pakka

ଶୃଙ୍ଖଳିତ ରଥଯାତ୍ରାକୁ ନେଇ ଗଜପତି ମହାରାଜାଙ୍କ ଗୁରୁତ୍ୱାରୋପ

bbehera

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଶୃଙ୍ଖଳିତ ରଥଯାତ୍ରାକୁ ନେଇ ଗଜପତି ମହାରାଜାଙ୍କ ଗୁରୁତ୍ୱାରୋପ କରିଛନ୍ତି । ସ୍କନ୍ଧ ପୁରାଣ, ପୁରୁଷୋତ୍ତମ ମାହାତ୍ମ୍ୟ ଓ ରେକର୍ଡ ଅଫ ରାଇଟ ଅନୁସାରେ ମହାପ୍ରଭୁଙ୍କ ପ୍ରଚାର, ପ୍ରସାର ହେଉ । ଦୀର୍ଘ ୨ ବର୍ଷ ପରେ ଭକ୍ତଙ୍କ ଗହଣରେ ହେବ ରଥଯାତ୍ରା । ଶୃଙ୍ଖଳିତ ରଥଯାତ୍ରା, ସୁରୁଖୁରୁରେ ନୀତି ସମ୍ପାଦନ, ରଥ ଉପରେ ଶ୍ରୀବିଗ୍ରହଙ୍କ ବିନା ବାଧାରେ ଦର୍ଶନ ନେଇ ଗଜପତିଙ୍କ ଗୁରୁତ୍ୱାରୋପ । ଭବିଷ୍ୟତରେ ରଥ ନିର୍ମାଣ କାଠ ସମସ୍ୟା ଦୂରୀକରଣ ପାଇଁ ରାଜ୍ୟ ସରକାର ଓ ଜଙ୍ଗଲ ବିଭାଗ ଶ୍ରୀଜଗନ୍ନାଥ ବନ ପ୍ରକଳ୍ପକୁ ସୂଚାରୁ ରୂପେ କାର୍ଯ୍ୟକ୍ଷମ କରିବାକୁ ପରାମର୍ଶ ଦେଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ ।

jay balangir
Leave A Reply

Your email address will not be published.

four × five =

error: Content is protected !!