Yearly Archives

2023

ମଣିପୁରର ନୋନିରେ ଭୂକମ୍ପ

ନୋନି : ମଣିପୁରର ନୋନିରେ ମଙ୍ଗଳବାର ଭୋର ସମୟରେ ଏକ ଭୂକମ୍ପ ଅନୁଭୁତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି(ଏନ୍‌ସିଏସ୍‌) ଅନୁଯାୟୀ, ଭୂକମ୍ପର ଝଟକା ପ୍ରାୟ ୨ଟା ୪୬ ମିନିଟରେ ଅନୁଭୁତ ହୋଇଥିଲା । ଏହା ଭୂପୃଷ୍ଠରୁ ୨୫ କିଲୋମିଟର ଗଭୀରତାରେ ଥିଲା । ସିକ୍ଟର ସ୍କେଲରେ ଏହାର ତୀବ୍ରତା
Read More...

୧୭ ଗ୍ରାମର ଧଳା ଜହର ଜବତ : ୨ ଗିରଫ

ଟାଙ୍ଗୀ : ଆଜି ଟାଙ୍ଗୀ ପୋଲିସ ମଙ୍ଗଳାଯୋଡି-ଟାଙ୍ଗୀ ରୋଡ ନିକଟସ୍ଥ ପଣସପୁରପାଟଣା ଗ୍ରାମର ଏକ ନିର୍ମାଣଧୀନ ଘରେ ଚଢ଼ାଉ କରି ୧୭ ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ଜଣାପଡିଛି । ଏଥିରେ ସମ୍ପୃକ୍ତ ୨ ନିଶା ବେପାରୀଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।
Read More...

ଡେଲାଙ୍ଗ ବ୍ଲକସ୍ତରୀୟ ପରାର୍ମଶ ଶିବିର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ସହାୟତାରେ ଜିଲ୍ଲା ପ୍ରଶାସନ, ଜିଲ୍ଲା କର୍ମ ନିୟୋଜନ, ପୁରୀ ଆନୁକୂଲ୍ୟରେ ସୋମବାର ଡେଲାଙ୍ଗ ବ୍ଲକ୍ ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ବ୍ଲକସ୍ତରୀୟ ପରାର୍ମଶ ଶିବିର ଅନୁଷ୍ଠିତ ହୋଇଯାଇଛି
Read More...

ବଡବନ୍ଧରେ ମା’ ପାଟଣେଶ୍ୱରୀ ଓ ଦ୍ୱରସେନୀ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ କଳସ ଶୋଭାଯାତ୍ରା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡ଼ବନ୍ଧ ଗାଁରେ ଦୀର୍ଘ ଦିନରୁ ନିର୍ମାଣ କାମ ଆରମ୍ଭ ହୋଇଥିବା ମା' ପାଟଣେଶ୍ୱରୀ ଓ ଦ୍ୱାରସେନୀ ମନ୍ଦିର ପ୍ରତିଷ୍ଠା ପାଇଁ ହେବାକୁ ଥିବା ପ୍ରତିଷ୍ଠା ମହୋତ୍ସବ ଉପଲକ୍ଷେ ସୋମବାର କଳସଯାତ୍ରା ଅନୁ‌ଷ୍ଠିତ ହୋଇଯାଇଛି । ସୋମବାର ଅପରାହ୍ନରେ
Read More...

ଜୁର୍ଲାକାନୀରେ ବନାଗ୍ନୀ ପରିରୋଧକ ସଚେତନତା ଶିବିର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ରେଞ୍ଜସ୍ତରୀୟ ବନାଗ୍ନୀ ପତିରୋଧକ ସଚେତନତା କାର୍ୟ୍ୟକ୍ରମ ମଙ୍ଗଳବାର ପୂର୍ବାହ୍ନରେ ଦେଓଗାଁ ସେକସନର ଜୁର୍ଲାକାନୀଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦେଓଗାଁ ଫରେଷ୍ଟର ପିଙ୍କୁ ଭୋଇ, ଗୁଡ଼ଭେଲା ଫରେଷ୍ଟର ମଧୁସୂଦନ ଚାନ୍ଦ,
Read More...

ଗର୍ଭବତୀ ହେଲେ ନବମ ଶ୍ରେଣୀ ଛାତ୍ରୀ : ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି, ଜଣେ ଅଟକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଏକ ଆଦିବାସୀ ଆଶ୍ରମ ସ୍କୁଲ ହଷ୍ଟେଲରେ ରହୁଥିବା ଜନୈକ ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଥିବା ଜଣାପଡିବା ପରେ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି କରିଥିବା ସୂଚନା ମିଳିଛି । ଛାତ୍ରୀଙ୍କୁ ସ୍କୁଲ କର୍ତ୍ତୃପକ୍ଷ ଏନେଇ
Read More...

ମାଲପଡାରେ ସଂଚାର ମହୋତ୍ସବ ଉଦ୍‌ଘାଟିତ

ଧଣ୍ଡାମୁଣ୍ଡା, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ମାଲପଡାଠାରେ ଓମ୍‌ ବୈଦିକ ସାଂସ୍କୃତିକ ପରିଷଦ ପକ୍ଷରୁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ସହାୟତାରେ ଗ୍ରାମୀଣ ଲୋକକଳା ସଂଚାର ମହୋତ୍ସବ ଗତକାଲି ଉଦ୍‌ଘାଟିତ ହୋଇଯାଇଛି । ପରିଷଦ ସଭାପତି ଭାରତ ସାହୁଙ୍କ
Read More...

ଟିଟିଲାଗଡ ନିକଟସ୍ଥ ଜଗୁଆ ମଦଭାଟି ସାମ୍ନାରେ ଥିବା ଦୋକାନ ଘରେ ଲାଗିଲା ନିଆଁ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ରୁ ସିନ୍ଧେକେଲା ଯିବା ରାସ୍ତା ତଥା ଜଗୁଆ ମଦଭାଟି ସମ୍ମୁଖରେ ଥିବା କିଛି କୁଚିଆ ଦୋକାନ ଏବଂ ପାଖରେ ଥିବା ଗୋଟିଏ କିରାନା ଦୋକାନରେ ନିଆଁ ଲାଗି ସାମଗ୍ରୀ ପୋଡ଼ି ଯାଇଥିବା ଖବର ମିଳିଛି । ରାତିରେ କେହି ଦୁବୃର୍ତ୍ତ ନିଆଁ ଲଗାଇ ଦେଇଥିବା
Read More...

ସୁଶ୍ରୀ ସରୋଜା ବେହେରାଙ୍କ ଆଗଲପୁରର ନୂତନ ତହସିଲଦାର ଭାବେ ଦାୟିତ୍ୱ ଗ୍ରହଣ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଆଗଲପୁର ତହସିଲରେ ସୁଶ୍ରୀ ସରୋଜା ବେହେରା ନୂତନ ତହସିଲଦାର ରୂପେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ସୁଶ୍ରୀ ବେହେରା ସମ୍ବଲପୁରରେ ଅତିରିକ୍ତ ତହସିଲଦାର ଭାବେ ଦୀର୍ଘ ୫ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରି ଆସୁଥିଲେ
Read More...

ବୁଢୀସିଣ୍ଢୋଲ ଗାଁ ନେଁ ପ୍ରେମିକର୍‌ ସାଙ୍ଗେ ଛୁ ମାରିଦେଲା କନିଆଁ ଟୁକେଲ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିହାଘର୍‌ ଲାଗି ବଂଧୁ ବାଂଧବ୍‌, ଲୋକ୍‌ବାକ୍‌ ଖଚାଖଚ୍‌ ଠୋଲ୍‌ ହେଇଥିଲେ । ମାଏଟ୍‌ ପକା ସରିଥିଲା । କନିଆଁ ଟୁକେଲ୍‌ କେ ତେଲ୍‌ ହଲ୍‌ଦି ବି ଚଢ଼ା ହେଇସାରିଥିଲା । ସକାଲର୍‌ ୮ ବଜେ ପିନ୍ଧାନୀ ହେଲା ଉତ୍‌ରୁ ବର୍‌ଯାତ୍‌ରୀ ଆସିଥିତେ । ୧୨ ବଜେ ବିହା ଥି
Read More...