ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ : ୩୫ ୟୁନିଟ ରକ୍ତ ସଂଗୃହୀତ
ସାଲେଭଟା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା)ବ୍ଲକ ଭରସୁଜା ଗ୍ରାମ ପଞ୍ଚାୟତ ବିନ୍ଧାପାଲି ଗ୍ରାମରେ ସମ୍ବଲପୁରୀ ଦିନ୍ ପାଳନ କରାଯାଇଛି । ଆଗଲପୁର ଓ ଗାଇସିଲେଟ ବ୍ଲକର ମିଳିତ ଆନୁକୂଲ୍ୟରେ ଏହି ଉପଲେକ୍ଷେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଉକ୍ତ ଶିବିରକୁ!-->…
Read More...
Read More...