Yearly Archives

2023

ତେଲିବନ୍ଧ ସ୍କୁଲରେ ହିମୋଗ୍ଲୋବିନ ପରୀକ୍ଷା ଶିବିର

ବୌଦ୍ଧ : ବୌଦ୍ଧ ବ୍ଲକ ଅନ୍ତର୍ଗତ ତେଲିବନ୍ଧ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନଙ୍କ ହିମୋଗ୍ଲୋବିନ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୫୪ଜଣ ଛାତ୍ରଛାତ୍ରୀମାନଙ୍କ ହିମୋଗ୍ଲୋବିନ ପରୀକ୍ଷା କରାଯାଇଥିଲା । ପ୍ରଧାନ ଶିକ୍ଷୟିତ୍ରୀ ସୌଦାମିନୀ ପ୍ରଧାନଙ୍କ
Read More...

ବିଧାନସଭା ବଜେଟ ଅଧିବେଶନ ଫେବୃୟାରୀ ୨୧ରୁ

ଭୁବନେଶ୍ୱର : ଫେବୃଆରୀ ୨୧ରୁ ବସିବ ବିଧାନସଭା ବଜେଟ ଅଧିବେଶନ । ୨ଟି ପର୍ୟ୍ୟାୟରେ ଏହି ବଜେଟ ଅଧିବେଶନ ଚାଲିବ । ଫେବୃଆରୀ ୨୧ରୁ ଆରମ୍ଭ ହୋଇ ଏପ୍ରିଲ ୬ ପର୍ଯ୍ୟନ୍ତ ବଜେଟ ଅଧିବେଶନ ଚାଲିବ । ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୨୧ରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ଯାଏଁ ଚାଲିବ । ୨ୟ ପର୍ଯ୍ୟାୟ ମାର୍ଚ୍ଚ
Read More...

ଭୟାବହ ଅଗ୍ନିକାଣ୍ଡ : ଗୋଟିଏ ପରିବାରର ୩ ଆହତ

ଝାରସୁଗୁଡ଼ା : ବ୍ରଜରାଜନଗର ଥାନା ଅନ୍ତର୍ଗତ ଇଟାଭଟାପଡ଼ାରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲେ ଗୋଟିଏ ପରିବାରର ତିନି ଜଣ ।ସୂଚନା ଅନୁଯାୟୀ, ଇଟାଭଟା ପଡ଼ାର ଜଣକ ଘରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ଶୋଇଥିବା ବେଳେ ଘରେ ହଠାତ ନିଆଁ ଲାଗିଯାଇଥିଲା । ନିଆଁର ପ୍ରଭାବ ଏତେ
Read More...

ତାଲିମ ଏବଂ ଦକ୍ଷତା ବିକାଶ ପାଇଁ ଆର୍‌ଏସ୍‌ପି ଓ ଏନ୍‌ଆଇଟି ମଧ୍ୟରେ ଏମ୍‌ଓୟୁ

ସୁନ୍ଦରଗଡ : ଟେକ୍ନୋଲୋଜି ଦ୍ୱାରା କିଛି ନୂଆ କରିବା ଏବଂ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ଏବଂ ତାଲିମ ସହିତ ଦକ୍ଷତା ବିକାଶ ପାଇଁ ରାଉରକେଲା ଷ୍ଟିଲ ପ୍ଲାଣ୍ଟ (ଆରଏସପି) ଓ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଏନଆଇଟି) ରାଉରକେଲା ମଧ୍ୟରେ ଏକ ବୁଝାମଣାପତ୍ର ବା ଏମଓୟୁ ସ୍ୱାକ୍ଷରିତ
Read More...

ଆଜି ରାଜ୍ୟରେ ଉଦ୍‌ଘାଟିତ ହେବ ଭର୍ଚୁଆଲ ହାଇକୋର୍ଟ

କଟକ : ଆଜି ରାଜ୍ୟରେ ଉଦ୍‌ଘାଟିତ ହେବ ଭର୍ଚୁଆଲ ହାଇକୋର୍ଟ । ରାଜ୍ୟର ପ୍ରାୟ ୧୦ଟି ଜଜ୍‌ସିପରେ ଏହି ଭର୍ଚୁଆଲ ହାଇକୋର୍ଟ ଶୁକ୍ରବାର କାର୍ୟ୍ୟ ଆରମ୍ଭ କରିବ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡକ୍ଟର ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ ୧୦ଟି ଜଜ୍‌ସିପରେ ଭର୍ଚୁଆଲ ହାଇକୋର୍ଟକୁ ଉଦ୍‌ଘାଟନ
Read More...

ବାଇକ ଉପରେ ପଡିଲା ଗଛଡାଳ : ଦମ୍ପତି ଗୁରୁତର

ମୁରିବାହାଲ : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଚନାବାହାଲ ଗ୍ରାମ ନିକଟରେ ଗୁରୁବାର ଜଣେ ବାଇକ୍‌ ଆରୋହୀଙ୍କ ଉପରେ ଏକ ଗଛ ଡାଳ ଭାଙ୍ଗି ପଡିଥିଲା । ଫଳରେ ବାଇକ୍‌ରେ ଯାଉଥିବା ଦମ୍ପତି ଗୁରୁତର ହୋଇଛନ୍ତି । ଉଭୟଙ୍କୁ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
Read More...

ଆଜିଠୁ ମାଟ୍ରିକ୍‌ ଏସ୍‌ଏ-୨ ଫର୍ମ ପୂରଣ

କଟକ : ଶୁକ୍ରବାରଠୁ ଆରମ୍ଭ ହେବ ମାଟ୍ରିକ୍‌ ସମେଟିଭ୍‌ ଆସେସମେଣ୍ଟ-୨ ପରୀକ୍ଷା ଲାଗି ଫର୍ମ ପୂରଣ । ମାଟ୍ରିକ୍‌ ରେଗୁଲାର ଏବଂ ଏକ୍ସରେଗୁଲାର ପରୀକ୍ଷାର୍ଥୀମାନଙ୍କ ଫର୍ମ ପୂରଣ ଲାଗି ଫେବ୍ରୁଆରୀ ୩ରୁ ଆସନ୍ତା ୯ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ ହୋଇଛି । ଫର୍ମ ପୂରଣ ଲାଗି
Read More...

ପ୍ରଥମ ଥର ମାଲକାନଗିରିରେ ଉଦ୍‌ଘାଟିତ ହେଲା କୋରକୁଣ୍ଡା ବ୍ଲକ ଗ୍ରାମ ନ୍ୟାୟାଳୟ

ମାଲକାନଗିରି : ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଆଜି ପ୍ରଥମ ଥର କରି ଲୋକାର୍ପିତ ହୋଇଛି ଗ୍ରାମ ନ୍ୟାୟାଳୟ । ଏହା ଜିଲ୍ଲାର କୋରୁକୁଣ୍ଡା ବ୍ଲକ ଅଞ୍ଚଳରେ ଗ୍ରାମ ନ୍ୟାୟାଳୟ ପ୍ରତିଷ୍ଠା କରାଯାଇଛି । ଗତକାଲି ଏହାକୁ ମାନ୍ୟବର ହାଇକୋର୍ଟର ମୁଖ୍ୟ ବିଚାରପତି ଡଃ ଏସ୍ ମୁରଲୀଧର ପ୍ରଥମ
Read More...

‘ମୋ ପୁରୀ ଓ ମୋ ଶ୍ରୀକ୍ଷେତ୍ର’ ଚିତ୍ରକଳା ପ୍ରଦର୍ଶନୀ ଉଦ୍‌ଯାପିତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡ଼ିଶା ଚାରୁ ଓ କାରୁକଳା ମହାବିଦ୍ୟାଳୟ ପରିସରରେ ଦୀର୍ଘ ୭ ଦିନ ଧରି ଚାଲୁରହିଥିବା ଚିତ୍ରକଳା ପ୍ରଦର୍ଶନୀର ଶୀର୍ଷକ "ମୋ ପୁରୀ ଓ ମୋ ଶ୍ରୀକ୍ଷେତ୍ର" ଚିତ୍ରକଳା ପ୍ରଦର୍ଶନୀ ଗତକାଲି ଉଦ୍‌ଯାପିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସୂଚନା ଓ ଲୋକ
Read More...

ଘନେଇବାରେ ଲାଗିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଦୁର୍ନୀତି

ବେଲପଡା, (ଭୋଜରାଜ ଦଣ୍ଡସେନା) : ସାରା ପଶ୍ଚିମ ଓଡ଼ିଶାରେ ଘନେଇବାରେ ଲାଗିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କ ତାଲିକା । ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ଜିଲ୍ଲାର ବେଲପଡା ବ୍ଲକରେ ଗତକାଲି ଏହାର ପ୍ରତିବାଦରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ଧାରଣା ଦେବା ସହ
Read More...