କୁଶଙ୍ଗରେ ଅଷ୍ଟପ୍ରହର ନାମଯଜ୍ଞ

ଝାରମୁଣ୍ଡା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ କୁଶଙ୍ଗ ଗାଁରେ ବ୍ରଜେଶ୍ୱରୀ କୀର୍ତ୍ତନ ମଣ୍ଡଳୀ ଆନୁକୂଲ୍ୟରେ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁଶୀଳ ଘିବେଲା ଓ ରଶ୍ମିତା ଘିବେଲା କର୍ତ୍ତା ଥିଲେ । ଜଗଦୀଶ ହୋତା, କୃଷ୍ଣ ମୋହନ ଦାସ, ଗୌରାଙ୍ଗ ହୋତା ପୂଜା ଓ ଯଜ୍ଞକାର୍ଯ୍ୟ ସଂପାଦନ କରିଥିଲେ ।

Leave A Reply

Your email address will not be published.

twenty − eight =

error: Content is protected !!