Yearly Archives

2022

ରାଜ୍ୟସ୍ତରୀୟ ୭୬ତମ ସ୍ୱାଧୀନତା ଦିବସ ସମାରୋହ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହର ସିଧାପ୍ରସାରଣ ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମରେ ଦେଖିପାରିବେ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଲାଇଭ୍ କମନ୍ ଫିଡ୍ ପ୍ରଦାନ ବ୍ୟବସ୍ଥା କରାଯାଇଛି । ଏଥି ସହିତ ବିଭାଗର ୟୁଟ୍ୟୁବ୍ ଚାନେଲ୍‌ରେ ମଧ୍ୟ…
Read More...

ବସନ୍ତପୁରଠାରେ ଦୟାନଦୀର ଦକ୍ଷିଣପାର୍ଶ୍ଵ ବନ୍ଧରେ ଘଳିଆ ସୃଷ୍ଟି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସିଂହବ୍ରହ୍ମପୁର ପଞ୍ଚାୟତ ବସନ୍ତପୁରଠାରେ ଦୟାନଦୀ ବନ୍ଧର ଦକ୍ଷିଣପାର୍ଶ୍ଵରେ ଏକ ଘଳିଆ ପଡିଥିବା ଖବର ପାଇ ସ୍ଥାନୀୟ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଘଟଣା ସ୍ଥଳରେ ପହଞ୍ଚି ବୁଲି ଦେଖିବା ସହ ତୁରନ୍ତ ବନ୍ଧର ସୁରକ୍ଷା ପାଇଁ…
Read More...

ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତା ନେଇ ପରିକ୍ରମା କରିବ ଅହିଂସା ରଥ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ରାଜ୍ୟରେ ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତା ନେଇ ପରିକ୍ରମା କରିବ ଅହିଂସା ରଥ । ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିବେ । ଅକ୍ଟୋବର ୨ ତାରିଖ ଅର୍ଥାତ୍ ଗାନ୍ଧୀଜୟନ୍ତୀ ପର୍ଯ୍ୟନ୍ତ ଏହି…
Read More...

ସଦର ଥାନାରେ ସ୍ଵାଧୀନତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସଦର ଥାନା ପରିସରରେ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି । ସଦର ଥାନା ଆଇଆଇସି ଶ୍ରୀକାନ୍ତ ସାହୁ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ସଦରଥାନାର ପୋଲିସ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।
Read More...

ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ କଂଗ୍ରେସର ପଦଯାତ୍ରା

ଦେଓଗାଁ, (ମନୀଷ କୁମାର ସାହୁ) : ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ କଂଗ୍ରେସ ପକ୍ଷରୁ ତ୍ୟାଗ ଓ ବଳିଦାନର ଗୌରବମୟ ନେଇ ରବିବାର ଦିନ ୮ କିଲୋମିଟର ପର୍ଯ୍ୟନ୍ତ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବଙ୍ଗଳା ଛକ ସ୍ଥିତ ବସ୍ତ୍ରେନ ମନ୍ଦିରରେ ପୂଜାର୍ଚ୍ଚନା କରି ବ୍ଲକ କଂଗ୍ରେସ…
Read More...

ଲଗାଣ ବର୍ଷାରେ ବେହାଲ୍ ବାଲିଗୁଡା ଅଞ୍ଚଳ : ୫୯ ନଂ. ଜାତୀୟ ରାଜପଥରେ ୨ଫୁଟ ଉପରେ ପାଣି ଯାଉଛି

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସାରା ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା । ଏଥିରୁ ବାଦ୍ ପଡ଼ିନି କନ୍ଧମାଳ ଜିଲ୍ଲା । ଲଗାଣ ବର୍ଷାରେ ଜିଲ୍ଲା ସଦର ମହକୁମା ସମେତ ଅଧିକାଂଶ ଅଞ୍ଚଳ ପ୍ରଭାବିତ ହୋଇଥିବା ଜଣାପଡ଼ିଛି । ଲଗାଣ ବର୍ଷାରେ ବାଲିଗୁଡ଼ା ବସ୍‌ଷ୍ଟାଣ୍ଡ…
Read More...

ସ୍ଵସ୍ତିର ମାସିକ ସାହିତ୍ୟ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାର ସଭାଗୃହରେ ଶନିବାର ସନ୍ଧ୍ୟାରେ ସହରର ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସ୍ୱସ୍ତି ସାହିତ୍ୟ ସଂସଦର ମାସିକ ସାହିତ୍ୟ ଆସର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ୱସ୍ତିର ସଭାପତି ମହେନ୍ଦ୍ର କୁମାର…
Read More...

ପୋଷ୍ୟ ସ୍କୁଲରେ ପାଣି ପଶୁଥିବାରୁ କ୍ଷୁବ୍ଧ ହୋଇ ଉପଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଦୀପା : ୨୪ ଘଣ୍ଟା ମଧ୍ୟରେ ପାଇକମାଲ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଭିନ୍ନ ସମୟରେ ଅସହାୟ ଲୋକଙ୍କୁ ସହାୟତା କରି ଚର୍ଚ୍ଚାରେ ଥିବା ପାଇକମାଲ ଅଞ୍ଚଳର ସ୍ୱେଚ୍ଛାସେବୀ ଦୀପା ବାରିକ ନିଜ ପୋଷ୍ୟ ସ୍କୁଲର ପିଲାମାନଙ୍କ ପାଇଁ ପ୍ରଶାସନ ସହିତ କରୁଥିବା ସଂଘର୍ଷ ପ୍ରେରଣାଦାୟୀ ହୋଇପାରିଛି । ସୂଚନା ଅନୁସାରେ ବରଗଡ଼ ଜିଲ୍ଲା…
Read More...

ଭୁବନେଶ୍ୱରରେ ବିଭାଜନ ବିଭୀଷିକା ସ୍ମୃତି ଦିବସରେ ଏକ ପ୍ରଦର୍ଶନୀର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ : ଭାରତବର୍ଷର…

• ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ପ୍ରଦର୍ଶନୀରେ ସ୍ଥାନିତ ବିଭାଜନ ସମୟର କରୁଣ ଫଟୋଚିତ୍ରକୁ ଦେଖିବାକୁ ନାଗରକିକଙ୍କୁ ନିବେଦନ• ଦୁଇ ସ୍ୱାଧୀନତା ସଂଗ୍ରାମୀଙ୍କୁ ତ୍ରିରଙ୍ଗା ଦେଇ ସମ୍ମାନିତ କରିବା ସହ ମହାମହିମ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଫଟୋ ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ•…
Read More...

ଫସଲ ବୀମା ରାଶି ପ୍ରଦାନ ଦାବୀରେ କୃଷକ ସଂଗଠନ ରେଳରୋକ୍‌ ଆନ୍ଦୋଳନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ମରୁଡ଼ି କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମା ସହାୟତା ପ୍ରଦାନରେ ଅହେତୁକ ବିଳମ୍ବ ଦାବୀରେ ଆଜି ବରଗଡ଼ ରୋଡ଼ ରେଳ ଷ୍ଟେସନରେ ଶହ ଶହ ଚାଷୀ ରେଳରୋକ୍‌ କରିଥିବା ଜଣାପଡିଛି । ଫଳରେ ଦୀର୍ଘ ୫ଘଣ୍ଟା ଧରି ସମ୍ବଲପୁର…
Read More...