ଟ୍ରାଫିକ କନେଷ୍ଟବଳଙ୍କୁ କାର ମଡ଼ାଇ ହତ୍ୟା ଉଦ୍ୟମ ଅଭିଯୋଗ
ଧଉଳି : ଧଉଳି ଥାନା ପୁଲିସ ଡ୍ୟୁଟିରେ ଥିବା ଟ୍ରାଫିକ କନେଷ୍ଟବଳଙ୍କୁ କାର ମଡ଼ାଇ ହତ୍ୟା ଉଦ୍ୟମ କରିବା ମାମଲାରେ ଜଣେ କାର ଚାଳକଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ଅଭିଯୁକ୍ତ ଚାଳକ ଜଣଙ୍କ ହେଲେ ବଡ଼ଗଡ଼ ଥାନା ଅଧୀନ ବ୍ରିଟ କଲୋନୀରେ ରହୁଥିବା ପ୍ରକାଶ ପରିଡା (୪୨) । କୋର୍ଟରେ ତାଙ୍କ!-->…
Read More...
Read More...