ପତରା ଜଙ୍ଗଲ ଚାଷ କରୁଥିବାରୁ ଥାନାକୁ ଟଣା ହେଲେ ନିରୀହ ବୃଦ୍ଧବୃଦ୍ଧା, ସାଧାରଣରେ ଅସନ୍ତୋଷ
ତୁରେକେଲା, (କୈଳାଶ ସଗ୍ରିଆ) : ପତରା ଜଙ୍ଗଲ ଚାଷ କରୁଥିବାରୁ ନିରୀହ ବୃଦ୍ଧ ବୃଦ୍ଧାଙ୍କୁ ଥାନାକୁ ଟଣା ହୋଇଥିବା ଭଳି ଏକ ଖବର ସାମ୍ନାକୁ ଆସିଥିବା ବେଳେ ଏଥିଯୋଗୁଁ ସାଧାରଣରେ ଅସନ୍ତାଷ ଦେଖାଦେଇଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ବଡବାଙ୍କି ଗ୍ରାମ!-->…
Read More...
Read More...