Yearly Archives

2023

ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ସାହିତ୍ୟ ମହାସଭା

କଟକ, (ସସ୍ମିତା ପ୍ରଧାନ) : କଳା ବିକାଶ କେନ୍ଦ୍ର କଟକଠାରେ ରାଜ୍ୟସ୍ତରୀୟ କିମ୍ବଦନ୍ତୀ ଆଧ୍ୟାତ୍ମିକ ସାହିତ୍ୟ ମହାସଭା ଏବଂ କିମ୍ବଦନ୍ତୀ କଥନ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର କୋଣ ଅନୁକୋଣରୁ କବି, ଲେଖକ ଏବଂ ସାହିତ୍ୟିକମାନେ ବିପୁଳ ସଂଖ୍ୟାରେ ଯୋଗଦାନ କରିଥିଲେ । ଉକ୍ତ ଆଧ୍ୟାତ୍ମିକ
Read More...

ବ୍ୟାଙ୍କ କର୍ମଚାରୀ ନେତା ସାଥୀ ଅରୁଣ ଦାସଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ଆମ୍ବାଗାନ ନିକଟସ୍ଥ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ରାଉରକେଲା ବ୍ୟାଙ୍କ କର୍ମଚାରୀ ସମନ୍ୱୟ ସମିତିର ସଭାପତି ସାଥୀ ଅରୁଣ ଦାସଙ୍କ ବିୟୋଗରେ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ସାଥୀ ଦାସ ୨୬/୦୨/୨୩ରେ ବାଙ୍ଗାଲୋରରେ ଚିକିତ୍ସାଧିନ ଥିବା ଅବସ୍ଥାରେ
Read More...

ଆଇଏମ୍‌ଏର ୭୨ତମ ବାର୍ଷିକ ସମ୍ମିଳନୀ ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଚିକିତ୍ସକ ସଂଘ (ଆଇଏମ୍‌ଏ) ରାଉରକେଲା ସିଟି ବ୍ରାଞ୍ଚ ତରଫରୁ ୭୨ତମ ବାର୍ଷିକ ସମ୍ମିଳନୀ ଜେପି ହସପିଟାଲ୍‌ର ସମ୍ମିଳନୀ ପକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ଆମାକୋନ ୨୦୨୩ କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟଅତିଥି,
Read More...

କଳାହାଣ୍ଡିର ତିନି ଜଣ ପ୍ରତିଭାଙ୍କୁ କୈବଲ୍ୟ ରତ୍ନବେଦୀ ସମ୍ମାନ

ମ.ରାମପୁର, (ହେମନ୍ତ ସାହୁ) : କଳା ବିକାଶ କେନ୍ଦ୍ର କଟକଠାରେ ରାଜ୍ୟସ୍ତରୀୟ କିମ୍ବଦନ୍ତୀ ଆଧ୍ୟାତ୍ମିକ ସାହିତ୍ୟ ମହାସଭା ଏବଂ କିମ୍ବଦନ୍ତୀ କଥନ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର କୋଣ ଅନୁକୋଣରୁ କବି, ଲେଖକ ଏବଂ ସାହିତ୍ୟିକମାନେ ବିପୁଳ ସଂଖ୍ୟାରେ ଯୋଗଦାନ କରିଥିଲେ । ଉକ୍ତ ଆଧ୍ୟାତ୍ମିକ
Read More...

ଦୁଇ ଦଫା ଦାବୀରେ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଧାରଣା

ବରଗଡ଼, (ନିରୋଜ କୁମାର ପାଣୀ) : ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ କଲେଜ ଓ ଗବେଷଣା ପ୍ରତିଷ୍ଠାନର କର୍ମଚାରୀ ସଂଘ ପକ୍ଷରୁ ଗତକାଲି ଦୁଇ ଦଫା ଦାବୀରେ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଧାରଣା ଦିଆଯାଇଛି । ଦାବୀ ମଧ୍ୟରେ କର୍ମଚାରୀମାନଙ୍କୁ ପୂର୍ବକୃତ କାର୍ଯ୍ୟ କରିବାକୁ ଅନୁମତି
Read More...

ବିଜାଖମନ ପଟ୍ରୋଲ ପମ୍ପ ନିକଟରୁ ୧୬ ଲକ୍ଷ ଟଙ୍କାର ଗଞ୍ଜେଇ ଧରିଲା ବଲାଙ୍ଗିର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୋଲିସକୁ ମିଳିଛି ଏକ ବଡ ସଫଳତା । ବଲାଙ୍ଗିର ଦେଇ ଛତିଶଗଡ ରାଜ୍ୟର ରାଇଘରକୁ ଗଞ୍ଜେଇ ଚାଲାଣ ବେଳେ ବିଜାଖମନ ପଟ୍ରୋଲ ପମ୍ପ ନିକଟରୁ ଗଂଜେଇ ସହ ଘଟଣାରେ ସଂପୃକ୍ତ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୁଲିସ ବୋଲି ଖବର ମିଳିଛି । ସୂଚନା ଅନୁସାରେ ଏକ
Read More...

ମୁଖ୍ୟମନ୍ତ୍ରୀ କଳାକାର ସହାୟତା ରାଶିପତ୍ର ପ୍ରଦାନ : ନିରାଶ ହେଲେ ବହୁ ବରିଷ୍ଠ ପ୍ରତିଭାବାନ କଳାକାର

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବ୍ଲକ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ବାଲିଗୁଡା ବ୍ଲକ ଗ୍ରାମାଞ୍ଚଳର ୨୬ ଜଣ କଳାକାର ଏବଂ ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର ୮ ଜଣ କଳାକାରଙ୍କୁ କଳାକାର ସହାୟତା ରାଶିପତ୍ର
Read More...

ଛତ୍ରପୁର ପ୍ରେସକ୍ଲବ ତରଫରୁ ପୂର୍ବତନ ବିଧାୟକ ପ୍ରିୟାଂଶୁ ପ୍ରଧାନଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ପ୍ରେସକ୍ଲବ ତରଫରୁ ପୂର୍ବତନ ବିଧାୟକ ପ୍ରିୟାଂଶୁ ପ୍ରଧାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ପ୍ରେସ କ୍ଲବ ଗୃହ ନିମନ୍ତେ ତାଙ୍କ ସମୟରେ ସରକାରୀ ଅନୁଦାନ ପ୍ରାପ୍ତ ହୋଇଥିବା ନେଇ ପୂର୍ବତନ ବିଧାୟକ ପ୍ରିୟାଂଶୁ ପ୍ରଧାନଙ୍କୁ ଛତ୍ରପୁର
Read More...

କର୍ଲାମୁଣ୍ଡାଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

କଳାହାଣ୍ଡି, (ପି.କେ. ସାହୁ) : ଆଜି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ପଞ୍ଚାୟତ ସମିତି ସଭାଗୃହରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉପଜିଲ୍ଲାପାଳ, ଭବାନୀପାଟଣା ଡ. ବିଶ୍ୱଜିତ୍ ଦାସ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଜୟ
Read More...

ସୁଦପଡା ନିର୍ମଳା ହୋଟେଲରେ ସୁନା ସଫା କରି ଦେବି କହି ଲୁଟି ନେଲେ ସୁନା ଚେନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଠକାମୀ, ଭଣ୍ଡାମୀ ତଥା ଚୋରି ଡକାୟତି ବଢି ଚାଲିଥିବା ବେଳେ ଆଜି ସହରର ସୁଦପଡା ନିର୍ମଳା ହୋଟେଲରେ ସୁନା ସଫା କରି ଦେବି କହି ଦୁଇ ଜଣ ଦୁର୍ବୃତ୍ତ ସୁନା ଚେନ୍‌ ଲୁଟି ନେଇଥିବା ଜଣାପଡିଛି । ଏହାକୁ ନେଇ ଟାଉନ ଥାନାରେ ମଧ୍ୟ ଏକ ମାମଲା ରୁଜୁ
Read More...