Yearly Archives

2023

ଡକାୟତି ଗ୍ୟାଙ୍ଗର ପର୍ଦ୍ଦାଫାଶ କଲା ବାଲିଗୁଡ଼ା ପୋଲିସ : ନଗଦ ଟଙ୍କା ସହ ମାରଣାସ୍ତ୍ର ଓ ଚୋରି ମୋଟରସାଇକେଲ ଜବତ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଏକ ୬ଜଣିଆ ଡକାୟତି ଗ୍ୟାଙ୍ଗର ପର୍ଦ୍ଦାଫାଶ କଲା ବାଲିଗୁଡ଼ା ପୋଲିସ୍ । ଏନେଇ ବାଲିଗୁଡ଼ା ଏସ୍‌ଡିପିଓ ରୋହିତ ବର୍ମା ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି । ନଗଦ ଏକ ଲକ୍ଷ ଟଙ୍କା, ଗୋଟିଏ ଦେଶୀ ପିସ୍ତଲ୍, ଗୋଟିଏ ଛୁରୀ, ଦୁଇଟି
Read More...

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବ୍ଲକ ପ୍ରଶାସନ ପକ୍ଷରୁ ବୈଠକ

କୋକସରା : ଆସନ୍ତା ମାର୍ଚ୍ଚ ୫ ତାରିଖରେ କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ଗସ୍ତରେ ଆସି ବହୁ ପ୍ରତିକ୍ଷିତ ଦକ୍ଷିଣ ଓଡ଼ିଶାରୁ ପଶ୍ଚିମ ଓଡିଶାକୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ ୱେ ୪ ଥାକିଆ ରାସ୍ତାକୁ ଲୋକାର୍ପଣ କରିବେ । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ପୂର୍ବରୁ ଜିଲ୍ଲା ପ୍ରଶାସନ
Read More...

ବାଲି ଅତଡ଼ା ଖସି ଜଣେ ନାବାଳକର ମୃତ୍ୟୁ

ମୋହନା : ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ପାଟପାଣି ଗାଁରେ ନଦୀ ପଠାରେ ଖେଳୁଥିବା ବେଳେ ବାଲି ଅତଡ଼ା ଖସି ଜଣେ ନାବାଳକର ମୃତ୍ୟୁ ଘଟିଥିବା ବେଳେ ଏଥିରେ ଅନ୍ୟ ଦୁଇ ଜଣ ନାବାଳକ ଆହତ ହୋଇଥିବା ଜଣାପଡିଛି । ମୃତକ ଜଣକ ସେହି ଗାଁର ରାମ ରଇତଙ୍କ ନାବାଳକ ପୁଅ ଈଶ୍ୱର ରଇତ ବୋଲି ଜଣାପଡିଛି ।
Read More...

ପୋଖରୀରେ ବୁଡ଼ି ଶିଶୁ ମୃତ

ତିଗିରିଆ : ତିଗିରିଆ ଥାନା ଅନ୍ତର୍ଗତ ଗଦାଧରପୂର ପଞ୍ଚାୟତ କୋଇଲି କନ୍ୟା ଗ୍ରାମର ହନୁମନ୍ତିଆ ସାହି (ଜୟମଙ୍ଗଳ) ପୋଖରୀରେ ବୁଡ଼ି ତିନି ବର୍ଷର ଶିଶୁ ପୁତ୍ରର ମୁତ୍ୟୁ ହୋଇଥିବା ଜଣାପଡିଛି । ମୃତ ଶିଶୁ ଜଣକ ଉକ୍ତ ଗ୍ରାମର ସନାତନ ମନ୍ତ୍ରୀଙ୍କ ୩ ବର୍ଷର ପୁଅ ଦୀପକ ବୋଲି ଜଣାପଡିଛି । ସାମାନ୍ୟ
Read More...

ଭିଜିଲାନ୍ସ ଜାଲରେ ଧରାପଡିଲେ ଜାମସେଠ ଆର୍‌ଆଇ

ବରଗଡ : ବରଗଡ ଜିଲ୍ଲାର ପାଇକମାଲ ବ୍ଲକ ଅନ୍ତର୍ଗତ ଜାମସେଠ ଆର୍‌ଆଇ ଡମ୍ବରୁଧର ସେଠ ଭିଜିଲାନ୍ସ ଜାଲରେ ଧରାପଡିଥିବା ଜଣାପଡିଛି । ସୂଚନା ଅନୁସାରେ ଜମି ବାବଦ ରିପୋର୍ଟ ପାଇଁ ୨୦ ହଜାର ଲାଞ୍ଚ ଦାବୀ କରିଥିବା ବେଳେ ଭିଜିଲାନ୍ସ ଚଢ଼ାଉ କରି ତାଙ୍କ ବେସରକାରୀ ସହଯୋଗୀ ମାଝି ବାବୁଠାରୁ ରାସାୟନିକ
Read More...

ତାଳପଦର ସ୍କୁଲ ପରିଦର୍ଶନ କଲେ ଜିଲ୍ଲାପାଳ

ମନମୁଣ୍ଡା : ବୌଦ୍ଧ ବ୍ଲକ ତାଳପଦର ପ୍ରାଥମିକ ବିଦ୍ୟାଳୟ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ସୋମବାର ପରିଦର୍ଶନ କରିଥିଲେ । ଜିଲ୍ଲାପାଳ ଶ୍ରୀ ସାହୁ ବିଦ୍ୟାଳୟର ସମସ୍ତ ଶ୍ରେଣୀଗୃହ ବୁଲି ଦେଖିବା ସହ ମଧ୍ୟାହ୍ନ ଭୋଜନ ଚାଉଳ ଯାଞ୍ଚ କରିଥିଲେ । ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି
Read More...

ବେଆଇନ ବାଲିଘାଟ ଉପରେ ପ୍ରଶାସନର ମିଳିତ ଚଢ଼ାଉ : ଜେସିବି ସମେତ ୧୦ ଗାଡି ଜବତ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ତହସିଲ ଓ ପୁଲିସ ପକ୍ଷରୁ ରାମିଆଳ ନଦୀର ଶାସନ ନିକଟରେ ଥିବା ବେଆଇନ ବାଲିଘାଟି ଉପରେ ଗତକାଲି ଚଢ଼ାଉ ହୋଇଛି । ଏହି ଚଢ଼ାଉରେ ଜେସିବ ମେସିନ ସମେତ ୧୦ ଟି ଗାଡି ଜବତ କରାଯାଇଥିବା ବେଳେ ଗାଡିର ଚାଳକ ମାନଙ୍କୁ ଅଟକ ରଖାଯାଇଛି । ସୂଚନା ମୁତାବକ,
Read More...

ଚିତ୍ତରଞ୍ଜନ ଭୋଇ ବରଗଡ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚାର ସଭାପତି ଭାବେ ମନୋନୀତ

ବରଗଡ, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ଅତାବିରା ବ୍ଲକର ପୂର୍ବତନ ବିଜେପି ସଭାପତି ଚିତ୍ତରଞ୍ଜନ ଭୋଇଙ୍କୁ କୃଷକ ମୋର୍ଚ୍ଚାର ବରଗଡ ଜିଲ୍ଲା ସଭାପତି ଭାବେ ମନୋନୀତ କରାଯାଇଛି । ଶ୍ରୀ ଭୋଇ ଏହା ପୂର୍ବରୁ ୨୦୦୨ରୁ ୨୦୦୭ ମସିହା ପର୍ଯ୍ୟନ୍ତ ଅତାବିରା ପଞ୍ଚାୟତ
Read More...

ବାଲି ଚୋରା ଚାଲାଣ କରୁଥିବା ହାଇୱା ଜବତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପାଇକମାଲ ତହସିଲଦାର ଗୋଟିଏ ବାଲି ଚୋରା ଚାଲାଣ କରୁଥିବା ହାଇୱାକୁ ଧରି ଫାଇନ କରିଥିବା ଘଟଣା ସୋମବାର ପାଇକମାଲରେ ଚର୍ଚ୍ଚା ହୋଇଥିଲା । ସିଜି୦୪ଏମ୍‌୮୪୫୪ ହାଇୱା ଗାଡ଼ିରେ ବାଲି ଭର୍ତି କରି ନୃସିଂହନାଥ ଯାଉଥିବା ବେଳେ ପାଇକମାଲରେ ତହସିଲଦାର
Read More...

ଛତାମାଖନାଠାରେ ଭାରସାମ୍ୟ ହରାଇ ଓଲଟି ପଡିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର-ବରଗଡ଼ ରାସ୍ତାରେ ଆଜି ଭୋର ସକାଳୁ ଏକ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ଏକ କୁକୁଡ଼ା ଦାନା ବୋଝେଇ ଟ୍ରକ (ଏପି୧୬ଟିଇ ୭୨୧୧) ବରଗଡ଼ରୁ ଆନ୍ଧ୍ରା ଯାଉଥିବା ବେଳେ ଭୋର ସକାଳୁ ଭାରସାମ୍ୟ ହରାଇ ଛତାମଖନାଠାରେ ଓଲଟି ପଡିଥିବା ବେଳେ
Read More...