om academy

ପ୍ରହରୀ ମଣ୍ଡପର କୁମ୍ଭ ସ୍ଥାପିତ

jsm

ତୁରେକେଲା, (କେପିଏନ୍‌ଏସ୍‌) : ତୁରେକେଲା ବ୍ଲକ ସମରସିଂ ଗାଁରେ ପ୍ରହରୀ ମଣ୍ଡପର କୁମ୍ଭ ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବହୁ ଭକ୍ତଙ୍କ ସମାଗମ ହୋଇଥିଲା । ହୁଳହୁଳି ହରିବୋଳ ଶବ୍ଦରେ ପ୍ରକମ୍ପିତ ହୋଇଥିଲା । ଭଜନ କୀର୍ତ୍ତନ ସାଙ୍ଗକୁ ହୋମଯଜ୍ଞରେ ଆହୁତି ଦିଆଯାଇଥିଲା । ଏହି ଅବସରରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଯୋଗ ଦେଇଥିଲେ । ସମାଜସେବୀ ସୁବାସ ପୁଟେଲ, ୱାର୍ଡସଭ୍ୟ ହୃଦାନନ୍ଦ ତାଣ୍ଡିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ ।

Leave A Reply

Your email address will not be published.

2 × 1 =