Yearly Archives

2022

ବିଜେଡ଼ି ପକ୍ଷରୁ ବିଶାଳ କର୍ମୀ ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ବିଜେଡି ପକ୍ଷରୁ ଆସନ୍ତା ୨୮ ତାରିଖ ରେଙ୍ଗାଲି ଜୋନ୍ ୧ରେ ହେବାକୁ ଥିବା ବିଶାଳ କର୍ମୀ ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ରେଙ୍ଗାଲି ସ୍ଥିତ ହରିହର ଧର୍ମଶାଳା ଠାରେ ରେଙ୍ଗାଲି ବିଜେଡି ବ୍ଲକ ସଭାପତି ଅଶୋକ କୁମାର…
Read More...

ବୁଢାରଜା ମନ୍ଦିର ବାଡ ନିର୍ମାଣ କାର୍ଯ୍ୟ ଆରମ୍ଭ

ରେଙ୍ଗାଲି : ଶ୍ୟାମ୍ ମେଟାଲିକ୍ସ ପକ୍ଷରୁ ରେଙ୍ଗାଲି ବ୍ଳକର ପଣ୍ଡଲୋଇ ଗ୍ରାମରେ ଥିବା ବୁଢାରଜା ମନ୍ଦିରର ବାଡ ନିର୍ମାଣ କାର୍ୟ୍ୟ ଆରମ୍ଭ କରାଯାଇଛି । କାର୍ଯ୍ୟ ଆରମ୍ଭ ସମୟରେ କମ୍ପାନୀର ବରିଷ୍ଠ ଅଧିକାରୀ ଏବଂ ମନ୍ଦିର ପରିଚାଳନା କମିଟିର ସଦସ୍ୟ ଓ ପୂଜକ ଉପସ୍ଥିତ ଥିଲେ ।
Read More...

ପ୍ରଶାନ୍ତି ଚାରିଟେବୁଲ ଟ୍ରଷ୍ଟ ଓ ଅସ୍ତିତ୍ୱର ମିଳିତ ସହଯୋଗରେ ଶ୍ରେଷ୍ଠ ଓଡିଆଣୀ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ

ଭୁବନେଶ୍ୱର : ପ୍ରଶାନ୍ତି ଚାରିଟେବୁଲ ଟ୍ରଷ୍ଟ ଓ ଅସ୍ତିତ୍ୱର ମିଳିତ ସହଯୋଗରେ ଶ୍ରେଷ୍ଠ ଓଡିଆଣୀ ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇ ଯାଇଛି । ଓଡିଆ ସଂସ୍କୃତି, ପରମ୍ପରା ଓ ଚଳଣି ଉପରେ ଆୟୋଜିତ ଏହି ପ୍ରତିଯୋଗିତାରେ ବିଭିନ୍ନ ପ୍ରାନ୍ତରୁ ୪୦୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ତେବେ…
Read More...

ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରାଜ୍ୟ ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

• ବୃହତ୍ତର ବ୍ରହ୍ମପୁର ମହାନଗର କରିବା ଯୋଜନାରେ ସହର ତଳି ଅଞ୍ଚଳ ମିଶ୍ରଣ ପ୍ରସ୍ତାବକୁ ଗୃହୀତ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) ଗତକାଲି ରାଜ୍ୟ ଗୃହ ଏବଂ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀଙ୍କ ବ୍ରହ୍ମପୁର ଗ୍ରସ୍ତ ହୋଇଛି । ଏହି ଅବସରରେ ବ୍ରହ୍ମପୁର ମହାନଗର…
Read More...

ଗଞ୍ଜାମ ଜିଲ୍ଲା ଶ୍ରମ ବିଭାଗୀୟ ସମୀକ୍ଷା ବୈଠକ ଅନୁଷ୍ଠିତ

ଶ୍ରମିକ ପଞ୍ଜିକରଣନୀତି ସରଳ ହେବ୨୦୨୫ ସୁଦ୍ଧା ଓଡ଼ିଶା ଶିଶୁଶ୍ରମିକ ମୁକ୍ତ ରାଜ୍ୟ ଭାବେ ପରିଗଣିତ ହେବ - ଶ୍ରମ ମନ୍ତ୍ରୀ ଗଞ୍ଜାମ, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଶ୍ରମ ବିଭାଗୀୟ ସମୀକ୍ଷା ବୈଠକ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଯାଇଅଛି ।…
Read More...

ତୁଷୁରା ଏବଂ କଣ୍ଟାବାଞ୍ଜିରେ ବହୁମୁଖୀ ଇନଡୋର ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ ଚାଲିଥିବା ନେଇ ଜିଲ୍ଲାପାଳଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ତୁଷୁରା ଏବଂ କଣ୍ଟାବାଞ୍ଜିରେ ବହୁମୁଖୀ ଇନଡୋର ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ ଚାଲିଥିବା ନେଇ ଜିଲ୍ଲାପାଳ ଚଂଚଳ ରାଣା ସୂଚନା ଦେଇଛନ୍ତି । ତେବେ ଚାଲିଥିବା ଏହି ବହୁମୁଖୀ ଇନଡୋର ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ କାମ ୨୦୨୨…
Read More...

ଲଗାଣ ବର୍ଷାରେ ଭାଙ୍ଗିଲା ଘର

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବରାଡଙ୍ଗା ଗାଁରେ ଲଗାଣ ବର୍ଷା ଯୋଗୁଁ ଦୁଇ ପରିବାରର ମାଟିଘର ଭାଙ୍ଗିଯାଇଛି । ଫଳରେ ଏବେ ଅସହାୟ ଅବସ୍ଥାରେ ସରକାରୀ ସହାୟତା ଲୋଡୁଛନ୍ତି ବିପନ୍ନ ପରିବାର । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବରାଡଙ୍ଗା ଗାଁର ଶଙ୍କର ନାଏକ ଓ ଶଙ୍କରା ରାଉତ ।…
Read More...

ତେଲକୋଇରେ ହାତୀର ମୃତଦେହ ଠାବ

ତେଲକୋଇ : ତେଲକୋଇ ବନାଞ୍ଚଳ କାଳିଆହତା ସେକ୍ସନ ଟୋଲକପଦା ଗାଁ ଜଙ୍ଗଲରେ ହାତୀର ମୃତଦେହ ପଡିଥିବା ଖବର ମିଳିଛି । ମୃତ ଶରୀରକୁ ଜଗି ରହିଛନ୍ତି ହାତୀପଲ । ଆଜି ହାତୀ ସ୍କ୍ବାର୍ଡ ମୃତ ହାତୀକୁ ଦେଖିବାକୁ ପାଇଥିଲେ ।
Read More...

କନ୍ଧମାଳ ଜିଲ୍ଲା ବିଜେପି ତରଫରୁ କଳା ଦିବସ ପାଳନ

କନ୍ଧମାଳ, (କେପିଏନ୍‌ଏସ୍‌) : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ଠାକୁରାଣୀ ଯାତ୍ରା କାର୍ଯ୍ୟାଳୟ ଠାରେ ଜିଲ୍ଲା ବିଜେପି ଦଳ ପକ୍ଷରୁ କଳା ଦିବସ ପାଳନ ପୂର୍ବକ ଏକ ବୈଠକ ଆୟୋଜିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ସଂଯୋଜକ ଭାବେ ଦେବ ନାରାୟଣ ପ୍ରଧାନ ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ…
Read More...

ଶୃଙ୍ଖଳିତ ରଥଯାତ୍ରାକୁ ନେଇ ଗଜପତି ମହାରାଜାଙ୍କ ଗୁରୁତ୍ୱାରୋପ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଶୃଙ୍ଖଳିତ ରଥଯାତ୍ରାକୁ ନେଇ ଗଜପତି ମହାରାଜାଙ୍କ ଗୁରୁତ୍ୱାରୋପ କରିଛନ୍ତି । ସ୍କନ୍ଧ ପୁରାଣ, ପୁରୁଷୋତ୍ତମ ମାହାତ୍ମ୍ୟ ଓ ରେକର୍ଡ ଅଫ ରାଇଟ ଅନୁସାରେ ମହାପ୍ରଭୁଙ୍କ ପ୍ରଚାର, ପ୍ରସାର ହେଉ । ଦୀର୍ଘ ୨ ବର୍ଷ ପରେ ଭକ୍ତଙ୍କ ଗହଣରେ ହେବ ରଥଯାତ୍ରା ।…
Read More...