Daily Archives

ଯମୁନା ମାହେଶ୍ଵରୀ ମନ୍ଦିରରେ ଡୁମାଳ ସମାଜ ଯମୁନା ଚକର ବିରାଟ ସାଙ୍ଗଠନିକ ବୈଠକ

ସଂଗଠନରେ ଦୃଢ଼ତା ଓ ସୁପରିଚାଳନା ଉପରେ ଗୁରୁତ୍ୱ ଆରୋପ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକ୍ ହଳଦୀ ପଞ୍ଚାୟତ ଯମୁନା ଗ୍ରାମରେ ଥିବା ଡୁମାଳ ସମାଜର ଅଧିଷ୍ଠାତ୍ରୀ ଦେବୀ ମାଁ ମାହେଶ୍ୱରୀଙ୍କ ସର୍ବ ପୁରାତନ ପୀଠରେ ଗୁରୁବାର ମହାଲକ୍ଷ୍ମୀ ପୂଜା ଓ…
Read More...

ବଲାଙ୍ଗିରରେ ବିଶ୍ଵ ମୃତ୍ତିକା ଦିବସ ପାଳିତ

ମାଟିର ଉପଯୁକ୍ତ ପରୀକ୍ଷା, ଯତ୍ନ ଓ ସଂରକ୍ଷଣ ଉପରେ ଗୁରୁତ୍ଵାରୋପ ବଲାଙ୍ଗିର, (କେପିଏନ୍‌ଏସ୍‌) : କୃଷି ବିଭାଗର ତାଲିମ ପ୍ରତିଷ୍ଠାନଠାରେ ଜିଲ୍ଲା କୃଷି ବିଭାଗ ଓ କୃଷି ବିଜ୍ଞାନ କେନ୍ଦ୍ର ମିଳିତ ଆନୁକୁଲ୍ୟରେ ବିଶ୍ଵ ମୃତ୍ତିକା ଦିବସ ପାଳିତ ହୋଇଯାିଛି । କେବିକେ ମୁଖ୍ୟ ବୈଜ୍ଞାନିକ…
Read More...

ଜବାହାରଲାଲ ନେହେରୁ ଇନଡୋର ଷ୍ଟଡିୟମରେ ଆନ୍ତର୍ଜାତୀକ ବ୍ୟାଡମିଣ୍ଟନ ପ୍ରତିଯୋଗିତା

ଓଡିଶା ମାଷ୍ଟର୍ସ ୨୦୨୪ ପାଇଁ ଜୋରଦାର ପ୍ରସ୍ତୁତିଓଡିଶାର ଭାଗ ନେବେ ଋତୁପଣ୍ଣା ଓ ସ୍ୱେତାପର୍ଣ୍ଣା ପଣ୍ଡା, ଆୟୁଷ ପଟ୍ଟନାୟକ ଓ ଅଭିନାଶ ମହାନ୍ତି, ଅମ୍ରିତ ମହାନ୍ତି ଓ ଅଭିଜିତ ମହାରଣାଙ୍କ ଯୋଡି ଭୁବନେଶ୍ୱର : ଆନ୍ତର୍ଜାତୀକ ବ୍ୟାଡମିଣ୍ଟନ ପ୍ରତିଯୋଗିତା ବି.ଡବ୍ଲୁ.ଏଫ୍ ଟୁର ସୁପର ୧୦୦…
Read More...

ଜାତୀୟ ପଞ୍ଚାୟତ ପୁରସ୍କାର – ୨୦୨୪ : ୭ଟି ବିଭାଗରେ ଓଡ଼ିଶାକୁ ମିଳିବ ପୁରସ୍କାର

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରଣାଳୟ ଦ୍ୱାରା ପ୍ରଦତ୍ତ ‘ଜାତୀୟ ପଞ୍ଚାୟତ ପୁରସ୍କାର - ୨୦୨୪’ରେ ଓଡ଼ିଶାକୁ ସାତଗୋଟି ବିଭାଗରେ ପୁରସ୍କୃତ କରାଯିବ । ଆସନ୍ତା ଡିସେମ୍ବର ୧୧ରେ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ପୁରସ୍କାର ବିତରଣ…
Read More...

ସାଲେଭଟାରେ ସମ୍ବିଧାନ ଦିବସ ପାଳିତ

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଳକ ସାଲେଭଟାଠାରେ ୭୫ତମ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଡୁଙ୍ଗୁରିପାଲିରୁ ଆସିଥିବା ଡଃ. ଭିମରାଓ ଆମ୍ବଦକରଙ୍କ ସମ୍ବିଧାନ ପୁସ୍ତକକୁ ପୂଜା ଅର୍ଚ୍ଚନା କରି ସ୍ୱାଗତ କରାଯାଇଥିଲା । ସ୍ଥାନୀୟ ଚଣ୍ଡୀ ମନ୍ଦିର…
Read More...

ଗୁଳି ଫୁଟାଇ କାଜୁ ବ୍ୟବସାୟୀଙ୍କ ବ୍ୟାଗ ଲୁଟି ନେଲେ ର୍ଦୁବୃତ୍ତ : ୨ଟି ଖୋକା ଗୁଳି ଜବତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ଥାନା ଅନ୍ତର୍ଗତ ହୁମ୍ମା ଫାଣ୍ଡି ନିକଟବର୍ତ୍ତୀ ୧୬ ନମ୍ବର ଜାତୀୟ ରାଜପଥରେ ବୁଧବାର ରାତିରେ କିଛି ର୍ଦୁବୃତ୍ତ କାରରେ ଯାଉଥିବା କାଜୁ ବ୍ୟବସାୟୀ ଓ ସହଯୋଗୀଙ୍କୁ ବ୍ଲାଙ୍କ ଫାୟାରିଙ୍ଗ କରି ତାଙ୍କ ଠାରୁ ଏକ ବ୍ୟାଗ ଲୁଟିବାକୁ ଚେଷ୍ଟା କରୁଥିବା…
Read More...

ଗୀତା ଜୟନ୍ତୀ ପାଳନ ଉପଲକ୍ଷେ ବ୍ରାହ୍ମଣ ମହାସଭାର ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗୀତା ଜୟନ୍ତୀ ପାଳନ କରିବା ପାଇଁ ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭା ତରଫରୁ ସଭାପତି ଧନଞ୍ଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଶ୍ରୀ ନୃସିଂହମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ଆଇନଜୀବୀ ଜୟରାମ ମିଶ୍ର ଏ ବିଷୟରେ ବିସ୍ତୃତ ଆଲୋଚନା…
Read More...

ଛତ୍ରପୁର ବ୍ଲକ ମହାନାଦପୁର ସରସ୍ଵତୀ ଶିଶୁ ବିଦ୍ୟା ଭବନରେ ବିଜ୍ଞାନ ମେଳା ଆୟୋଜିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ମହାନାଦପୁର ଗ୍ରାମର ସରସ୍ଵତୀ ଶିଶୁ ବିଦ୍ୟା ଭବନ ଠାରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ଜଗନ୍ନାଥ ପଣ୍ଡା, ସମ୍ମାନିତ ଅତିଥି ଭାବେ ବଉଳଗାଁ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଏସ୍‌.…
Read More...

ଏକତ୍ର ରାଉରକେଲାର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪

ଚତୁର୍ଥ ଦିନ ପ୍ରତିଧ୍ଵନିର ନାଟକ ଖାଣ୍ଟି ସୁନା ଓ ନଟରାଜ ନୃତ୍ୟ ପରିଷଦର ନାଟକ ସମ୍ବୋଧନ ମଞ୍ଚସ୍ଥ ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ପୃଷ୍ଠପୋଷକତାରେ ଏକତ୍ର ରାଉରକେଲାର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ର ଚତୁର୍ଥ ଦିବସରେ…
Read More...

ପ୍ରୟାତ କବି ସନତ୍ ରାୟଙ୍କୁ ସାରସ୍ୱତ ଶ୍ରଦ୍ଧାଞ୍ଜଳି

ଅଙ୍ଗୁରବାଳା ପରିଡ଼ାଙ୍କୁ ସନତ୍ ରାୟ ସ୍ମୃତି ସମ୍ମାନ ରାଉରକେଲା, (ସସ୍ମିତା ପ୍ରଧାନ) : ସନତ୍ ରାୟ ସ୍ମୃତି କମିଟି ଆନୁକୂଲ୍ୟରେ କଲଚରାଲ୍ ଏକାଡେମୀ ପରିସରରେ ସନତ ସାହିତ୍ୟ ସମାରୋହ ସହିତ ସାରସ୍ଵତ ପ୍ରଗତିଶୀଳ କାବ୍ୟ ସନ୍ଧ୍ୟା ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱ ଓ…
Read More...