Yearly Archives

2023

ମହୁମାଛି ଆକ୍ରମଣରେ ସିଆରସିଙ୍କ ସମେତ ୬ ଛାତ୍ରୀ ଆହତ

ପୁରୁଣାକଟକ : ହରଭଙ୍ଗା ବ୍ଲକ ଲୁଣିବାହାଲ ପଞ୍ଚାୟତ ବଡବନ୍ଧ କନ୍ୟାଶ୍ରମରେ ମହୁମାଛିଙ୍କ ଆକ୍ରମଣରେ ୬ ଜଣ ଅନ୍ତେବାସୀଙ୍କ ସହିତ ଦାୟିତ୍ୱରେ ଥିବା ସିଆରସି ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ କନ୍ୟାଶ୍ରମର ଛାତ୍ରୀମାନେ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ପରିସରରେ ବୁଲାବୁଲି କରୁଥିଲେ
Read More...

କାୟାକଳ୍ପ ଟିମ୍ ଦ୍ୱାରା କୋକସରା ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ ଓ ସ୍ଥିତି ଅନୁଧ୍ୟାନ

କୋକସରା : ଗୁରୁବାର କୋକସରା ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ଭିତ୍ତିଭୂମି ଓ ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି କାୟାକଳ୍ପ ଟିମର ସଦସ୍ୟ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଓ କଳାହାଣ୍ଡି ଜିଲ୍ଲାର ମିଳିତ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଏକ ଟିମରେ ଅତିରିକ୍ତ ନିର୍ଦେଶକ ଡ଼.ସ୍ମୁତିଜିତ ପଟ୍ଟନାୟକ,
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୨ ମୃତ, ୧ ଗୁରୁତର

ଦାରିଙ୍ଗବାଡି : ଦାରିଙ୍ଗବାଡ଼ି ଏସ୍‌ଆର୍‌ ପେଟ୍ରୋଲ ପମ୍ପ ସମ୍ମୁଖରେ କାର ଓ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୨ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଜଣେ ଗୁରୁତର ହୋଇଛନ୍ତି । ସୂଚନା ମୁତାବକ ଏକ ଏଟିକା କାର ( ନଂ ଓଡି ୦୨ସିଏ ୭୫୦୦ ) ଡବେରି ଯାଉଥିବା ସମୟରେ ଏକ ବାଇକ୍ ( ଓଡି ୧୨ ସି
Read More...

ବଦଳିଲା ଓଡିଶା ଅଗ୍ନିଶମ ସେବା ନାମ, ହେଲା ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡିଶା ଅଗ୍ନିଶମ ସେବା ନାଁରେ ପରିବର୍ତ୍ତନ କରାଯାଇଛି । ଓଡିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା କରାଯାଇଛି । ଏ ନେଇ ରାଜ୍ୟ ସରକାରଙ୍କ ଗେଜେଟରେ ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନାଯୋଗ୍ୟ ଯେ, ବିପର୍ଯ୍ୟୟ ସମୟରେ ଓଡ଼ିଶା ଅଗ୍ନିଶମ ସେବା ଉଲ୍ଲେଖୀନୟ କାମ
Read More...

ପଞ୍ଚୁପାଣ୍ଡବ ମହୋତ୍ସବ ଓ ଦାସିଆ ଅଜା ପଲ୍ଲିଶ୍ରୀ ମେଳା – ୨୦୨୩ ଉଦ୍‌ଘାଟିତ

ନୂଆଗାଁ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍‌ର କଳା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାକୁ ନେଇ ପଞ୍ଚୁପାଣ୍ଡବ ମହୋତ୍ସବ ଓ ଦାସିଆ ଅଜା ପଲ୍ଲିଶ୍ରୀ ମେଳା - ୨୦୨୩ ଉଦ୍‌ଘାଟିତ ହୋଇଯାଇଛି । ଏକ ମଶାଲ ଶୋଭାଯାତ୍ରାରେ ପଞ୍ଚୁପାଣ୍ଡବଙ୍କ ବେଶରେ ସୁସଜ୍ଜିତ ହୋଇ କଳାକାରମାନେ ସକିର୍ତ୍ତନ, ଦୁଲୁ
Read More...

ରାଜବୋଡାସମ୍ବର ଧନୁଯାତ୍ରା : ଶ୍ରୀକୃଷ୍ଣ ଜନ୍ମ

ପଦ୍ମପୁର, (କେପିଏନ୍‌ଏସ୍‌) : ପାଇକମାଲ ବ୍ଲକ ଗୋଇବାହାଲିଠାରେ ଅନୁଷ୍ଠିତ ହେଉଥିବା ୫ମ ରାଜବୋଡାସମ୍ବର ଧନୁଯାତ୍ରା ମହୋତ୍ସବା ୨ୟ ସଂଧ୍ୟାରେ ଦେବକୀ -ବସୁଦେବଙ୍କ ବିବାହ, କଂସଙ୍କୁ ବୈବବାଣୀ, କୃଷ୍ଣ ଜନ୍ମ ଆଦି ଦୃଶ୍ୟ ଅଭିନୀତ ହୋଇଥିଲା । ଦରବାରରେ ଅତିଥି ଭାବରେ ଶିକ୍ଷକ ଗୋବିନ୍ଦ ଅଜଗର,
Read More...

ପୁସ୍ତକ ମେଳାର ଦ୍ୱିତୀୟ ଦିବସ

ଉତ୍କଳ ଗୀତିକବି ସମାଜର ସାହିତ୍ୟ ସଂଧ୍ୟା ରାଉରକେଲା, (ସସ୍ମିତା ପ୍ରଧାନ) : ଆଦର୍ଶ ପାଠାଗାର ପକ୍ଷରୁ ଆୟୋଜିତ ୨୮ତମ ପୁସ୍ତକ ମେଳାର ଦ୍ୱିତୀୟ ସଂଧ୍ୟାରେ ଉତ୍କଳ ଗୀତିକବି ସମାଜର ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ସମାଜର ସଭାପତି ତାରିଣୀ ଚରଣ ସାହୁଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ
Read More...

ଏବେବି ବଞ୍ଚିଛି ମାନବିକତା : ଅସହାୟଙ୍କୁ ସାହାଯ୍ୟର ହାତ ବଢାଇଲେ ବିଜେଡି ଯୁବ ସଭାପତି ସୁଧିର କୁମାର ପାଢ଼ୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଭୁବନେଶ୍ୱର ଠାରୁ ବ୍ରହ୍ମପୁର ୧୬ ନମ୍ବର ଜାତୀୟ ରାଜପଥ ଅଭିମୁଖେ ଆସୁଥିବା ଖମ୍ବେଶ୍ଵରୀ ଘରୋଇ ବସରେ ବୁଧୁବାର ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ଉକ୍ତ ବସରେ ଯାଉଥିବା ଜଣେ ମହିଳାଙ୍କ ହଠାତ ମୃତ୍ୟୁ ହୋଇଯିବା ଫଳରେ ବସରେ ଯାଉଥିବା ଯାତ୍ରୀ ମାନେ
Read More...

ଦାଦନ ଖଟିବାକୁ ଯାଇ ଶ୍ରମିକ ନିର୍ଯ୍ୟାତନାର ଶିକାର

ପୋଲିସ ଦ୍ୱାରା ଦୁଇ ଗିରଫ, ଶ୍ରମିକ ଉଦ୍ଧାର ସଇଁତଲା, (କେପିଏନ୍‌ଏସ୍‌) : ଦାଦନ ଖଟିବାକୁ ଯାଇ ଶ୍ରମିକ ନିର୍ଯ୍ୟାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ସଇଁତଲା ବ୍ଲକ କେରମେଲି ପଂଚାୟତ ଅର୍ନ୍ତଗତ ଆଦିବାସୀପଡ଼ାର ଦୁଇଜଣ ଶିଶୁ ସମେତ ପରିବାରର ୭ ଜଣ ହାଇଦ୍ରାବାଦର
Read More...

୫-ଟି ସଚିବଙ୍କ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପରିଦର୍ଶନ

ବିଶ୍ୱବିଦ୍ୟାଳୟ ରୂପାନ୍ତରଣ କାମର ସମୀକ୍ଷାଡିସେମ୍ବର ସୁଦ୍ଧା ୧୦୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ଅଡିଟୋରିଅମ ନିର୍ମାଣ ଶେଷ ହେବସବୁ class room, smart class ହେବଓୟୁଏଟିକୁ ଦେଶର ଶ୍ରେଷ୍ଠ କୃଷିଶିକ୍ଷା ଓ ଗବେଷଣା ଅନୁଷ୍ଠାନ ଭାବେ ବିକଶିତ କରାଯିବ ଭୁବନେଶ୍ୱର, (କେପିଏନ୍‌ଏସ୍‌) :
Read More...