Daily Archives

ସଚେତନ ନାଗରିକ ମଞ୍ଚର ନବମ ବାର୍ଷିକୋତ୍ସବ ଓ ଆଲୋଚନାଚକ୍ର

ସଚେତନତା ଅଭାବ ଓ ଦୁର୍ବଳ ନେତୃତ୍ୱ ଜିଲ୍ଲାର ବିକାଶରେ ବାଧକ : ବ୍ରଜକିଶୋର ରାଉରକେଲା, (ସସ୍ମିତା ପ୍ରଧାନ) : ସଚେତନତାର ଅଭାବ ଓ ଦୁର୍ବଳ ନେତୃତ୍ୱ ତଥା ଆଞ୍ଚଳିକ ବୈଷମ୍ୟତା ଜିଲ୍ଲାର ବିକାଶରେ ବାଧକ ବୋଲି ସଚେତନ ନାଗରିକ ମଞ୍ଚର ବାର୍ଷିକୋତ୍ସବରେ ମୁଖ୍ୟଅତିଥି ଭାବେ ପ୍ରାକ୍ତନ କେନ୍ଦ୍ର
Read More...

୨୬୭ ବୋତଲ କପ୍‌ ସିରଫ୍‌ ଜବତ ସହ ଜଣେ ଗିରଫ ଓ କୋର୍ଟ ଚାଲାଣ

ପାଟଣାଗଡ, (ସଦାଶିବ ସରାଫ୍‌) : ପାଟଣାଗଡ଼ ଅବକାରୀ ବିଭାଗ ପକ୍ଷରୁ ତମିଆ ଗାଁରେ ଚଢ଼ାଉ କରି ୨୬୭ ବୋତଲ କପ୍‌ ସିରଫ୍‌ ଜବତ କରିବା ସହ ଏଥିରେ ସଂପୃକ୍ତ ଥିବା ଅଭିଯୁକ୍ତ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ
Read More...

ବଡଗମଡା ଗାଁରେ ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନର ପ୍ରତିଷ୍ଠା ଦିବସ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ପଞ୍ଚାୟତ ଅନ୍ତର୍ଗତ ବଡ଼ଗମଡା ଗ୍ରାମରେ ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନର ତୃତୀୟ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ଆରାଧ୍ୟ ଦେବୀ ମା' ଜାଡେନଙ୍କ ପୀଠଠାରେ
Read More...

ଧର୍ମ ପରାୟଣା ମହିଳାଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସହରର ଜଣାଶୁଣା ବ୍ୟକ୍ତି ସ୍ୱର୍ଗତ ରାମ ପ୍ରସାଦ ସୁନ୍ଦର ତ୍ରିବେଦୀଙ୍କ ଧର୍ମପତ୍ନୀ ରାମ କିଶୋରୀ ତ୍ରିବେଦୀଙ୍କ ୯୪ ବର୍ଷ ବୟସରେ ଗୁରୁବାର ସକାଳ ୧୧ ଘଟିକାରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମ ପରାୟଣା ତଥା ପରୋପକାରୀ ମହିଳା ଥିଲେ । ମୃତ୍ୟୁ
Read More...

ଚକରକେନ୍ଦ +୩ ଏସ୍‌କେବିବିଏମ୍‌ ବିଦ୍ୟାଳୟରେ ରକ୍ତଦାନ ଶିବିର

ବରଗଡ, (ନିରୋଜ କୁମାର ପାଣୀ) : ସନ୍ଥ କବି ଭୀମ ଭୋଇ ମହିମା +୩ ମହାବିଦ୍ୟାଳୟଠାରେ, କଲେଜ ରେଡକ୍ରସ୍ ୟୁନିଟ ଆୟୋଜନରେ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରିନ୍ସିପାଲ କାର୍ତ୍ତିକେୟ ସଥୁଆ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବେ ସମ୍ବିଦ ଆଚାର୍ଯ୍ୟ, ରବିଶଙ୍କର
Read More...

କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀମାନଙ୍କ ଦ୍ୱାରା ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମାନ କାମକୁ ସମାନ ଦରମା ଏବଂ ଆଉଟସୋର୍ସିଂ ବ୍ୟବସ୍ଥା ଉଚ୍ଛେଦ, ସ୍ଥାୟୀ ନିଯୁକ୍ତି ଦାବୀରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀମାନଙ୍କ ଦ୍ୱାରା ବୁଧବାର ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ
Read More...

ରାଣୀପୁର ଝରିଆଲ ବିକାଶ ପାଇଁ ୪ କୋଟି ଅନୁମୋଦନ କଲେ ରାଜ୍ୟ ସରକାର

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ସମଗ୍ର ପୃଥିବୀରେ ୬୪ ଯୋଗିନୀ ପୀଠ ଚାରୋଟି ସ୍ଥାନରେ ଥିବା ବେଳେ ଓଡିଶାରେ ଦୁଇଟି ସ୍ଥାନରେ ଅବସ୍ଥିତ । କିନ୍ତୁ ରାଣୀପୁର ଝରିଆଲ ଏ ମଧ୍ୟରେ ଅନ୍ୟତମ । ଷଷ୍ଠରୁ ନବମ ଶତାବ୍ଦୀ ମଧ୍ୟରେ ସୋମବଂଶୀମାନଙ୍କ ଦ୍ୱାରା ନିର୍ମିତ ଏହି ପୀଠ ଶତାବ୍ଦୀ ଶତାବ୍ଦୀ
Read More...

ଦ୍ୱିତୀୟ ଦିନରେ ପହଁଚିଲା ଡ୍ରାଇଭର ମହାସଂଘର ଧର୍ମଘଟ

ଅତ୍ୟାବଶ୍ୟକ ସାମଗ୍ରୀ ଚିନ୍ତାରେ ଖାଉଟି, ଯାତ୍ରୀ ହନ୍ତସନ୍ତ ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଡ୍ରାଇଭର ଏକତା ମହାମଞ୍ଚ ଆନୁକୂଲ୍ୟରେ ମାର୍ଚ୍ଚ ୧୫ ତାରିଖରୁ ୧୦ ଦଫା ଦାବୀ ନେଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଜାରି ରଖିଛି
Read More...

ସୁରବାବାଙ୍କ ତ୍ରାହି ଅଚ୍ୟୁତ ଜମି କେଳେଙ୍କାରୀ ମାମଲାରେ କ୍ରାଇମବ୍ରାଞ୍ଚକୁ ମିଳିଲା ବଡ଼ ସଫଳତା

ଛତ୍ରପୁର ଏସ୍‌ଡ଼ିଜେଏମ୍‌ କୋର୍ଟରେ ହୋଇଥିବା କଗ୍ନିଜାନ୍ସ ଓ ତତ୍ ସମ୍ବନ୍ଧୀୟ ଶୁଣାଣି ସମସ୍ତ କେସକୁ ଖାରଜ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସୁରବାବାଙ୍କ ତ୍ରାହି ଅଚ୍ୟୁତ ଜମି କେଳେଙ୍କାରୀ ମାମଲାରେ କ୍ରାଇମବ୍ରାଞ୍ଚକୁ ମିଳିଲା ବଡ଼ ସଫଳତା ।
Read More...

ଅବନୀ ଶତପଥୀଙ୍କ ମା’ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ କଂଗ୍ରେସ ସଭାପତି ଅବନୀ ଶତପଥୀଙ୍କ ମାତା ସ୍ୱର୍ଗୀୟ ଭାଗ୍ୟଲତା ଶତପଥୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ସୋମବାର ସନ୍ଧ୍ୟାରେ ବର୍ଣ୍ଣାଢ଼୍ୟ ସାମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଗଞ୍ଜାମ ଜିଲ୍ଲାର ବହୁ କଂଗ୍ରେସ ନେତ୍ତୃବର୍ଗ,
Read More...