Daily Archives

ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ସଭା ଅନୁଷ୍ଠିତ

ବଲାଙ୍ଗିର, (ଦେବଶିଷ ମିଶ୍ର) : ଆଦାନୀ ଗ୍ରୁପର ମାର୍କେଟର ଜାଲିଆତି ତଥା ରାଷ୍ଟ୍ର ବିରୋଧୀ କାରନାମା ବିରୁଦ୍ଧରେ ଆଜି ଜିଲ୍ଲା କଂଗ୍ରେସ କମିଟି ବଲାଙ୍ଗିର ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଧାରଣା ଓ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଯାଇଛି । ନଗର କଂଗ୍ରେସ ସଭାପତି ବୁଲୁ…
Read More...

ସାହାରା ଇଣ୍ଡିଆ ଜମାକାରୀଙ୍କ ସମସ୍ତ ଟଙ୍କା ଫେରସ୍ତ କରିବାକୁ ପ୍ରଶାସନଠାରେ ଦାବୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅର୍ଥ ଜମାକାରୀ ସଂସ୍ଥା "ସାହାରା ଇଣ୍ଡିଆ" କମ୍ପାନୀ ହଡ଼ପ କରିଥିବା ଜମାକାରୀଙ୍କ ଅଥବା ଲୋକଙ୍କ କୋଟି କୋଟି ଟଙ୍କା ଫେରସ୍ତ କରିବାକୁ ଦାବୀ ହୋଇଛି । ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ସ୍ଥ ଜଉଗଡ଼ ସମ୍ମିଳନୀ ଗୃହରେ ମାସର ପ୍ରଥମ ସୋମବାର ଦିନ…
Read More...

ସି.କେ. ନାଇଡୁ ଟ୍ରଫି : ଓଡିଶା – ମେଘାଳୟ ମ୍ୟାଚ୍‌, ମଜବୁତ ସ୍ଥିତିରେ ଓଡିଶା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ଚାଲିଥିବା ସି.କେ. ନାଇଡୁ ଟ୍ରଫିର ଦ୍ୱିତୀୟ ଦିବସରେ ଓଡିଶା କାଲିର ଅସମାପ୍ତ ପାଳି ୯୬-୫ରୁ ଖେଳ ଆରମ୍ଭ କରି ସମୁଦାୟ ୩୩୨ ରନ୍‌ ସଂଗ୍ରହ କରି ଅଲ୍‌ ଆଉଟ ହୋଇଯାଇଥିଲା । ଓଡିଶା ଦଳ ତରଫରୁ ସ୍ୱାସ୍ଥିକ ସାମଲ ୮୮ ରନ୍‌, ଅନିଲ…
Read More...

୨ ବର୍ଷ କରୋନା ପରେ ଐତିହ୍ୟ ସମ୍ପହ୍ନ ରାଣୀପୁର ଝରିଆଲ ମହାଶିବରାତ୍ରୀ ପାଇଁ ଶ୍ରଦ୍ଧାଳୁଙ୍କ ହେବ ଭିଡ଼

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲାର ସର୍ବପୁରାତନ ଐତିହ୍ୟ ସମ୍ପହ୍ନ ବଙ୍ଗୋମୁଣ୍ଡା ବ୍ଲକର ଯୋଗିନୀପୀଠ ରାଣୀପୁର ଝରିଆଲ ସୋମେଶ୍ୱର ଶୈବପୀଠରେ ମହାଶିବରାତ୍ରୀ ପାଳନ ପାଇଁ ମନ୍ଦିର ପୂଜା କମିଟିର ସଭାପତି ମାଣିକଚନ୍ଦ ଜୈନଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।…
Read More...

ତୁଳସୀଟୋଲାରେ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆର୍‌ଏମ୍‌ସିର ୱାର୍ଡ ନଂ ୪ ତୁଳସୀଟୋଲାଠାରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ନିର୍ଦ୍ଦେଶକ୍ରମେ ଜେପି ହସପିଟାଲ୍ ତରଫରୁ ଏକ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୧୬୦ ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିଲା…
Read More...

କପିଲାଭଟାରେ ବାର୍ଷିକ ଭାଗବତ ପାରାୟଣ ଉପଲକ୍ଷେ ସତସଙ୍ଗ କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗାଁରେ ଥିବା ରାଧାକୃଷ୍ଣ ପ୍ରହରୀ ମଣ୍ଡପ ଠାରେ ବାର୍ଷିକ ଭାଗବତ ପାରାୟଣ ଉପଲକ୍ଷେ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କର୍ତ୍ତା ଭାବେ ନୀଳମଣି ବିଶି ଓ ତାଙ୍କ ସହଧର୍ମିଣୀ ସୁଶୀଳା ବିଶି…
Read More...

ବିପଦ ସଂକୁଳ ଅବସ୍ଥାରେ ଛୋଟ ଛୋଟ ପିଲା ଅଧ୍ୟୟନରତ : ସରକାର ଚେତିବେ କେବେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଛତିଶଗଡ ସୀମାନ୍ତରେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଦାବପାଲି ଗାଁ ଅବସ୍ଥିତ । ୧୯୬୦ ମସିହାରେ ଦାବପାଲି ଗ୍ରାମରେ ପ୍ରତିଷ୍ଠା ହୋଇଥିବା ପ୍ରାଥମିକ ବିଦ୍ୟାଳୟକୁ ଏବେ ରାଜ୍ୟ ସରକାର କିଛି ବର୍ଷ ପୂର୍ବେ ପ୍ରକଳ୍ପ ଉଚ୍ଚ ପ୍ରାଥମିକ…
Read More...

୫ ଦିନ ଧରି ଚାଲିଥିବା ମଣ୍ତୋଖୋଲ ଯାତ୍ରା ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବୁକୁରାମୁଣ୍ତା ଗ୍ରାମରୁ ୪ କିମି ଦୂର ପାହାଡ ଉପରେ ପାଞ୍ଚଦିନ ଧରି ଚାଲିଥିବା ମଣ୍ତୋଖୋଲ ଯାତ୍ରା ଉଦ୍‌ଯାପିତ ହୋଇଯାଇଛି । ଦୀର୍ଘ ବର୍ଷ ଧରି ମଣ୍ତୋଖୋଲ ପାହାଡ ଉପରେ ପୂଜକ ସୌକିଲାଲ ବରିହାଙ୍କ…
Read More...

ବରକେରା ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଚଳିତ ଶିକ୍ଷାବର୍ଷ ୨୦୨୨-୨୦୨୪ରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାର ପବିତ୍ର ପ୍ରାଙ୍ଗଣରେ ବାର୍ଷିକ…
Read More...

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ବିଭିନ୍ନ ୧୫ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଡିଆର୍‌ଡିଏ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ…
Read More...