Yearly Archives

2022

କୋସଲ ରାଜ୍ୟ ଦାବୀରେ ୫ ଜୁଲାଇରେ ବିଧାନ ସଭା ଘେରାଉ ନିମନ୍ତେ କୋସଲ ମୁକ୍ତି ମୋର୍ଚ୍ଚାର ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : କୋସଲ ରାଜ୍ୟ ଦାବୀରେ ୫ ଜୁଲାଇରେ ବିଧାନ ସଭା ଘେରାଉ ନିମନ୍ତେ କୋସଲ ମୁକ୍ତି ମୋର୍ଚ୍ଚାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କୋସଲ ମୁକ୍ତି ମୋର୍ଚ୍ଚା ପକ୍ଷରୁ କୁହାଯାଇଛି ଯେ, ଓଡିଶା ରାଜ୍ୟ ଗଠନ ହେଲା ଦିନଠୁ ପର୍ଶ୍ଚିମ ଓଡିଶା ବିକାଶ ପରିଷଦ…
Read More...

ଆନ୍ତର୍ଜାତୀୟ ନିଶା ନିବାରଣ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୮୯ ବାଟାଲିୟନ ସିଆରପିଏଫ କମାଣ୍ଡେଣ୍ଟ ପୱନ କୁମାର ତିୱାରୀଙ୍କ ନେତୃତ୍ୱରେ ଗତକାଲି ସନ୍ଧ୍ୟାରେ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ନଶା ମୁକ୍ତି ଦିବସ ବିଷୟରେ ସାଧାରଣ ଜନତାଙ୍କୁ ସଚେତନ କରାଯାଇଛି ଏବଂ…
Read More...

ସଡକ ଦୁର୍ଘଟଣା, ଦୋକାନ ଭିତରେ ପଶିଗଲା ବୋଲେରୋ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଜାଗମରା ନିକଟରେ ଦୋକାନ ଭିତରେ ଏକ ବୋଲେରୋ ପଶିଯାଇ ଦୋକାନର ବହୁ ମୂଲ୍ୟବାନ ସାମଗ୍ରୀ ନଷ୍ଟ ହୋଇଥିବା ଜଣାପଡିଛି । ଦୁର୍ଘଟଣା ଘଟାଇ ପଳାଇଯାଉଥିବା ଗାଡି ଚାଳକକୁ ସ୍ଥାନୀୟ ଯୁବକମାନେ କାବୁ କରିଥିଲେ । ସୂଚନାନୁସାରେ ବରମୁଣ୍ଡା ପଟରୁ ଅତି ଦୃତ ଗତିରେ ବୋଲେରୋ…
Read More...

ଗୋଷ୍ଠୀ ସଚେତନତା ଓ ଶିକ୍ଷଣ ଅଭିବୃଦ୍ଧି କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦେବାଶିଷ ମିଶ୍ର) : ଜିଲ୍ଲା ଶିକ୍ଷା ଶିକ୍ଷକ ପ୍ରଶିକ୍ଷଣ ତରଫରୁ ଶିକ୍ଷକ ପ୍ରଶିକ୍ଷକ ଡ଼. ସ୍ୱାଗତମ୍ ଦାଶଙ୍କ ଦ୍ୱାରା ପିଢ଼ପାଟଣା ପ୍ରକଳ୍ପ ଉ.ପ୍ରା ବିଦ୍ୟାଳୟ, ଡେଲାଙ୍ଗ ଠାରେ ଦିବା ୧୦ ଘଟିକା ସମୟରେ ଗୋଷ୍ଠୀ ସଚେତନତା ଓ ଶିକ୍ଷଣ ଅଭିବୃଦ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି…
Read More...

କୁମୁକା ଜଙ୍ଗଲ ସୁରକ୍ଷା କର୍ମଶାଳା

ଡେଲାଙ୍ଗ, (ଦୀଲ୍ଲିପ କୁମାର ଧାଉଡିଆ) : ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା, ଡେଲାଙ୍ଗ, ପୁରୀ ପକ୍ଷରୁ ସାନଆଂକୁଲା ଗ୍ରାମରେ ଆଜି କୁମୁକା ଜଙ୍ଗଲ ସୁରକ୍ଷା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ନାବାର୍ଡର ପୂର୍ବତନ ଜେନେରାଲ ମ୍ୟାନେଜର ତଥା ସମାଜସେବୀ ଜିତେନ୍ଦ୍ରିୟ ପଟ୍ଟନାୟକ ମୁଖ୍ୟଅତିଥି ରୂପେ…
Read More...

ଅଗ୍ନିପଥ ସ୍କିମ ବାତିଲ ଦାବୀରେ ଏଆଇଡିିୱାଇଓ, ଏଆଇଡିଏସ୍‌ଓ ପକ୍ଷରୁ ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଛାତ୍ର ଯୁବ ସ୍ୱାର୍ଥ ବିରୋଧି ଅଗ୍ନିପଥ ଯୋଜନାକୁ ବାତିଲ କରି ଯୁବକମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ଦାବୀରେ ବିପ୍ଲବି ଯୁବ ଛାତ୍ର ସଂଗଠନ ଏଆଇଡିଏସ୍‌ଓ - ଏଆଇଡିୱାଇଓ ବଲାଙ୍ଗିର ଜିଲ୍ଲା କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏକ ର‍୍ୟାଲି…
Read More...

ସେକ୍ଟର ୬ ହାଇସ୍କୁଲରେ ଅନ୍ତର୍ଜାତୀୟ ଯୋଗ ଏବଂ ଅଲିମ୍ପିକ ଦିବସ ଅତି ଉତ୍ସାହ ଓ ଉଦ୍ଦୀପନାରେ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୬ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅତି ଉତ୍ସାହ ଓ ଉଦ୍ଦୀପନାର ସହିତ ଅନ୍ତର୍ଜାତୀୟ ଯୋଗ ଏବଂ ଅଲିମ୍ପିକ ଦିବସ ପାଳିତ ହୋଇଯାଇଛି । ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବିଦ୍ୟାଳୟର ଖେଳ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅନ୍ୟ ଦୁଇଜଣ ସହକାରୀ ଶିକ୍ଷୟିତ୍ରୀଙ୍କ…
Read More...

ନିଷ୍ଠା ପରିବାର ଓ କେୟାର ହସ୍ପିଟାଲ ମିଳିତ ଆନୁକୂଲ୍ୟରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ବରଗଡ, (ନିରୋଜ କୁମାର ପାଣୀ) : ଜନ ସାଧାରଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ନିଷ୍ଠା ପରିବାରର ପ୍ରାଥମିକତା । ଆଜି ଅଗ୍ରଗାମୀ ଯୁବକ ସଂଘ, ବରଗଡଠାରେ ନିଷ୍ଠା ପରିବାର ଓ କେୟାର ହସ୍ପିଟାଲର ମିଳିତ ଆନୁକୂଲ୍ୟରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ…
Read More...

ଟିପି ଡବ୍ଲୁଓଡିଲ ଦ୍ୱାରା ଜିରୋ ହାର୍ମ କାର୍ଯ୍ୟକ୍ରମର ଶୁଭାରମ୍ଭ

କଂଟାବାଂଜି, (ଗୁରୁଦୟାଲ ହଂସ) : ଟାଟା ପାୱାର ପଶ୍ଚିମ ଓଡିଶା ବିଦ୍ୟୁତ୍‌ ବଂଟନ ଲିମିଟେଡ ବଲାଙ୍ଗିର ଜିଲ୍ଲା କଂଟାବାଂଜି ସବ୍‌ ଡିଭିଜନ ଦ୍ୱାରା ରବିବାର ଦିନ ତୃତୀୟ ଜାତୀୟ ବିଦ୍ୟୁତ୍‌ ସୁରକ୍ଷା ସପ୍ତାହ ଅଭିଯାନର ଶୁଭାରମ୍ଭ କଂଟାବାଂଜି ସେକ୍ସନରୁ କରାଯାଇଛି । ଜୁନ୍‌ ୨୬ ତାରିଖରୁ ଆରମ୍ଭ…
Read More...

ଏକ ଭାରତ ଶ୍ରେଷ୍ଠ ଭାରତ ଅଧୀନରେ ଛାତ୍ର ବିନିମୟ କାର୍ଯ୍ୟକ୍ରମ : ମହାରାଷ୍ଟ୍ର ଯିବେ ୨୫ ଓଡ଼ିଆ ଛାତ୍ରଛାତ୍ରୀ

ଭୁବନେଶ୍ୱର, (ପିଆଇବି) : ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ଅଧୀନରେ ଛାତ୍ରଛାତ୍ରୀ ବିନିମୟ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ମହାରାଷ୍ଟ୍ର ଏବଂ ଓଡ଼ିଶା ଏହି କାର୍ଯ୍ୟକ୍ରମ ଅଧୀନରେ ସହଯୋଗୀ ରାଜ୍ୟ ଭାବେ ପରସ୍ପର ସହ ସମ୍ପର୍କ ସ୍ଥାପନ କରୁଛନ୍ତି । ଛାତ୍ର ବିନିମୟ କାର୍ଯ୍ୟକ୍ରମ…
Read More...