Daily Archives

ଆଜିଠାରୁ ରାଜ୍ୟରେ ଶୁଭାରମ୍ଭ ହେଉଛି “ବାଲ୍ ଆଧାର” କାର୍ଯ୍ୟକ୍ରମ

ଭୁବନେଶ୍ୱର : ଆଜିଠାରୁ ଆମ ରାଜ୍ୟରେ ଶୁଭାରମ୍ଭ ହେଉଛି "ବାଲ୍ ଆଧାର" କାର୍ଯ୍ୟକ୍ରମ । ଶିଶୁଙ୍କ ଜନ୍ମ ପରେ ପରେ ଆଧାର କାର୍ଡ ସଂଯୁକ୍ତ ସହ ଜନ୍ମ ପଞ୍ଜିକରଣ କରନ୍ତୁ । ଆଧାର ସଂଯୋଗ ଦ୍ୱାରା ସରକାରୀ ସେବା ପାଇବା ସହଜ ହୋଇଥାଏ । ଶିଶୁ ଜନ୍ମ ହୋଇଥିବା ଚିକିତ୍ସାଳୟ ସହ ଯୋଗାଯୋଗ କରି ବାଲ୍ଆଧାର
Read More...

ଟ୍ରେନ୍‌ ଧକ୍କାରେ ଯୁବକ ଗୁରୁତର

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ରେଳ ଷ୍ଟେସନ ଅନ୍ତର୍ଗତ କତରକେଲା ରେଳ ଫାଟକ ନିକଟରେ ଏକ ମାଲବାହୀ ଟ୍ରେନ୍‌ ଧକ୍କାରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସେ ଜଣେ ମାନସିକ ବିକୃତ ଯୁବକ ବୋଲି କୁହାଯାଉଛି । ଆଇନଜୀବୀ ବିରେନ୍ଦ୍ର ବାଗ ଆମ୍ବୁଲାନ୍ସ ଡାକି ଗୁରୁତର
Read More...

ଛତ୍ରପୁର ଗୌରୀଶଙ୍କର ମନ୍ଦିରରୁ ମୃତଦେହ ଉଦ୍ଧାର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହର ଗୌରୀଶଙ୍କର ମନ୍ଦିର ପରିସରରୁ ଗତକାଲି ଜଣେ ମୃତବ୍ୟକ୍ତିଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ ବୋଲି ଜଣାପଡିଛି । ମୃତ ବ୍ୟକ୍ତି ଜଣକ ହେଲେ ଛତ୍ରପୁର ଆଦର୍ଶ ଥାନା ଅଧିନସ୍ଥ ସଦରଦପ୍ତର ସନ୍ନିକଟ ପାଲିଆଛତ୍ରପୁର ଗ୍ରାମର
Read More...

୮ ଲିଟର ମଦ ଜବତ, ୧ ଗିରଫ

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ପୁଲିସ ବୁଧବାର ୮ ଲିଟର ମଦ ଜବତ କରିବା ସହ ଏଥିରେ ସମ୍ପୃକ୍ତ ବଡଙ୍ଗୋମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ନରସିଂହପୁର ଗ୍ରାମର ନେପାଳ ସିଂ ନିନାଙ୍କୁ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁସାରେ ନରସିଂହପୁରଠାରେ ବେଆଇନ ଭାବେ ଏକ ଦୋକାନରେ ମଦ ବିକ୍ରି
Read More...

କୁକୁରଙ୍କ କବଳରୁ ହରିଣକୁ ଉଦ୍ଧାର କଲେ ଗ୍ରାମବାସୀ

ଉଦଳା : ପୁଣି ଜନବସତି ମୁହାଁ ବନ୍ୟଜନ୍ତୁ । ଶିମିଳିପାଳରୁ ଖସି ଆସି ଜନବସତିରେ ପଶିଥିବା ଏକ ହରିଣକୁ ଉଦ୍ଧାର କରି ଆଜି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି ସ୍ଥାନୀୟ ଲୋକେ । ଉଦଳା ବନାଞ୍ଚଳ ଅଧୀନ ଏନ୍‌ଏସି ୧୨ ନମ୍ବର ୱାର୍ଡରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସୂଚନାନୁଯାୟୀ, ଆଜି ସକାଳ
Read More...

ଦ୍ୱିତୀୟ ଦିନରେ ଖପ୍ରାଖୋଲରେ ଡ୍ରାଇଭର ସଂଘର ଧର୍ମଘଟ

ଆନ୍ଦୋଳନରେ ସାମିଲ ହେଲେ ଶତାଧିକ ଡ୍ରାଇଭର, ଗାଡି ଚଳାଚଳ ସମ୍ପୂର୍ଣ୍ଣ ଠପ୍‌ ଖପ୍ରାଖୋଲ, (ଅଶୋକ ବାଗ) : ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ରାଜ୍ୟବ୍ୟାପି ଧର୍ମଘଟ ଡାକରା ଦିଆଯାଇଥିବା ବେଳେ ଖପ୍ରାଖୋଲ ବ୍ଲକ ଡ୍ରାଇଭର ସଂଘ ଆଜି ପୁଣି ଆନ୍ଦୋଳନରେ ସାମିଲ ହୋଇଥିଲେ । ଡ୍ରାଇଭରମାନଙ୍କ
Read More...

ଦୁର୍ବୃତ୍ତଙ୍କୁ ଧରିବା ବେଳେ ପୁଲିସ ଉପରକୁ ବୋମା ମାଡ଼

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ସହର ଉପକଣ୍ଠ ତଥା ନିମଖଣ୍ଡି ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ରବିହାର ଅଞ୍ଚଳରେ ବୁଧବାର ଅପରାହ୍ନରେ ଅପରାଧୀଙ୍କୁ ଧରିବାକୁ ଯାଇଥିବା ବେଳେ ପୋଲିସ ଉପରକୁ ବୋମା ମାଡ଼ ହୋଇଥିବା ସୂଚନା ମିଳିଛି । ଦୁଇ ମହିଳାଙ୍କ ସମେତ ମୋଟ ୫ଜଣଙ୍କୁ ଥାନାକୁ
Read More...

ନ୍ୟୁଜିଲାଣ୍ଡରେ ଭୂମିକମ୍ପ ଅନୁଭୂତ

ନୂଆଦିଲ୍ଲୀ : ନ୍ୟୁଜିଲାଣ୍ଡର କେରମାଡେକ୍‌ ଦ୍ୱୀପପୁଞ୍ଜରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିବା ଖବର ମିଳିଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ନ୍ୟୁଜିଲାଣ୍ଡର ଉତ୍ତରାଞ୍ଚଳରେ ଥିବା ଆଇସଲାଣ୍ଡ କେରମାଡେକ୍‌ରେ ଗୁରୁବାର ଜୋରଦାର ଝଟ୍‌କା ଅନୁଭୂତ ହୋଇଥିବା
Read More...

ଆଜି ଶେଷ ହେବ ୨ୟ ପର୍ଯ୍ୟାୟ ଜେଇଇ ମେନ୍‌ ଆବେଦନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଡିଗ୍ରୀ ଇଞ୍ଜିନିୟରିଂ ପଢ଼ିବା ପାଇଁ ଦେଶରେ ହେଉଥିବା ଏକକ ପ୍ରବେଶିକା ପରୀକ୍ଷା ତଥା ଦ୍ୱିତୀୟ ପର୍ଯ୍ୟାୟ ଜେଇଇ ମେନ୍‌ ଏପ୍ରିଲ ୬ରୁ ଆରମ୍ଭ ହେବ । ଏହା ଲାଗି ଆବେଦନ କରିବାର ଶେଷ ତାରିଖ ମାର୍ଚ୍ଚ ୧୪ ତାରିଖ ଥିଲା । ହେଲେ ଛାତ୍ରଛାତ୍ରୀଙ୍କ ସୁବିଧା ଲାଗି
Read More...

ରାଜ୍ୟରେ ସ୍ୱଚ୍ଛ ତଥା ସବୁଜ ଶକ୍ତିର ବ୍ୟାପକ ବ୍ୟବହାର ଉପରେ ସରକାର ଯୋଜନା ପ୍ରସ୍ତୁତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ସ୍ୱଚ୍ଛ ତଥା ସବୁଜ ଶକ୍ତିର ବ୍ୟାପକ ବ୍ୟବହାର ଉପରେ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ପ୍ରଦୂଷଣ ରହିତ ଶକ୍ତିର ଆବଶ୍ୟକତା ତଥା ଏ ସଂକ୍ରାନ୍ତ ଯୋଜନା ପ୍ରସ୍ତୁତ ପାଇଁ ରାଜ୍ୟସ୍ତରୀୟ ଷ୍ଟିଅରିଂ କମିଟି ବୈଠକ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ
Read More...
error: Content is protected !!