Yearly Archives

2023

ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ନିଷ୍କ୍ରମଣ ଉତ୍ସବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ନିଷ୍କ୍ରମଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କୁକୁଡାଖଣ୍ଡି ତହସିଲଦାର ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଏହାକୁ
Read More...

ଜାତୀୟ ବିଜ୍ଞାନ ଦିବସ ପାଳିତ

ଲୋଇସିଂହା, (କେପିଏନ୍‌ଏସ୍‌) : ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିପ୍ସହାଠାରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଉଚ୍ଚବାହାଲ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ପରମାନନ୍ଦ ସାହୁ ଯୋଗଦେଇ ବୈଜ୍ଞାନିକ ସିଭି ରମଣଙ୍କ ବିଷୟରେ ତଥ୍ୟ
Read More...

ମାର୍ଚ୍ଚ ମାସ ପାଇଁ ପଞ୍ଚାୟତ ଲୋକସେବା ଶିବିର କାର୍ଯ୍ୟକ୍ରମ ଧାର୍ଯ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାର୍ଚ୍ଚ ମାସ ପାଇଁ ପଞ୍ଚାୟତ ଲୋକ ସେବା ଶିବିର କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି । ତଦନୁସାରେ ମାର୍ଚ୍ଚ ୧୩ ତାରିଖରେ ମୁରିବାହାଲ ବ୍ଲକ ଅନ୍ତର୍ଗତ ଟୁପାଉଡାର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ, ୨୦ ତାରିଖରେ ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ମୁଣ୍ଡପଦର
Read More...

ମାର୍ଚ୍ଚ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାର୍ଚ୍ଚ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି । ତଦନୁସାରେ ମାର୍ଚ୍ଚ ମାସ ୬ ତାରିଖ (ସୋମବାର) ସକାଳ ଘ ୧୦.୩୦ ମି ସମୟରେ ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଜିଲ୍ଲାପାଳଙ୍କ
Read More...

ନକଲି ମେଡିସିନ୍ ଜବତ, ମାଲିକ ଅଟକ

କଟକ : ପୁରୀଘାଟ ଥାନା ଅଞ୍ଚଳ ଟାଉନ ହଲ ରୋଡରେ ଶ୍ରୀ ଡିଷ୍ଟ୍ରିବୁଟର ଉପରେ ଚଢାଉ କରି ୨ ଲକ୍ଷ ଟଙ୍କାର ନକଲି ମେଡିସିନ ଡ୍ରଗ୍ସ ବିଭାଗ ଓ ପୁରୀଘାଟ ପୋଲିସ ଜବତ କରିଥିବା ଜଣାପଡିଛି । ସୂଚନା ଅନୁସାରେ ନକଲି ମେଡିସିନ୍ ବିକ୍ରି କରିବା ଅଭିଯୋଗରେ ଶ୍ରୀ ଡିଷ୍ଟ୍ରିବୁଟର ମାଲିକ ବିଜୟ ଅଗ୍ରୱାଲକୁ
Read More...

ଟ୍ରେନି ଆଇଏଏସ୍‌ଙ୍କ ବିଏମ୍‌ସି ବସ୍ତି ପରିଦର୍ଶନ

ଭୁବନେଶ୍ୱର : ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌)କୁ ଉନ୍ନିତ ହୋଇଥିବା ୧୬ ଜଣ ଅଧିକାରୀ ବିଏମ୍‌ସିର ବିଭିନ୍ନ ବସ୍ତି ପରିଦର୍ଶନ କରିଛନ୍ତି । ଏହା ସହ ଭାରତ ଦର୍ଶନ କାର୍ଯ୍ୟକ୍ରମରେ ସାମିଲ ହୋଇ ରାଜ୍ୟ ସରକାରଙ୍କ ଜାଗା ମିଶନ ମଡେଲ ସମ୍ପର୍କରେ ପଚାରି ବୁଝିଛନ୍ତି ।
Read More...

ସିମେଣ୍ଟ ବୋଝେଇ ଟ୍ରକକୁ ପିଟିଲା ହାଇୱା, ମଝି ରାସ୍ତାରେ ଜଳିଗଲା ଗାଡ଼ି

ବାରଙ୍ଗ : ସିମେଣ୍ଟ ବୋଝେଇ ଟ୍ରକକୁ ପିଟିଲା ହାଇୱା । ଦୁର୍ଘଟଣା ପରେ ହାଇୱାରେ ଲାଗିଲା ନିଆଁ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ ଦୁର୍ଘଟଣା ଘଟାଇଥିବା ଗାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଦୁର୍ଘଟଣା ହାଇୱା ପଟିଆରୁ ନନ୍ଦନକାନନ ଯିବା ମଝିରେ
Read More...

ନନ୍ଦନବନଠାରେ ଥିବା ୧୧ ଠେକୁଆ ମୃତ

ବୌଦ୍ଧ : ନନ୍ଦନବନରେ ୧୧ ଠେକୁଆଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନାନୁଯାୟୀ, ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ହରଭଙ୍ଗା ବ୍ଲକର ବୀରନରସିଂହପୁର ଗ୍ରାମ ନିକଟରେ ନିର୍ମାଣଧିନ ନନ୍ଦନବନ ନିକଟରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ୧୧ଟି ଠେକୁଆ ରଖାଯାଇଥିଲା । ହେଲେ ସେଥି
Read More...

ସ୍ତ୍ରୀକୁ ହତ୍ୟା କରି ଆତ୍ମହତ୍ୟା କଲା ସ୍ୱାମୀ

ଖଇରା : ସ୍ତ୍ରୀକୁ ହତ୍ୟା କରି ନିଜେ ବିଷ ପିଇ ଆତ୍ମହତ୍ୟା କଲା ସ୍ୱାମୀ । ଏଭଳି ଏକ ଘଟଣା ଘଟିଛି ଖଇରା ଥାନା ଅନ୍ତର୍ଗତ ତିଳଦା ଗ୍ରାମରେ । ସୂଚନା ଅନୁଯାୟୀ, ଖଇରା ଥାନା ଅନ୍ତର୍ଗତ ତିଳଦା ଗ୍ରାମର ବାବୁ ଦାସ ଓ ସ୍ତ୍ରୀ ମିନା ଦାସଙ୍କ ମଧ୍ୟରେ ବିଭିନ୍ନ ସମୟରେ କଳହ ଲାଗି ରହୁଥିଲା । ସୋମବାର
Read More...

ରାସ୍ତା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସଦର ଥାନା ବାଂଶପାଳ ବ୍ଲକ ରାୟଗଡ଼ା ପଞ୍ଚାୟତର ଆମୁଣି ଗାଁ ରାସ୍ତା କଡ଼ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଯୁବକଙ୍କୁ କେହି ଦୁର୍ବୃତ୍ତ ପଥରରେ ଛେଚି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ସୂଚନାନୁଯାୟୀ, ବାଂଶପାଳ ବ୍ଲକ ରାୟଗଡ଼ା ପଞ୍ଚାୟତର ଆମୁଣି
Read More...