Yearly Archives

2022

ପାଇକମାଲରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ତୁଳାବତୀ ତାଣ୍ଡିଙ୍କ ନେତୃତ୍ୱରେ ବୁଧବାର ଦିନ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ପାଇକମାଲ ସହରର ସ୍ୱେଚ୍ଛାସେବୀ ମାନେ…
Read More...

ଆସନ୍ତା ଜୁଲାଇ ୩ରେ ଶ୍ରୀମନ୍ଦିରର ଅନୁଧ୍ୟାନ କରିବେ ବିଶେଷଜ୍ଞ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଶ୍ରୀମନ୍ଦିର ସ୍ଥିତି ଅନୁଧ୍ୟାନ କରିବେ ବିଶେଷଜ୍ଞ ଟିମ୍‌ । ଆସନ୍ତା ଜୁଲାଇ ୩ରେ ପୂର୍ତ୍ତ ଓ ଭାରତୀୟ ପ୍ରତ୍ନତତ୍ତ୍ୱ ସଂସ୍ଥା (ଏଏସ୍‌ଆଇ)ର ମିଳିତ ବିଶେଷଜ୍ଞ ଟିମ୍‌ ଶ୍ରୀମନ୍ଦିରର ଅନୁଧ୍ୟାନ କରିବେ । ଗର୍ଭଗୃହ ଓ ନାଟମଣ୍ଡପର ସ୍ଥିତି ଦେଖିବେ । ୩ ତାରିଖ…
Read More...

ଦନ୍ତା ଆକ୍ରମଣରେ ୨ ଆହତ

ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜରେ ଗତକାଲି ବିଳମ୍ବିତ ରାତିରେ ତେଲକୋଇ ଫରେଷ୍ଟ ବିଟ୍‌ର କନ୍ତଲେଇ ମୁଣ୍ଡା ସାହି ଓ ବିମଳା ଫରେଷ୍ଟ ବିଟ୍ ଗୋଳାଗାଡିଆ ମୁଣ୍ଡା ସାହିରେ ହାତୀପଲ ଉପଦ୍ରବ କରିଥିବା ଖବର ମିଳିଛି । ଦୁଇ ସାହିରେ ୪ଟି ଘରକୁ ଭାଙ୍ଗି ଧାନଚାଉଳ ଖାଇ ଯାଇଥିଲେ ।…
Read More...

ସାପଧରାଳିଙ୍କ ଘରେ ତମ୍ପ ଦେଲା ୧୯ଟି ଛୁଆ

କାକଟପୁର : ପୁରୀ ଜିଲ୍ଲା କାକଟପୁର ବ୍ଲକ ଅନ୍ତର୍ଗତ ବାଜପୁର ଗାଁର ସାପଧରାଳି ବ୍ରଜକିଶୋର ସାହୁଙ୍କ ଘରେ ମଙ୍ଗଳବାର ତମ୍ପ ସାପର ୧୯ଟି ଅଣ୍ଡା ଫୁଟି ଜନ୍ମ ହୋଇଛନ୍ତି ୧୯ଟି ଛୁଆ । ପରେ ବ୍ରଜକିଶୋର ଉକ୍ତ ଛୁଆଗୁଡ଼ିକୁ ଉଦ୍ଧାର କରି ସ୍ଥାନୀୟ ବନଖଣ୍ଡକୁ ହସ୍ତାନ୍ତର କରିଛନ୍ତି । ସୂଚନା ମୁତାବକ,…
Read More...

ୟୁଏଇ ରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦୀ

ଆବୁଧାବି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରାଷ୍ଟ୍ରପତି ଶେଖ୍‌ ମହମ୍ମଦ ବିନ୍‌ ଜାୟେଦ୍‌ ଅଳ୍‌ ନହୟାନ୍‌ଙ୍କୁ ଭେଟିଛନ୍ତି । ଏହି ଅବସରରେ ମୋଦୀ ମେ' ୧୩ରେ ପରଲୋକ ଘଟିଥିବା ଉପସାଗରୀୟ ରାଷ୍ଟ୍ରର ପୂର୍ବତନ ରାଷ୍ଟ୍ରପତି ଶେଖ୍‌ ଖଲିଫା ବିନ୍‌ ଜାୟେଦ୍‌ ଅଲ୍‌…
Read More...

ଭୁଶୁଡ଼ିଲା କୋଠା : ୧୯ ମୃତ

ମୁମ୍ବାଇ : ମୁମ୍ବାଇର କୁରଲା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଏକ କୋଠା ଭୁଶୁଡ଼ି ୧୯ ଜଣଙ୍କ ମୃତ୍ୟୁ ଘଟିଛି । ଆହତଙ୍କୁ ଘାଟକୋପରର ରାଜାୱାଡ଼ି ଏବଂ ସିଓନରେ ଥିବା ଏଲ୍‌ଟିଏମ୍‌ଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନାନୁସାରେ ନାଏକ ନଗର ସୋସାଇଟିରେ ଥିବା ଏହି ୫୦ ବର୍ଷ ପୁରୁଣା ୪…
Read More...

କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସମନ୍ୱିତ କୃଷି ନିମନ୍ତେ ଅଗ୍ରାଧିକାର ଭିତ୍ତିରେ ସହାୟତା ଯୋଗାଇ ଦେବା ପାଇଁ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସମନ୍ୱିତ କୃଷି ନିମନ୍ତେ ଅଗ୍ରାଧିକାର ଭିତ୍ତିରେ ସହାୟତା ଯୋଗାଇ ଦେବା ନିମନ୍ତେ କୃଷି ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କୃଷି ଭବନଠାରେ ମନ୍ତ୍ରୀ ଶ୍ରୀ…
Read More...

ଆସନ୍ତାକାଲି ଆରମ୍ଭ ହେବ ଅମରନାଥ ଯାତ୍ରା

ଶ୍ରୀନଗର : ଦୁଇ ବର୍ଷର ବ୍ୟବଧାନ ପରେ ଆସନ୍ତାକାଲି ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଅମରନାଥ ଯାତ୍ରା । ଯାତ୍ରାର ଗୋଟିଏ ଦିନ ପୂର୍ବରୁ ଶ୍ରଦ୍ଧାଳୁମାନେ ଶ୍ରୀନଗରେ ପହଞ୍ଚିବା ଆରମ୍ଭ କରି ସାରିଛନ୍ତି । ଉପରାଜ୍ୟପାଳ ମନୋଜ ସିହ୍ନା ନିଜେ ପତାକା ଦେଖାଇ ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି ।…
Read More...

ସାରା ବିଶ୍ୱ ଦେଖିଛି ଓଡ଼ିଶାର ବିକାଶ ଯାତ୍ରା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରୋମ୍ ସ୍ଥିତ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର କାର୍ଯ୍ୟାଳୟରେ ସାରା ବିଶ୍ୱ ଦେଖିଛି ଓଡ଼ିଶାର ବିକାଶ ଯାତ୍ରା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦକ୍ଷନୀତି ଯୋଗୁଁ ବିପର୍ଯ୍ୟୟ ପରିଚାଳନାଠୁ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଓଡ଼ିଶା ବିଶ୍ୱରେ ଆଦର୍ଶ ସାଜିଛି ।…
Read More...

ରାସାୟନିକ କାରଖାନାରେ ଅଗ୍ନିକାଣ୍ଡ

ମୁମ୍ବାଇ : ମହାରାଷ୍ଟ୍ରର ତାରାପୁରରେ ଥିବା ଏକ ରାସାୟନିକ କାରଖାନାରେ ବୁଧବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ତେବେ ଅଗ୍ନିକାଣ୍ଡ ପରେ ବିସ୍ଫୋରଣ ମଧ୍ୟ ଘଟିଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ…
Read More...