Monthly Archives

March 2023

ଜିଲ୍ଲା ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଦୁର୍ଘଟଣା : ୨ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଏକ ସଡକ ଦୁର୍ଘଟଣା ଘଟି ୨ ଜଣ ବ୍ୟକ୍ତି ଗୁରୁତର ଭାବେ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଗୁରୁତର ଦୁଇ ଜଣ ବ୍ୟକ୍ତି ହେଲେ ବୌଦ୍ଧ ଜିଲ୍ଲା କଂଟାମାଲର ସଂଜୀବ ମଟାରୀ(୨୩) ଓ…
Read More...

ଭାଲୁମୁଣ୍ଡାରେ ସମବାୟ ସମିତି ପକ୍ଷରୁ ଆର୍ଥିକ ସାକ୍ଷରତା ସଚେତନା ଶିବିର

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ଗଙ୍ଗାଧର ମେହେର ଧର୍ମଶାଳାରେ ଆଜି ବଲାଙ୍ଗିର ଜିଲ୍ଲା କେନ୍ଦ୍ର ସମବାୟ ସମିତି ବ୍ୟାଙ୍କ ତରଫରୁ ଏକ ଆର୍ଥିକ ସାକ୍ଷରତା ସଚେତନା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବଲାଙ୍ଗିର ଜିଲ୍ଲା…
Read More...

ଭାରତ ଫାଇନାନ୍ସ କର୍ମଚାରୀଙ୍କଠାରୁ ଲୁଟ୍‌ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ଫାଇନାନ୍ସ କର୍ମଚାରୀଙ୍କଠାରୁ ଦୁର୍ବୃତ୍ତମାନେ ୮୦ ହଜାର ଟଙ୍କା ସହ ମୋବାଇଲ ତଥା ଟାବ୍‌ଲେଟ ଓ ବାୟୋମେଟ୍ରିକ ସ୍କେନର ଲୁଟ୍‌ କରି ନେଇଛନ୍ତି । ଏ ସର୍ମ୍ପକରେ ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନାରେ ଅଭିଯୋଗ ହୋଇଥିବା ସୂଚନା ମିଳିଛି । ଥାନାରେ ହୋଇଥିବା…
Read More...

ଆସନ୍ତା ୨୨ରୁ ପଦ୍ମପୁରରେ ବାସନ୍ତିକ ନବରାତ୍ରି ଓ ନବଦୁର୍ଗା ମୂର୍ତ୍ତି ପ୍ରତିଷ୍ଠା ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବଡବନ୍ଧପଡ଼ା ଠାରେ ବାସନ୍ତିକ ନବରାତ୍ରି ଦୁର୍ଗାପୂଜା ଓ ନବଦୁର୍ଗା ମୂର୍ତ୍ତି ପ୍ରତିଷ୍ଠା ଉତ୍ସବ ଚଳିତ ମାସ ୨୨ରୁ ୩୧ ତାରିଖ ପର୍ଯ୍ୟନ୍ତ ୯ ଦିନ ବ୍ୟାପି ମହାସମାରୋହରେ ଅନୁଷ୍ଠିତ ହେବ । କାର୍ଯ୍ୟସୂଚୀ ଅନୁଯାୟୀ ଚଳିତ ଚୈତ୍ର ମାସ ୨୨ ତାରିଖ…
Read More...

କନ୍ଧମାଳରେ ମାଆ ପାଟ୍ଟଖଣ୍ଡାଙ୍କ ପ୍ରସିଦ୍ଧ କାନ୍ଦୁଲ ଭଜା ଯାତ୍ରା ଅନୁଷ୍ଠିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡରେ କୃଷି ଭିତ୍ତିକ ପ୍ରସିଦ୍ଧ କାନ୍ଦୁଲ ଭଜା ଯାତ୍ରା ଯଥା ରୀତିନୀତି ଅନୁଯାଇ ଆୟୋଜିତ ହୋଇଯାଇଛି । ଏହି ଅବସରରେ ବାଲିଗୁଡାର ଆରାଧ୍ୟ୍ୟ ଦେବୀ ମା'ପାଟଖଣ୍ଡା ଓ ବରାଳଦେବୀଙ୍କ ମୁଖ୍ୟ ପର୍ବ ହେଉଛି କାନ୍ଦୁଲ…
Read More...

ମାଗଣା ଚକ୍ଷୁ ଅସ୍ତ୍ରୋପଚାର ଶିବିର

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଅନ୍ତର୍ଗତ ଆରୁହାବୃତ୍ତି ନଂ-୧ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଆରୁହାବୃତ୍ତି ନଂ-୧ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି ସକାଳ ୧୦ ଘଟିକା ସମୟରେ ଭୋଗରାଇ ଭରଷା ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଏକ ମାଗଣା ଚକ୍ଷୁପରୀକ୍ଷା ଓ…
Read More...

ଟିଟିଲାଗଡ଼ ସହରରେ ଦେଖା ଦେଇଥିବା ବିଭିନ୍ନ ସମସ୍ୟାକୁ ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ କମିଟି…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଜି ଟିଟିଲାଗଡ଼ କଂଗ୍ରେସ ଦଳ ତଥା ଟିଟିଲାଗଡ଼ ନଗର କଂଗ୍ରେସ ତରଫରୁ ଟିଟିଲାଗଡ଼ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି । ନଗର କଂଗ୍ରେସର ଆବାହକ ଦେବାନନ୍ଦ ସାହୁଙ୍କ ନେତୃତ୍ୱରେ ଆୟୋଜିତ ଏହି ଗଣଧାରଣାରେ ପୂର୍ବତନ ମନ୍ତ୍ରୀ…
Read More...

ଗୁଡଭେଲା ବ୍ଲକ୍‌ର ନୂତନ ଏବିଇଓ ବିପିନ ବାଗଙ୍କୁ ତୁଷୁରା କ୍ଲଷ୍ଟର ତରଫରୁ ସ୍ୱାଗତ

ତୁଷୁରା, (କେପିଏନ୍‌ଏସ୍‌) : ଆଜି ତୁଷୁରା କ୍ଲଷ୍ଟର ତରଫରୁ ଗୁଡଭେଲା ବ୍ଲକ୍‌ର ନୂତନ ଏବିଇଓ ବିପିନ ବାଗଙ୍କୁ ସ୍ଥାନୀୟ ବାଳିକା ନୋଡାଲ ହାଇସ୍କୁଲର ସଭାଗୃହରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ବରିଷ୍ଠ ଏବିଇଓ ରମେଶ ସାମର୍ଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ନୂତନ ଏବିଇଓ ବିପିନ ବାଗ…
Read More...

ବଲାଙ୍ଗିରରେ କଂଗ୍ରେସ ଓ ବିଜେପି ଦଳ ଛାଡି ବିଜେଡିରେ ସାମିଲ ହେଲେ ଶତାଧିକ କର୍ମୀ ଓ ନେତା

କଂଗ୍ରେସକୁ ଝଟକା, ଶଙ୍ଖ ଫୁଙ୍କିଲେ ଲୋଇସିଂହାର ନବ ନାଏକ ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟରେ ଶାସକ ବିଜେଡି ଦଳ ୨୩ ବର୍ଷ ଶାସନରେ ରହିଆସିଥିବା ବେଳେ ଦଳର ପତିଆରା ଏବେ ବି ଅକ୍ଷୁର୍ଣ୍ଣ ରହିଛି । ଏବେ ଅନ୍ୟ ଦଳରୁ ନେତା ଓ କର୍ମୀମାନେ ଆସି ବିଜେଡିରେ ସାମିଲ ହେଉଛନ୍ତି । ନବୀନ…
Read More...

ପୋଲିସ ଅଧିକାରୀ ନାମରେ ଧମକାଇବା ଓ ଡରାଇବା ନେଇ ଥାନାରେ ଅଭିଯୋଗ 

କଳାହାଣ୍ଡି, (ପ୍ରଦୀପ କୁମାର ସାହୁ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ବଟି ଅସୁଲି କରୁଥିବା ୨ ଜଣ ଅସାମାଜିକ ବ୍ୟକ୍ତିଙ୍କୁ ସମର୍ଥନ କରି ଭବାନୀପାଟଣା ଟାଉନ ଥାନା ଏଏସଆଇ ପଙ୍କଜ ତାଣ୍ଡି ଅଭିଯୋଗକାରୀଙ୍କୁ ଧମକାଇବା, ଗାଳି ଗୁଳଜ ସହ ତଣ୍ଟିଆ ମାରିବା ଭଳି ଘଟଣାରେ ସେହି ସମାନ ଥାନାରେ…
Read More...