Monthly Archives

August 2023

ବ୍ରଜମୋହନ ବିଶୋଇ ହେଲେ ବଲାଙ୍ଗିର ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହାର ବ୍ରଜମୋହନ ବିଶୋଇଙ୍କୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ, ବଲାଙ୍ଗିର ଜିଲ୍ଲାର ଅଧ୍ୟକ୍ଷ ଭାବେ ରାଜ୍ୟ ସରକାର ନିଯୁକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହି ନିଯୁକ୍ତି ଦିଆଯାଇଛି । ଆଦିବାସୀଙ୍କ ଭାଷା, ସଂସ୍କୃତି,
Read More...

ସମ୍ବଲପୁରୀ ଦିବସରେ ଖବରକାଗଜ ବିତରକଙ୍କୁ ଛତା ବଣ୍ଟନ

ବରଗଡ଼, (ନିରୋଜ କୁମାର ପାଣୀ) : ଅଗଷ୍ଟ ୧ ତାରିଖ ସମଗ୍ର ପଶ୍ଚିମ ଓଡ଼ିଶାରେ ସମ୍ବଲପୁରୀ ଦିନ୍ ପାଳନ ପାଇଁ ନାଚଗୀତ ଭୋଜି ଭାତର ଆୟୋଜନ ହେଉଥିବା ବେଳେ ବରଗଡ଼ ଜିଲ୍ଲାର ଅଗ୍ରଣୀ ମହିଳା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଇନରହ୍ୱିଲ କ୍ଲବ ବରଗଡ଼ ସେଣ୍ଟ୍ରାଲ ପକ୍ଷରୁ ଏହାକୁ ଅଭିନବ ଭାବେ ପାଳନ
Read More...

ଅର୍କିଟ ଫୁଲ ଚାଷ ବୁଲି ଦେଖିଲେ ଜିଲ୍ଲା ପ୍ରକଳ୍ପ ଅଧିକାରୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରଥମ ଥର ପାଇଁ ଅର୍କିଟ ଚାଷ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି । ଏକ ଏକର ଜଗାରେ ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ଚାଷ କରିବାକୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଦାୟିତ୍ୱ ଦିଆଯାଇଛି । ଏନେଇ ମଙ୍ଗଳବାର ଜିଲ୍ଲା
Read More...

ଓଡ଼ିଶା ରାଜ୍ୟ ପ୍ରଶାସନିକ ସେବା ନିମିତ୍ତ ଚୟନ ପ୍ରବେଶିକା ପରୀକ୍ଷାରେ ୮୮ତମ ସ୍ଥାନରେ ଉତ୍ତୀର୍ଣ୍ଣ ହେଲେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ରାଜ୍ୟ ପ୍ରଶାସନିକ ସେବା ନିମିତ୍ତ ଚୟନ ପ୍ରବେଶିକା ପରୀକ୍ଷାର ଫଳ ପ୍ରକାଶିତ ହୋଇଛି । ଏହି ପରୀକ୍ଷାରେ ବଲାଙ୍ଗିର ସହର ରାଧାରାଣୀପଡ଼ାର କୁମାରୀ ଋତୁପର୍ଣ୍ଣା ମିଶ୍ର (ଫିଲି) ୮୮ତମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇ ପରିବାର ତଥା ବଲାଙ୍ଗିରବାସୀଙ୍କୁ ଆନନ୍ଦ
Read More...

ହମ୍ ନିଶାଦର ୨୬ତମ ‘ଶାମ୍‌ ଇ ରଫି’ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : କିମ୍ବଦନ୍ତୀ ଗାୟକ ମହମ୍ମଦ ରଫିଙ୍କୁ ସମ୍ମାନ ଜଣାଇ ତାଙ୍କ ଉଦ୍ଦେଶ୍ୟରେ ସଂଗୀତ ଅନୁଷ୍ଠାନ ହମ୍ ନିଶାଦ ତରଫରୁ ୨୬ତମ ସ୍ୱତନ୍ତ୍ର ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ରାଉରକେଲା କ୍ଲବଠାରେ ଅନୁଷ୍ଠିତ ହୋଇଯାଇଛି । ହମ୍ ନିଶାଦର ନିର୍ଦ୍ଦେଶକ ଡଃ ସଂଚିତା ଚୌଧୁରୀ ଓ
Read More...

ରାସ୍ତା ମରାମତି ପାଇଁ ଦାବୀପତ୍ର ପ୍ରଦାନ : ତୁରନ୍ତ ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନକୁ ଓହ୍ଲାଇବ ଜନକଲ୍ୟାଣ ମଞ୍ଚ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ରାସ୍ତା ମରାମତି ପାଇଁ ଦାବୀପତ୍ର ପ୍ରଦାନ କରି ତୁରନ୍ତ ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ଜନକଲ୍ୟାଣ ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି । ମଞ୍ଚ ପକ୍ଷରୁ କୁହାଯାଇଛି ଯେ, ଡେଲାଙ୍ଗ ଅଞ୍ଚଳ ଦେଇ ଯାଇଥିବା ଖୋର୍ଦ୍ଧା ପଟ୍ଟନାୟିକୀୟ
Read More...

ରଘୁନାଥ ଏସ୍‌ଏଚ୍‌ଜି ଗ୍ରୁପ ମହିଳା ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ମହିଳାମାନଙ୍କୁ ସଶକ୍ତିକରଣ କରାଯିବା ତ ଦୂରର କଥା, ତା' ପ୍ରତିବଦଳରେ ଏସ୍‌ଏଚ୍‌ଜି ମହିଳାମାନେ ଅସଦାଚରଣର ଶିକାର ହେଉଥିବା ଅଭିଯୋଗ ହେଉଛି । ଛତ୍ରପୁର ବ୍ଲକ୍ ଲକ୍ଷ୍ମୀପୁର ଗ୍ରାମ ପଞ୍ଚାୟତର ରଘୁନାଥ ମହିଳା ଏସ୍‌ଏଚ୍‌ଜି ଗ୍ରୁପ
Read More...

ଦିଲ୍ଲୀରେ ଅନୁଷ୍ଠିତ ରିଚ୍ ୟୁଥ ଟିବି ଚାମ୍ପିୟାନ କର୍ମଶାଳାରେ ଗଞ୍ଜାମରୁ ମୁନା ବେହେରାଙ୍କ ଯୋଗଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦିଲ୍ଲୀରେ ଅନୁଷ୍ଠିତ ଜାତୀୟସ୍ତରୀୟ ରିଚ୍ ୟୁଥ ଟିବି ଚାମ୍ପିୟାନ କର୍ମଶାଳାରେ ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁରର ଯୁବ ସ୍ୱେଚ୍ଛାସେବୀ ଟିବି ଚାମ୍ପିୟାନ ମୁନା ବେହେରା ଅଂଶଗ୍ରହଣ କରିଛନ୍ତି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମନୋନୀତ ହୋଇ
Read More...

ପାଟଣା ଇଷ୍ଟଦେବୀ ବର୍ଷା ପାଣିରେ ଉବୁଟୁବୁ : ଦେବାଳୟ ଅସୁରକ୍ଷିତ, ସୁରକ୍ଷା ଦାବୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଐତିହ୍ୟ ସମ୍ପର୍ଣ୍ଣ ବଲାଙ୍ଗିର ସହର ଏଠି କେଉଁ ଆଦିମ କାଳରୁ ଦେବାଦେବୀ ପୂଜା ପାଇ ଆସୁଛନ୍ତି । ଏଠିକାର ଲୋକେ ଦେବାଦେବୀଙ୍କ ଆସ୍ଥାକୁ ଘୋର ବିଶ୍ୱାସ ରଖନ୍ତି । କିନ୍ତୁ ବଲାଙ୍ଗିର ସ୍ଥିତ ଦେବାଳୟର ଅବସ୍ଥା ଅସୁରକ୍ଷିତ ଥିବାରୁ ଭକ୍ତମାନଙ୍କ ଭିତରେ ଉଦ୍‌ବେଗ
Read More...

ଆନ୍ତର୍ଜାତୀୟ କରାଟେ ପ୍ରତିଯୋଗିତାରେ ବଲାଙ୍ଗିର କରାଟେ ସ୍କୁଲର ସଫଳତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୋଲକତାର ନେତାଜୀ ଇନ୍‌ଡୋର ଷ୍ଟାଡିୟମରେ ୨୯ ଓ ୩୦ ଜୁଲାଇ ଦୁଇ ଦିନ ଧରି ହୋଇଥିବା ୭ତମ ଆର୍ନ୍ତଜାତୀୟ କରାଟେ ପ୍ରତିଯୋଗିତା ଇଣ୍ଡିଆ ଚେଲେଞ୍ଜର କପ ୨୦୨୩ରେ ଭାରତ ସହିତ ବଙ୍ଗଳାଦେଶ, ଶ୍ରୀଲଙ୍କା, ଭୁଟାନ, ମାଲେସିଆ, ନେପାଳ, ଇରାନ, ସାଉଦି ଆରବ ୮ ଗୋଟି ଦେଶରୁ
Read More...