Yearly Archives

2022

ନୂଆମାଲପଡା ପଞ୍ଚାୟତର ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ନୂଆମାଲପଡା ଗ୍ରାମ ପଞ୍ଚାୟତର ବିଭିନ୍ନ ସମସ୍ୟାକୁ ନେଇ ଗତକାଲି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ନୂଆମାଲପଡା ଗ୍ରାମ ପଞ୍ଚାୟତ ଛତିଶଗଡ଼ ସୀମାନ୍ତବର୍ତ୍ତୀକୁ ଲାଗି ରହିଥିବା…
Read More...

ରେଞ୍ଚ ପଞ୍ଚାୟତ ବିବାଦର ସମାଧାନ

ଡେଲାଙ୍ଗ, (ଦୀଲ୍ଲିପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅଧିନସ୍ଥ ରେଞ୍ଚ ଗ୍ରାମ ପଞ୍ଚାୟତରେ ଜନପ୍ରତିନିଧି ମଧ୍ୟରେ ଭୁଲ ବୁଝାମଣ ଯୋଗୁଁ ପଞ୍ଚାୟତ ଉନ୍ନୟନ କାମ କାର୍ଯ୍ୟରେ ବାଧାପ୍ରାପ୍ତ ହେଉଥିଲା । ସେଥିପାଇଁ ଡେଲାଙ୍ଗ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଆଲୋଚନା ବୈଠକ…
Read More...

ଯୋଗୀମୁଣ୍ଡା ପ୍ରାଥମିକ କୃଷି ସେବା ସମବାୟ ସମିତି ଲିଃ. ସଭାପତି ହେଲେ ଯତି ପଧାନ

ପାଟଣାଗଡ, (ଗୋରେଖନାଥ ବରିହା) : ଯୋଗୀମୁଣ୍ଡା ପ୍ରାଥମିକ କୃଷି ସେବା ସମବାୟ ସମିତି ଲିଃ. ସଭାପତି ଭାବେ ଯତି ପଧାନ ନିଦ୍ୱର୍ନ୍ଦରେ ନିର୍ବାଚନ ହୋଇଛନ୍ତି । ଶ୍ରୀ ପ୍ରଧାନ ଏଥିପାଇଁ ସମିତିର ସମସ୍ତ ଡ଼ାଇରେକ୍ଟର ସଭ୍ୟସଭ୍ୟାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୬୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୬୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୨୪ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୬୨୯ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୯୫ ଜଣ…
Read More...

ଆଜି ଶ୍ରୀ ଜଗନ୍ନାଥଙ୍କ ନବଯୌବନ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ ଆରମ୍ଭ ହୋଇଛି । ତାଟି ଫିଟିବା ପରେ ଦକ୍ଷିଣ ଦ୍ୱାର ଦେଇ ଭକ୍ତ ମହାପ୍ରଭୁଙ୍କ ପରିମାଣିକ ଦର୍ଶନ କରୁଛନ୍ତି । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସକାଳ ୮ଟାରୁ…
Read More...

ଆଜି ଭାଜପାର କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ଭାଜପାର ରାଜ୍ୟ କାର୍ୟ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ଚାଷୀ ନୀତି, ଦାଦନ ଶ୍ରମିକଙ୍କ ସଂଖ୍ୟା ବଢିବା, ଆଇନ ଶୃଙ୍ଖଳା ପରିସ୍ଥିତି, ମହିଳା ନିର୍ୟାତନା ଭଳି ପ୍ରସଙ୍ଗକୁ ନେଇ ଆଲୋଚନା କରିବ ଭାଜପା । ଅନ୍ୟପଟେ, ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ…
Read More...

ଜମିବାଡ଼ି ବିବାଦକୁ ନେଇ କଟୁରୀରେ ଆକ୍ରମଣ : ୨ ଗୁରୁତର, କଟକ ବଡ଼ ମେଡିକାଲ ସ୍ଥାନାନ୍ତର

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅନ୍ତର୍ଗତ କଦେଳିଵାରୀ ଗ୍ରାମରେ ଜମିବାଡ଼ି ବିବାଦକୁ ନେଇ କଟୁରୀରେ ଆକ୍ରମଣ । ସୂଚନା ଅନୁସାରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ସାବିତ୍ରୀ ସ୍ୱାଇଁ ଓ ତାଙ୍କ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ସହ ପୁତୁରା ବିଜୟ ସ୍ୱାଇଁର ଝଗଡ଼ା…
Read More...

ସଡକ ଦୁର୍ଘଟଣା, ୮ ଆହତ

ନୟାଗଡ଼ : ଖୋର୍ଦ୍ଧା ବଲାଙ୍ଗିର ଜାତୀୟ ରାଜପଥର ନୂଆଗାଁ ଥାନା ସୋରଡ଼ା ନିକଟରେ ଟ୍ରକ୍‌କୁ ପଛପଟୁ ପିଟିଲା କାର୍ । ସୂଚନାନୁଯାୟୀଏହି ଦୁର୍ଘଟଣାରେ ୮ ଜଣ ଆହତ ହୋଇଛନ୍ତି । ଆହତମାନେ ଲାଉତୁମ୍ବା ବରଗଡ଼ ଏବଂ ବିନିକା ସୋନପୁର ଅଞ୍ଚଳର ବୋଲି ଜଣାପଡ଼ିଛି । ଆହତଙ୍କ ମଧ୍ୟରୁ ୩ ଜଣ ଗୁରୁତର ହୋଇଛନ୍ତି ।…
Read More...

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

କଟକ : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଡ଼ମପଡ଼ା ବ୍ଲକ ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ରାଉତଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିବା ଜଣାପଡିଛି । ସୂଚନାନୁଯାୟୀ, ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ରାଉତଙ୍କ ଡ଼ମପଡ଼ା ଅଫିସ ସମେତ ଏକକାଳୀନ ୪ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି ।…
Read More...

ଗୁରୁ ଭଗବାନ ସାହୁଙ୍କ ସାହିତ୍ୟ ଓ ଜୀବନୀ ସମ୍ପର୍କରେ ଆଲୋଚନା : ଗାନ୍ଧୀ ମଣିଷଙ୍କୁ ଶ୍ରଦ୍ଧାଞ୍ଜଳି

କୁଚିଣ୍ଡା : (ସମ୍ବଲପୁର) ବରଗଡ଼ ଜିଲ୍ଲା କୁମ୍ଭାରୀରେ ଜନ୍ମିତ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁଙ୍କ ସାହିତ୍ୟ, ବିଶେଷ କରି ନାଟ୍ୟ ସାହିତ୍ୟ ସମ୍ପର୍କରେ ଏକ ଆଲୋଚନା ସଭା ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ବ୍ୟଙ୍ଗ କବି ପ୍ରମୋଦ…
Read More...