Yearly Archives

2022

ଦଣ୍ଡାଦେଶ ଶୁଣି କୋର୍ଟ ପରିସରରୁ ଫେରାର ହେଲା ନିଶା ବେପାରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦଣ୍ଡାଦେଶ ଶୁଣିବା ପରେ ଭୁବନେଶ୍ୱର କୋର୍ଟ ପରିସରରୁ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡିଛି । ସୂଚନାନୁସାରେ ଫେରାର ଅଭିଯୁକ୍ତ ଜଣକ ହେଲେ ନିଶା ବେପାରୀ ବିଜୟ ମାଣିଆ । ନିଶା କାରବାରରେ ବିଜୟ ମାଣିଆ ଗିରଫ ହୋଇଥିଲା । ଏହି ମାମଲାର ଶୁଣାଣି କରି…
Read More...

ଅନ୍ତର୍ଜାତୀୟ ନିଶା ଦ୍ରବ୍ୟର ବ୍ୟବହାର ଓ ଅବୈଧ ତସ୍କରୀ ନିରାକରଣ ଦିବସ ପାଳନ

ନିଶା ଦ୍ରବ୍ୟରକୁ ଅଭ୍ୟାସ ଓ ଅବୈଧ ତସ୍କରୀକୁ ରୋକିବା ନିମନ୍ତେ ସବୁ ସ୍ତରରେ ଆନ୍ତରିକ ଉଦ୍ୟମ ରହିବା ଆବଶ୍ୟକ - ଆରକ୍ଷୀ ଅଧିକ୍ଷକ ଶ୍ରୀ ପଣ୍ଡା ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫରୁ ସାମାଜିକ ସୁରକ୍ଷା ବିଭାଗ ତଥା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ…
Read More...

ତେଲେନପାଲିରେ ରାଣୀ ଦୂର୍ଗାବତୀଙ୍କ ୪୫୮ତମ ବଳିଦାନ ଦିବସ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ତେଲେନପାଲି ପଞ୍ଚାୟତ ସ୍ଥାନୀୟ ବଜାର ପ୍ରାଙ୍ଗଣରେ ଗୋଣ୍ଡୱାନା ସାମ୍ରାଜ୍ୟର ମହାନ ବିରଙ୍ଗନା ରାଣୀ ଦୁର୍ଗାବତୀଙ୍କର ୪୫୮ତମ ବଳିଦାନ ଦିବସ ପାଳିତ ହୋଇଯାଇଛି । ଉକ୍ତ ସହୀଦ ଦିବସରେ ଗୋଣ୍ଡୱାନା ଛାତ୍ର ସଂଗଠନ(ଜିଏସ୍‌ୟୁ)…
Read More...

ଆନ୍ତର୍ଜାତୀୟ ନିଶାନିବାରଣ ଦିବସ ଉପଲକ୍ଷେ ସଚେତନତା ରାଲି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆନ୍ତର୍ଜାତୀୟ ନିଶା ନିବାରଣ ଦିବସ ଅବସରରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଶା ମୁକ୍ତ ଦିବସ ଭାବେ ପାଳନ କରାଯାଇଛି । ଏହି ଅବସରରେ ଗଞ୍ଜାମ ଅବକାରୀ କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ରାଲି ବାହାରି ରିକାପଲ୍ଲୀ ଛକ ଦେଇ ଅପରବସଷ୍ଟାଣ୍ଡ ହୋଇ…
Read More...

ଖୋର୍ଦ୍ଧାରେ ଲୁଟେରାଙ୍କ ଫର୍ଦାଫାସ

• ୭ ଚୋରା ବାଇକ, ୯ ସୁନା ଚେନ୍ ସହିତ ୩ ଜଣ ଅଭିଯୁକ୍ତ ଗିରଫ ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଖୋର୍ଦ୍ଧା ସଦର ଆଦର୍ଶ ଥାନା ପକ୍ଷରୁ ଶନିବାର ଚଢ଼ାଉ କରାଯାଇ ୭ଟି ଚୋରା ବାଇକ, ୯ ଟି ସୁନା ଚେନ୍‌ ସହିତ ଏଥିରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା…
Read More...

ପବିତ୍ର ରଥଯାତ୍ରା ଉପଲକ୍ଷେ ୨ୟ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଯାଜପୁର : ଯାଜପୁର ସହରରେ ଅବସ୍ଥିତ ପବିତ୍ର ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ତଥା ତହସିଲଦାର ଜ୍ୟୋତିକାନ୍ତ ଭୁଜବଳଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ପର୍ୟ୍ୟାୟ ପ୍ରସ୍ତୁତି ବୈଠକ ତହସିଦାରଙ୍କ କାର୍ୟ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି ।…
Read More...

ନମାମି ଗଙ୍ଗେ ପକ୍ଷରୁ ଚାରା ରୋପଣ ଓ ବୈତରଣୀ ଘାଟ ସଫେଇ ଅଭିଯାନ

ପାଟଣା : ନମାମି ଗଙ୍ଗେ ପକ୍ଷରୁ ଚାରା ରୋପଣ ଓ ବୈତରଣୀ ଘାଟ ସଫେଇ ଅଭିଯାନ ଆୟୋଜିତ ହୋଇଯାଇଛି । ଭାରତୀୟ ଜନ ସଂଘର ପ୍ରତିଷ୍ଠାତା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପ୍ରଚଣ୍ଡ ରାଷ୍ଟ୍ର ଭକ୍ତ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କର ଜୁନ ୨୩ ତାରିଖ ବଳିଦାନ ଦିବସରୁ ଜୁଲାଇ ୬ ତାରିଖ ଜନ୍ମ ଦିବସ…
Read More...

ପାଟଣାଗଡ଼ ତାଳୁକ ଆଇନ ସେବା ସହାୟତା ସମିତି ପକ୍ଷରୁ ସଚେତନତା ଶିବିର

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ତାଳୁକ ଆଇନ ସହାୟତା ସମିତି ପକ୍ଷରୁ ବାଲ ଅପରାଧ ଆଇନ(ଜୁଭେନାଲ ଧାରା) ଏବଂ ମହିଳା ସୁରକ୍ଷା ଆଇନ (ପୋକ୍ସୋ) ଧାରା ଉପରେ ସ୍ଥାନୀୟ ଅଦାଲତ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଆଇନ ସଚେତନତା କର୍ମଶାଳାରେ ମାନ୍ୟବର ଅତିରିକ୍ତ ଜିଲ୍ଲା ଜଜ୍…
Read More...

ମାଲଗାଡି ଟ୍ରେନ୍ ଧକ୍କାରେ ମହିଳାଙ୍କ ମୃତ୍ୟୁ

ରେଙ୍ଗାଲି : ସମ୍ବଲପୁର-ଝାରସୁଗୁଡ଼ା ରେଳପଥ ଷ୍ଟେସନ ପାଖରେ ଆଜି ଏକ ମାଲଗାଡୀ ଧକ୍କାରେ ଜଣେ ଅଜଣା ମହିଳାଙ୍କ ମୃତ୍ୟ ହୋଇଛି । ମୃତ ମହିଳାଙ୍କ ବୟସ ପ୍ରାୟ ୫୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ରେଳବାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କଲାପରେ ବ୍ୟବଚ୍ଛେଦ ପାଇଁ…
Read More...

ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଡ୍ୟାମ୍‌କୁ ପରିଦର୍ଶନ କଲେ ଜିଲ୍ଲାପାଳ ଚଂଚଳ ରାଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଡ୍ୟାମ୍ ଏବଂ ଚାଲିଥିବା ସ୍ପିଲୱେ କାର୍ଯ୍ୟକୁ ପରିଦର୍ଶନ କରିଛନ୍ତି ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା, ଏଡିଏମ୍ (ଆର) ଏବଂ ଏସ୍‌ଇ ଆର୍‌ଆର୍‌ । ତେବେ ଅଗଷ୍ଟରୁ ଗେଟ୍ ନିର୍ମାଣ ଆରମ୍ଭ ହେବକାୁ ଥିବା ବେଳେ ଟେଣ୍ଡର…
Read More...