Daily Archives

ଓଡିଶା ଆଦର୍ଶ ବିଦ୍ୟାଳୟ ମଦନପୁରର ବାର୍ଷିକ କ୍ରୀଡା ଉଦ୍‌ଯାପିତ

ମ.ରାମପୁର, (ପ୍ରଦିପ କୁମାର ସାହୁ) : କଳାହାଣ୍ଡି ଜ଼ୀଲ୍ଲା ମ. ରାମପୁର ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ମଦନପୁର ଠାରେ ଅଧ୍ୟକ୍ଷ ସଞ୍ଜୟ କୁମାର ଦାସଙ୍କ ସଭାପତିତ୍ୱରେ ଦୁଇ ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡା ୨୦୨୪ ଉଦଯାପିତ ହୋଇଯାଇଛି । ପ୍ରଥମ ଦିନରେ ମଦନପୁର ପ୍ରାଥମିକ ଚିକିତ୍ସାଳୟର
Read More...

ଚଣାବାହାଲ ଗ୍ରାମରେ ଧାନଗଦା ପୋଡ଼ିଦେଲେ ଦୁର୍ବୃତ୍ତ

ଥାନାରେ ମାମଲା ରୁଜ୍ଜୁ ପୁଲିସର ତଦନ୍ତ ଜାରି ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଚଣାବାହାଲ ଗାଁର ଚାଷୀ ତରଣୀ ସୁନା (୪୫) ଧାନକାଟି ଅମଳ ପାଇଁ ରଖିଥିବା ବେଳେ ଦୁର୍ବୃତ୍ତ ନିଆଁ ଲଗାଇ ଦେବାରୁ ସବୁ ଧାନ ଜଳିଯୋନି ପାଉଁଶ ହୋଇଯାଇଛି । ଏ ବିଷୟରେ
Read More...

ବାଲିଖମାରରେ ଯୁବକଙ୍କୁ ନିସ୍ତୁକ ମାଡ ମାରି ଛୁରୀରେ ମରଣାନ୍ତକ ଆକ୍ରମଣ ସହ ଟଙ୍କା ଲୁଟ ଅଭିଯୋଗ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗୁଡିଘାଟ ପଞ୍ଚାୟତ ବାଲିଖମାର ଗ୍ରାମର ବାଳକୃଷ୍ଣ ଖେତିଙ୍କ ପୁଅ ଜ୍ୟୋତିରାଜ ଖେତି (୨୪) ନାମକ ଜଣେ ଯୁବକଙ୍କୁ ନିସ୍ତୁକ ମାଡ ମାରି ଛୁରୀରେ ମରଣାନ୍ତକ ଆକ୍ରମଣ ସହ ଟଙ୍କା ଲୁଟ ଅଭିଯୋଗ ହୋଇଛି । ସୂଚନା ଯୋଗ୍ୟ ଯେ,
Read More...

ଟିଟିଲାଗଡ ଉପଜିଲ୍ଲାପାଳ ଦମ୍ପତିଙ୍କ ହଳଦୀ ଡ୍ରାଗନ ଚାଷୀ ଚନ୍ଦ୍ରଧ୍ଵଜ ପୋଡଙ୍କ ଡ୍ରାଗନ ଚାଷ ପରିଦର୍ଶନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଟିଟିଲାଗଡ଼ ଉପଜିଲ୍ଲାପାଳ ରେହାନ ଖେତ୍ରି ( ଆଇଏଏସ) ନିଜ ଧର୍ମପତ୍ନୀଙ୍କ ସହ ହଳଦୀ ପଞ୍ଚାୟତର ଡ୍ରାଗନ୍ ଚାଷକୁ ପରିଦର୍ଶନ କରିଥିଲେ । ଏପିସି ପ୍ରକଳ୍ପ ଅନ୍ତର୍ଗତ ଉଦ୍ୟାନ କୃଷି ବିଭାଗ ଓ ସ୍ଥାନୀୟ ଜନମୁକ୍ତି ଅନୁଷ୍ଠାନ ସହଯୋଗରେ ଯୁବଚାଷୀ ଚନ୍ଦ୍ରଧ୍ଵଜ
Read More...

ମୁରିବାହାଲ ବ୍ଲକ ଯାଦବ ସମାଜ ସଭାପତି ରୂପେ ମନୋନୀତ ହେଲେ ଗଙ୍ଗାଧର ହେର୍ଣ୍ଣା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକ ସଦର ମହକୁମା ଯାଦବ ଭବନଠାରେ ବ୍ଲକସ୍ତରୀୟ ଯାଦବ ସମାଜର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁରିବାହାଲ ବ୍ଲକର ସମସ୍ତ ୨୨ଟି ପଞ୍ଚାୟତର ସଭାପତି ଓ ସମ୍ପାଦକ ତଥା ବହୁ
Read More...

୭୫ତମ ସମ୍ବିଧାନ ଦିବସ ଉପଲକ୍ଷେ ସଚେତନତା ସଭା ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଳକ ସାଲେଭଟା ଆମ୍ବେଦକର ଛକଠାରେ ୭୫ତମ ସମ୍ବିଧାନ ଦିବସ ଉପଲକ୍ଷେ ସଚେତନତା ସଭା ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ସମ୍ବିଧାନର ମୂଳ ପ୍ରତିଲିପିକୁ ଶୋଭାଯାତ୍ରାରେ ଗାଁ ପରିକ୍ରମା କରାଯାଇଥିଲା ।
Read More...

ୱିନର ବ୍ରାଇଟ ଫ୍ୟୁଚର ସ୍କୁଲରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଲା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ୱିନର ବ୍ରାଇଟ ଫ୍ୟୁଚର ସ୍କୁଲରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଲା ଅନୁଷ୍ଠିତ ହୋଇଯାଇଛି । ଏଥି ସହିତ ବିଭିନ୍ନ ଚିତ୍ରକଳା ଓ ହସ୍ତଶିଳ୍ପର ପ୍ରଦର୍ଶନୀ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପଂଚାୟତ ମହାବିଦ୍ୟାଳୟର ଆସିଷ୍ଟାଣ୍ଠ ପ୍ରଫେସର ଡଃ. କିଶୋର ନାୟକ,
Read More...

ବାସନ୍ତୀ ପାଠାଗାରର ଯୋଗ ପ୍ରଶିକ୍ଷଣ କେନ୍ଦ୍ରର ବାର୍ଷିକୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ ପାଠାଗାରର ଯୋଗ ପ୍ରଶିକ୍ଷଣ କେନ୍ଦ୍ରର ୧୮ ତମ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । କେନ୍ଦ୍ରର ଯୋଗଗୁରୁ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱ ଓ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାଠାଗାରର ସଭାପତି ଡ଼ଃ. ଶକ୍ତିପ୍ରସାଦ
Read More...

ଢୁଲିଆ ମହୁରୀଆ ଭେଟ୍‌ଘାଟ୍‌

ଓଡିଆ ସଂକୃତି ଓ ପରମ୍ପରାକୁ ଉଦଜୀବିତ କରିବ ଏହି କାର୍ଯ୍ୟକ୍ରମ ହରଭଙ୍ଗା, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ଖେଳ ପଡିଆ ଠାରେ ଜିଲ୍ଲାସ୍ତରୀୟ ଢୁଲିଆ ମହୁରୀଆ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଅଂଚଳର ଅଧିଷ୍ଠାତ୍ରୀ ଦେବୀ ମାଁ ବୁଢ଼ୀ
Read More...

ମ୍ୟୁଜିକ୍ ସର୍କଲର ବିଜୟା ଉତ୍ସବ ୨୦୨୪ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ 'ମ୍ୟୁଜିକ୍ ସର୍କଲ' ଆନୁକୂଲ୍ୟରେ ବିଜୟା ଉତ୍ସବ ୨୦୨୪ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଅଭୟ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବକୁ ଅବସରପ୍ରାପ୍ତ
Read More...