Monthly Archives

August 2023

ସାମାଜିକ ଅନୁଷ୍ଠାନ ‘ଆମ ପରିବାର ଅତାବିରା’ ପକ୍ଷରୁ ସମଲପୁରୀ ଦିନ୍ ପାଳିତ

ବରଗଡ଼, (ନିରୋଜ କୁମାର ପାଣୀ) : ଗତବର୍ଷ ଭଳି ଚଳିତ ବର୍ଷ ବରଗଡ଼ ଜିଲ୍ଲା ଅତାବିରାର ନବ ଗଠିତ ସାମାଜିକ ଅନୁଷ୍ଠାନ "ଆମ ପରିବାର, ଅତାବିରା" ତରଫରୁ ଅଗଷ୍ଟ ୧ ତାରିଖ ସମଲପୁରୀ ଦିନ୍‌ ଦ୍ୱିତୀୟ ବର୍ଷରେ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ସ୍ଥାନୀୟ ଅଗ୍ରସେନ ଭବନଠାରେ ଅନୁଷ୍ଠିତ ସମଲପୁରୀ
Read More...

ପଦ୍ମପୁର-ପାଟଣାଗଡ଼ ରାସ୍ତାର ପ୍ରଶସ୍ତିକରଣ କାମ ଆରମ୍ଭ

କେନ୍ଦ୍ର ସରକାରଙ୍କ ଅନୁଦାନ ଟଙ୍କାରେ ହେଲା କାମ ଆରମ୍ଭହୋଡିଂରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀଙ୍କ ଫୋଟୋ ନ ଥିବାରୁ ବିଜେପି ପକ୍ଷରୁ ବିରୋଧ ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ସରକାରଙ୍କ ସିଆର୍‌ଆଇଏଫ୍‌ ଫଣ୍ଡରୁ ପଦ୍ମପୁର-ପାଟଣାଗଡ଼ ରାସ୍ତାର ପ୍ରଶସ୍ତିକରଣ କାମ ଆରମ୍ଭ
Read More...

ଓପିଏସ୍‌ସି ପାଇଲେ ଶୈଳସୂତା ଦାସ

ମ.ରାମପୁର, (ହେମନ୍ତ ସାହୁ) : ସଂପ୍ରତି ପ୍ରକାଶ ପାଇଥିବା ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ୧୭୭ ର୍ୟାଙ୍କ ରଖି କୃତ କାର୍ଯ୍ୟ ହୋଇଛନ୍ତି ଶୈଳସୂତା ଦାସ । ପିତା ଅନୀଲ କୁମାର ଦାସ ଓ ମାତା ସବିତା ଦାସଙ୍କ ଝିଅ ଶୈଳସୂତା ମ.ରାମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ୨୦୧୦ ମସିହାରେ
Read More...

ଜଳମୟ ହୋଇପଡ଼ିଛି ବଲାଙ୍ଗିର ଶାନ୍ତିପଡ଼ାର କିଛି ଅଂଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୨ ଦିନର ଲଗାଣ ବର୍ଷା ଯୋଗୁଁ ବଲାଙ୍ଗିର ଶାନ୍ତିପଡ଼ାର କିଛି ଅଂଶ ଜଳମୟ ହୋଇପଡ଼ିଛି । ଲୋକଙ୍କ ଯିବା ଆସିବାରେ ନାହିଁ ନଥିବା ଅସୁବିଧା ହେଉଥିବା ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ, ଶାନ୍ତିପଡ଼ା ଛକରୁ ସିଆର୍‌ପିଏଫ୍‌ ମୁଖ୍ୟ କାର୍ୟ୍ୟାଳୟକୁ ଯାଉଥିବା
Read More...

ବଲାଙ୍ଗିର ପାଟଣେଶ୍ୱରୀ ମନ୍ଦିର ଭିତରେ ଆଂଠୁଏ ପାଣି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଭିତରେ ଥିବା ପାଟଣେଶ୍ୱରୀ ମନ୍ଦିର ଭିତରେ ପଶିଲା ବର୍ଷା ପାଣି । କେବଳ ମନ୍ଦିର ଭିତରେ ନୁହେଁ, ମା’ଙ୍କ ଆସ୍ଥାନ ଉପରକୁ ବି ପାଣି ଚଢ଼ି ସାରିଛି । ଅନ୍ୟ ପକ୍ଷରେ ମୋଟର ଲଗାଇ ଏବେ ବର୍ଷା ପାଣି ନିଷ୍କାସନ କରୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି ।
Read More...

ବଲାଙ୍ଗିର ସହରରେ ରାସ୍ତା ଉପରେ ଅଂଟାଏ ପାଣି, ଯାତାୟାତ ବାଧାପ୍ରାପ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହରରେ ରାସ୍ତା ଉପରେ ଅଂଟାଏ ପାଣି । ଯାତାୟାତ ସଂପୂର୍ଣ୍ଣ ବାଧାପ୍ରାପ୍ତ ହୋଇପଡ଼ିଛି । ବଲାଙ୍ଗିର ସହର ଶାନ୍ତିପଡ଼ାର ପଂଜାବୀ ଗଳି ଦେଇ ଖର୍‌ସେଲ୍‌ପଡ଼ାକୁ ଯାଇଥିବା ରାସ୍ତାର ଅବସ୍ଥା ଏଇୟା । ଖର୍‌ସେଲ୍‌ ଡଙ୍ଗର ତଳୁ ବୋହି ଆସୁଥିବା ପାଣି ଏବେ କାଳ ସାଜିଛି
Read More...

କୁଟାସିଂହା ନୂତନ ସ୍ୱୀକୃତି ପ୍ରାପ୍ତ +୨ କଲେଜ ଉଦ୍‌ଘାଟିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ କୁଟାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ସ୍ୱୀକୃତି ପ୍ରାପ୍ତ +୨ କଲେଜ ଉଦ୍‌ଘାଟିତ ହୋଇଯାଇଛି । ଉକ୍ତ ଉଦ୍‌ଘାଟନୀ ଉତ୍ସବରେ କଲେଜର ଅଧ୍ୟକ୍ଷ ସୁବୋଧ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ
Read More...

ଦୁଇ ଦଫା ଦାବୀ ନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ବିଡ଼ିଓଙ୍କୁ ସ୍ମାରକ ପତ୍ର ପ୍ରଦାନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇରୁ ଯୁକ୍ତ ତିନିକୁ ଉନ୍ନୀତ ଓ ଦରମା ହାର ଲେବଲ ୫ର ୨୧,୭୦୦ ରୁ ଲେବଲ ୯ର ୩୫,୪୦୦କୁ ବୃଦ୍ଧି ଏବଂ ଦଶବର୍ଷ ପୂରଣ କରିଥିବା ନିର୍ବାହୀ ଅଧିକାରୀଙ୍କୁ ସ୍ୱତନ୍ତ୍ର ପଦବୀରେ ଅବସ୍ଥାପିତ କରିବା ଦୁଇଦଫା ଦାବୀ ସମ୍ବଳିତ ଏକ
Read More...

୧୪ଟି ନୂତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପାଇଁ ନିଯୁକ୍ତ ହେଲେ ଅଧ୍ୟକ୍ଷ

ଭୁବନେଶ୍ୱର : ୧୪ଟି ନୂତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ (Special Development Council) ପାଇଁ ରାଜ୍ୟ ସରକାର ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଏହି ନିଯୁକ୍ତି ଦିଆଯାଇଛି । ଏହି ୧୪ ଜଣ ନୂତନ ଅଧ୍ୟକ୍ଷ ହେଲେ : ଅନୁଗୁଳ ଜିଲ୍ଲା -
Read More...

୩ରୁ ଭୋପାଳରେ ଏସିଆର ସର୍ବବୃହତ୍ ଅନ୍ତର୍ଜାତୀୟ ସାହିତ୍ୟ ମହୋତ୍ସବ ‘ଉନ୍ମେଷ’

ଉଦ୍‌ଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ୭୫ଟି କାର୍ଯ୍ୟକ୍ରମରେ ଯୋଗଦେବେ ଶହେ ଭାଷାର ୫୭୫ ଲେଖକ ଭୋପାଳ : ଅଗଷ୍ଟ ୩ରୁ ୬ ତାରିଖ ପର୍ଯ୍ୟନ୍ତ ମଧ୍ୟପ୍ରଦେଶର ଭୋପାଳରେ ଏସିଆର ସର୍ବବୃହତ୍ ଅନ୍ତର୍ଜାତୀୟ ସାହିତ୍ୟ ମହୋତ୍ସବ 'ଉନ୍ମେଷ' ଅନୁଷ୍ଠିତ ହେବ । ଭୋପାଳରେ ଆୟୋଜିତ ଏକ
Read More...