Yearly Archives

2022

ହାତୀ ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ

ରାଇରଙ୍ଗପୁର : ରାଇରଙ୍ଗପୁର ବନଖଣ୍ଡର ମଣଦା ରେଞ୍ଜ ଅନ୍ତର୍ଗତ ଦେଓପଟା ଗ୍ରାମ ନିକଟରେ ହାତୀ ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ । ମୃତକ ଜଣକ ହେଲେ ରତନ ସୋରେନ । ସୂଚନାନୁଯାୟୀ, ରତନ ସୋରେନ ଗତକାଲି ରାତି ପ୍ରାୟ ୧୦ଟାରେ ପରିସ୍ରା କରିବାକୁ ବାଡିପଟକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର…
Read More...

ଚାଷୀଙ୍କ ଝିଅ ହରିୟାଣା ବୋର୍ଡ ଟପ୍ପର

ଚଣ୍ଡିଗଡ : ହରିୟାଣା ରୋହତକ ଜିଲ୍ଲା ଅନ୍ତର୍ଗତ ନିନ୍ଦାନା ଗ୍ରାମର ଜଣେ କୃଷକଙ୍କ ଝିଅ କାଜଲ ହରିୟାଣା ଦ୍ୱାଦଶ ବୋର୍ଡ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି । କେସିଏମ୍‌ ଉଚ୍ଚ ମଧ୍ୟମିକ ବିଦ୍ୟାଳୟ, ନିନ୍ଦାନା, ରୋହତକରେ ପଢୁଥିବା କାଜଲ ମୋଟ ୫୦୦ ମାର୍କରୁ ୪୯୮ ମାର୍କ ରଖିଛନ୍ତି ।…
Read More...

ଡିଭାଇଡରରେ ପିଟି ହୋଇ କାର୍‌ ଚୁରମାର୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ମହାଦେବ ମନ୍ଦିର ଛକରେ ବିଳମ୍ବିତ ରାତିରେ ଡିଭାଇଡରରେ ପିଟି ହୋଇ ଏକ କାର୍‌ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି । ଦୃତ ଗତିରେ ଆସୁଥିବା କାର୍‌(ଓଡି୧୭ଏନ୍‌୩୪୮୨) ଗାଡି ଭାରସାମ୍ୟ ହରାଇ ଡିଭାଇଡରକୁ ପିଟି ଦେଇଥିଲା । ଫଳରେ କାରର ସାମ୍‌ନା…
Read More...

କୁକୁର ଆକ୍ରମଣରେ ୫ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ବୁଲା କୁକୁରଙ୍କ ଦୋରାତ୍ମ୍ୟ ବଢିବାରେ ଲାଗିଛି । ବ୍ରହ୍ମଣପଡାଠରେ କୁକୁର କାମୁଡାରେ ୫ ଜଣ ଗୁରୁତର ହୋଇଥିବା ଖବର ମିଳିଛି । ସମସ୍ତ ଗୁରୁତରଙ୍କୁ ଭୀମଭୋଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟ ପକ୍ଷରେ ୫ ଜଣ ବ୍ୟକ୍ତି…
Read More...

୧୦୦ତମ ଜନ୍ମ ଦିବସରେ ନିଜ ମା’ଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ଆସନ୍ତାକାଲି ଅର୍ଥାତ ଜୁନ୍‌ ୧୮ ତାରିଖ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ହୀରାବାଙ୍କ ୧୦୦ତମ ଜନ୍ମ ଦିବସ । ଶନିବାର ପ୍ରଧାନମନ୍ତ୍ରୀ ମୋଦୀ ଗାନ୍ଧୀନଗରଠାରେ ତାଙ୍କ ମା’ଙ୍କୁ ଭେଟିବାକୁ ଯିବାର ସମ୍ଭାବନା ରହିଛି । ଯେଉଁଠସି ବୁଧବାର ତାଙ୍କ ନାମରେ ଏକ ରାସ୍ତାର…
Read More...

ଖାଇବା ତେଲ ଦାମ୍‌ ୧୫ ଟଙ୍କା ହ୍ରାସ

ନୂଆଦିଲ୍ଲୀ : ବ୍ରାଣ୍ଡେଡ ଖାଇବା ତେଲର ଲିଟର ପିଛା ଦାମ୍‌ ୧୫ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି । ଆନ୍ତର୍ଜାତିକ ବଜାରରେ ଦାମ୍‌ କମିବାରୁ ଭାରତରେ ପାମ୍‌ ଅଏଲ୍‌, ସନ୍‌ ଫ୍ଲାୱାର ଓ ସୋୟାବିନ୍‌ ଅଏଲ୍‌ର ଦାମ ହ୍ରାସ ପାଇଛି । ପାମ୍‌ ଅଏଲ୍‌ ଦାମ୍‌ରେ ଲିଟର ପିଛା ୭-୮ ଟଙ୍କା, ସନ୍‌ ଫ୍ଲାୱାର…
Read More...

ମାଷ୍ଟର କାର୍ଡ ଉପରୁ ହଟିଲା କଟକଣା

ମୁମ୍ବାଇ : ମାଷ୍ଟର କାର୍ଡ ଉପରେ ଲଗାଯାଇଥିବା କଟକଣାକୁ ପାଖାପାଖି ବର୍ଷକ ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରତ୍ୟାହାର କରିଛି । ଡାଟା ସଂରକ୍ଷଣ ନିୟମକୁ ପାଳନ କରିବାରେ ବିଫଳ ହେବାରୁ ୨୦୨୧ ଜୁଲାଇ ୨୨ରେ ଏହି ସଂସ୍ଥା ଉପରେ ରିଜର୍ଭ ବ୍ୟାଙ୍କ କଟକଣା ଜାରି କରିଥିଲା । ନୂଆ ଗ୍ରାହକ ଯୋଡିବାକୁ…
Read More...

ଶିଶୁ ଭବନରେ ବଢିଲା ଆଇସିୟୁ ବେଡ୍‌ ସଂଖ୍ୟା

କଟକ : ଶିଶୁ ଭବନରେ ଆଇସିୟୁ ବେଡ ପାଇବା ପାଇଁ ଏକ ସପ୍ତାହ କାଳ ଅପେକ୍ଷା କରୁଥିବା ଶିଶୁ ରୋଗୀଙ୍କ ପରିବାରର ଦୁଃଖ ଗଲା । ଶିଶୁ ଭବନରେ ଅଧିକ ୧୪ ଟି ଆଇସିୟୁ ବେଡ ସଂଖ୍ୟା ବୃଦ୍ଧି ଘଟିଛି । ଫଳରେ ଶିଶୁ ଭବନରେ ଆଇସିୟୁ ବେଡ ସଂଖ୍ୟା ୩୫ ଛୁଇଁଛି । ସମାନ୍ତରାଳ ଭାବେ ଶିଶୁ ଭବନ ଉପରେ ନିର୍ଭର…
Read More...

ସୁକତେଲ ପ୍ରଭାବିତ ଖୁଣ୍ଟପାଲିରେ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି

ଚୁଡାପାଲି : ସଦର ବ୍ଲକ ଖୁଣ୍ଟପାଲିଠାରେ ଚଳିତ ବର୍ଷ ରଥଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ଗ୍ରାମର ଅର୍ଦ୍ଧାଧିକ ଲୋକ ଲେୟର ସୁକତେଲ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହୋଇ ବଲାଙ୍ଗିର ଲର୍କିପାଲି ମୌଜା ଓ ଅନ୍ୟାନ୍ୟ ସ୍ଥାନକୁ ଥଇଥାନ ପାଇଁ ବିସ୍ଥାପିତ ହୋଇଛନ୍ତି…
Read More...

ସାପ କାମୁଡାରେ ମହିଳା ମୃତ

ଭବାନୀପାଟଣା, (ପି.କେ. ସାହୁ) : ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଟିକିରାପଡାଠାରେ ସାପ କାମୁଡାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଟିକିରାପଡାର ଅଞ୍ଜନା ସାହୁ ଛେଳି ଚରାଇବା ପାଇଁ ଯାଇଥିଲେ । ସେଠାରେ ତାଙ୍କୁ ଏକ ବିଷଧର ସାପ ତାଙ୍କୁ…
Read More...