କୀଟନାଶକ ଖାଇ ଚାଷୀଙ୍କ ଆତ୍ମହତ୍ୟା : ଋଣ ପାଇଁ ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ
ବୋରିଗୁମ୍ମା : କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ବିସିଂହପୁର ଥାନା ନକୁଳଗୁଡା ଗ୍ରାମରେ କୀଟନାଶକ ଖାଇ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତ ଚାଷୀ ଜଣକ ହେଉଛନ୍ତି ନକୁଳଗୁଡା ଗ୍ରାମର ଡୁମର ହରିଜନ (୬୦) । ସେ ଜମିରେ ପକାଇବା କୀଟନାଶକ ଖାଇ ରବିବାର ଗୁରୁତର ହୋଇ ପଡିଥିଲେ ।!-->…
Read More...
Read More...