Monthly Archives

March 2023

ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୭ ଆହତ

ଫୁଲବାଣୀ : ସକାଳୁ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ଅଟୋ ରିକ୍ସା ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୭ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ ସମସ୍ତ ଆହତ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ଫୁଲବାଣୀ ଜିଲ୍ଲା…
Read More...

ନବରଙ୍ଗପୁର ଜିଲ୍ଲାରେ ୫ଟି ସଚିବଙ୍କ ଦ୍ଵିତୀୟ ଦିନ

ଉମରକୋଟ : ନବରଙ୍ଗପୁରର ଜିଲ୍ଲାରେ ୫ଟି ସଚିବଙ୍କ ଦ୍ଵିତୀୟ ଦିନ ଗସ୍ତରେ ଉମରକୋଟ ବ୍ଲକର ପ୍ରସିଦ୍ଧ ଐତିହାସିକ ପୀଠ ପୋଡ଼ାଗଡ଼ ପରିଦର୍ଶନ କରିଛନ୍ତି ଭି.କେ ପଣ୍ଡିଆନ । ପାହାଡ଼ ଉପରେ ଥିବା ବିଭିନ୍ନ ମନ୍ଦିର ସହ ପୁରାତନ ଧ୍ଵଂସାବଶେଷ ଜିନିଷ ଦେଖିଥିଲେ । ଏହାପରେ ସେଠାରେ ରହିଥିବା ସଂଗ୍ରହାଳୟ…
Read More...

୨ ବାଇକ୍‌ ମୁହାଁମୁହିଁ ଧକ୍କା : ୧ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବାଞ୍ଜିପାଲି ଗ୍ରାମ ନିକଟରେ ୨ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଜଣକ ହେଲେ ପିଅରପାଲି ଗ୍ରାମର ଜୀବର୍ଦ୍ଧନ ଷାଣ୍ଢ । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଓ ଯୁବ…
Read More...

ପୁରୀ ବଡ଼ଦାଣ୍ଡରେ ବୁଲିଲା ଖଣ୍ଡା : ୩ ଜଣଙ୍କୁ ମରଣାନ୍ତକ ଆକ୍ରମଣ

ପୁରୀ : ପୁରୀ ବଡ଼ଦାଣ୍ଡରେ ବୁଲିଲା ଖଣ୍ଡା । ୩ ଜଣ ଯୁବକଙ୍କୁ ଖଣ୍ଡାରେ ମରଣାନ୍ତ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଜଣେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ପୂର୍ବ…
Read More...

ଲୁଟ୍‌ କରିବା ପାଇଁ ସୁନା ଦୋକାନରେ ବୋମାମାଡ

ଭୁବନେଶ୍ୱର : ଖାରବେଳନଗର ଥାନା ଅଞ୍ଚଳରେ ଲୁଟ୍‌ କରିବା ପାଇଁ ୟୁନିଟ-୪ରେ ଥିବା ଶ୍ରୀଜୁଏଲର୍ସ ସୁନା ଦୋକାନକୁ ଶୁକ୍ରବାର ରାତି ସାଢ଼େ ୯ଟା ବେଳେ ବୋମାମାଡ଼ କରିଥିବା ଜଣାପଡିଛି । ଫଳରେ ସୁନା ଦୋକାନ ମାଲିକ ରମାକାନ୍ତ ମହାରଣା ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଏକ ଘରୋଇ ହସ୍ପିଟାଲରେ…
Read More...

ସୁରକ୍ଷିତ ମାତୃତ୍ଵକୁ ଆଶ୍ୱାସନା ପ୍ରଦାନ କରୁଛି ‘ସୁମନ’ କାର୍ଯ୍ୟକ୍ରମ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସୁରକ୍ଷିତ ମାତୃତ୍ଵକୁ ଆଶ୍ବାସନା ପ୍ରଦାନ କରୁଛି "ସୁମନ" କାର୍ଯ୍ୟକ୍ରମ । ବିନା ମୂଲ୍ୟରେ ୧୦୮ ଆମ୍ବୁଲାନ୍ସ ସେବା, ଅତି କମ୍‌ରେ ୪ଥର ପ୍ରସବ ପୂର୍ବ ଅଲଟ୍ରାସାଉଣ୍ଡ ସହ ସ୍ବାସ୍ଥ୍ୟ ପରୀକ୍ଷା ଏବଂ ଆଦର ସମ୍ମାନ ସହ ସେବା ପ୍ରଦାନକୁ ସୁନିଶ୍ଚିତ କରୁଛି ସୁମନ ।…
Read More...

୨୦୦୬ରୁ ହାଉସିଂ ବୋର୍ଡର ଆବେଦନ ଜମି ୩୪ଜଣଙ୍କୁ ପ୍ରଦାନ କଲେ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୯୮୭ ମସିହାରେ ପ୍ରସ୍ତାବିତ ପ୍ରସ୍ତାବ ଅନୁଯାୟୀ ଗତ ୨୦୦୬ ମସିହାରୁ ବଲାଙ୍ଗିର ଜିଲ୍ଲାରେ ହାଉସିଂ ବୋର୍ଡରୁ ଜମି ପାଇବା ପାଇଁ ୩୭୦ ଜଣ ହିତାଧିକାରୀ ପଞ୍ଜିକରଣ କରିଥିଲେ । ହେଲେ ୧୬ ବର୍ଷ ପର୍ଯ୍ୟନ୍ତ ତାଙ୍କୁ କୌଣସି ପ୍ରକାର ଜମି ବଣ୍ଟନ କରାଯାଇନଥିଲା ।…
Read More...

ବାଇକ ସହ ସାଇକେଲ ଦୁର୍ଘଟଣା ଗସ୍ତ, ୩ ଗୁରୁତର

ରାଜସୁନାଖଳା : ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ ଉପରେ ରାଜସୁନାଖଳା ମହାବିଦ୍ୟାଳୟ ଅଳ୍ପ କିଛି ଦୂରତାରେ ବିଳମ୍ବିତ ରାତିରେ ଦୁର୍ଘଟଣା ଘଟି ୩ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରାଯାଇ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । …
Read More...

ଆହତ ଅବସ୍ଥାରେ ଉଦ୍ଧାର ହେଲା ଚିତ୍ରା ହରିଣ

ସୋର : ଆହତ ଅବସ୍ଥାରେ ଉଦ୍ଧାର ହେଲା ଚିତ୍ରା ହରିଣ । ବାଲେଶ୍ଵର ଜିଲ୍ଲା ଅଚ୍ୟୁତପୁର ପଞ୍ଚାୟତ ସିରିପୁର ଗ୍ରାମ ବଉଳାଶୁଣି ପୋଖରୀରୁ ଆହତ ହରିଣ ଉଦ୍ଧାର ହୋଇଛି । ଗ୍ରାମବାସୀଙ୍କ ଦ୍ଵାରା ଉଦ୍ଧାର ହରିଣକୁ ପରେ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି । ନିକଟସ୍ଥ ଜଙ୍ଗଲରୁ ଖସି ଆସିଥିବା ଏକ ହରିଣ…
Read More...

ଓଡିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଲଣ ଉଦ୍‌ଯାପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଲଣ ଗୁରୁବାର ଗୋଧୂଳି ଲଗ୍ନରେ ପାରମ୍ପରିକ ନୀତି ଅନୁଯାୟୀ ହରିହର ଭେଟ ପାରସ୍ପରିକ ଫଗୁ ବିନିମୟରେ ଉଦ୍‌ଯାପିତ ହୋଇଯାଇଛି । ୧୨ ତାରିଖ ମଧ୍ୟରାତ୍ରରୁ ଆକର୍ଷଣୀୟ ଆତସବାଜୀ ବାଣ ପ୍ରଦର୍ଶନୀ ମଧ୍ୟରେ…
Read More...