ପୁରୀ ରଥଯାତ୍ରାରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
ଭୁବନେଶ୍ୱର, (କେପିଏନ୍ଏସ୍) : ଜନଗହଳିପୂର୍ଣ୍ଣ ସ୍ଥାନରେ କୋଭିଡ୍ ସଂକ୍ରମଣର ଆଶଙ୍କା ଅଧିକ ରହୁଥିବା ଯୋଗୁଁ ଏଭଳି ସ୍ଥାନକୁ ଯାଉଥିଲେ ମାସ୍କ ପିନ୍ଧିବା ସୁନିଶ୍ଚିତ କରନ୍ତୁ । ଅତ୍ୟଧିକ ଭିଡକୁ ଦୃଷ୍ଟିରେ ରଖି ପୁରୀ ରଥଯାତ୍ରାରେ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି । ସତର୍କ!-->…
Read More...
Read More...