମ୍ଭ ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବହୁ ଭକ୍ତଙ୍କ ସମାଗମ ହୋଇଥିଲା । ହୁଳହୁଳି ହରିବୋଳ ଶବ୍ଦରେ ପ୍ରକମ୍ପିତ ହୋଇଥିଲା । ଭଜନ କୀର୍ତ୍ତନ ସାଙ୍ଗକୁ ହୋମଯଜ୍ଞରେ ଆହୁତି
Read More...

ବ୍ରହ୍ମପୁର ରେଳ-ପ୍ଲାଟଫର୍ମର ଲିଫ୍ଟ ଛାତରୁ ମାନସିକ ବିକୃତ ଯୁବକଙ୍କୁ କାବୁ କରି ଉଦ୍ଧାର କଲା ରେଳବାଇ ପୋଲିସ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ରେଳ-ପ୍ଲାଟଫର୍ମର ଲିଫ୍ଟ ଛାତରୁ ମାନସିକ ବିକୃତ ଯୁବକଙ୍କୁ କାବୁ କରି ଉଦ୍ଧାର କରିଛି ରେଳବାଇ ପୋଲିସ । ସୂଚନା ଅନୁସାରେ ଗତକାଲି ବ୍ରହ୍ମପୁର ରେଳ ଷ୍ଟେସନଠାରେ ଦୀର୍ଘ ୪ଘଣ୍ଟା ଧରି ଜଣେ ମାନସିକ ବିକୃତ ଯୁବକ ବ୍ରହ୍ମପୁର ରେଳ ଷ୍ଟେସନରେ
Read More...