Yearly Archives

2022

ଜଲିଆ ଗାଁର ଶତାୟୁ ବୃଦ୍ଧ ଗୌରହରି ବୁଡେକଙ୍କ ପରଲୋକ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ବେଲପଡା ବ୍ଲକ ଧୂମାଭଟା ପଂଚାୟତର ଜଲିଆ ଗାଁର ସବୁଠୁ ବୟସ୍କ ବୃଦ୍ଧ ଗୌରହରି ବୁଡ଼େକଙ୍କ ଦେହାନ୍ତ ହୋଇଯାଇଛି । ବୁଧବାର ମଧ୍ୟାହ୍ନ ୧୨ଟାରେ ସେ ଦେହତ୍ୟାଗ କରିଥିବା ବେଳେ ତାଙ୍କ ମୃତ୍ୟୁ ବେଳକୁ ତାଙ୍କୁ ୧୦୮ ବର୍ଷ ହେଉଥିଲା । ସେ ଜଣେ…
Read More...

ସାଲେପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥାନାନ୍ତରଣ ଓ ନୂତନ ବିଦ୍ୟାଳୟର ପ୍ରବେଶ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ "ବିଜୁ ଏକ୍ସପ୍ରେସ ୱେ" ପାଇଁ ଭାଙ୍ଗି ଦିଆଗଲା ପରେ ଉକ୍ତ ବିଦ୍ୟାଳୟକୁ ସ୍ଥାନାନ୍ତରଣ କରି ୫୦ ଲକ୍ଷ ଅଟକଳ ବ୍ୟୟରେ ଏକ ନୂତନ ବିଦ୍ୟାଳୟ ତିଆରି କରାଯାଇଛି । ଆଜି ଶ୍ରୀ ଶ୍ରୀ ଗଣେଶ ଚତୁର୍ଥୀ ଶୁଭ ମୁହୂର୍ତ୍ତରେ…
Read More...

୩୦ ଅଗଷ୍ଟ ୨୦୨୨ ସୁଦ୍ଧା ୮୮୧.୩୦ ଲକ୍ଷ ମେଟ୍ରିକ ଟନ୍‌ ଧାନ କ୍ରୟ

• ୧,୭୨,୭୩୪.୬୯ କୋଟି ଟଙ୍କାର ଏମଏସପି ମୂଲ୍ୟ ପ୍ରଦାନ ଦ୍ୱାରା ଲାଭାନ୍ୱିତ ହେଲେ ପ୍ରାୟ ୧୩୦.୬୫ ଲକ୍ଷ ଚାଷୀ• ୩୦ ଅଗଷ୍ଟ ୨୦୨୨ ସୁଦ୍ଧା ୧୮୭.୯୨ ଲକ୍ଷ ମେଟ୍ରିକ ଟନ୍‌ ଗହମ କ୍ରୟ; ୩୭,୮୬୬.୧୩ କୋଟି ଟଙ୍କାର ଏମଏସପି ମୂଲ୍ୟ ପ୍ରଦାନ ଦ୍ୱାରା ଲାଭାନ୍ୱିତ ହେଲେ ପ୍ରାୟ ୧୭.୮୩ ଲକ୍ଷ ଚାଷୀ•…
Read More...

ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଶ୍ରୀ ଗଣେଶଙ୍କ ପୂଜା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିଠାରେ ପବିତ୍ର ଶ୍ରୀ ଗଣେଶଙ୍କ ପୂଜା ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପାଳିତ ହୋଇଯାଇଛି । ବିଦ୍ୟା ମନ୍ଦିରଠାରେ ଯଦୁମଣି ଦାଶ ପୂଜକ ଦାୟିତ୍ୱ ତୁଲାଇଥିଲେ । ଏହି ଅବସରରେ…
Read More...

କ୍ୟାବିନେଟ୍ ମଞ୍ଜୁରି : ରାଜ୍ୟମାନଙ୍କୁ ରିହାତି ଦରରେ ଡାଲି ଯୋଗାଇ ଦେବେ କେନ୍ଦ୍ର ସରକାର

• ମୂଲ୍ୟ ସମର୍ଥନ ଯୋଜନା ଏବଂ ମୂଲ୍ୟ ସ୍ଥିରତା ପାଣ୍ଠି ଅଧୀନରେ କିଣା ଯାଇଥିବା ଚଣା ଯୋଗାଣ ପ୍ରସ୍ତାବକୁ ଅନୁମୋଦନ• ବିରି, ହରଡ଼ ଏବଂ ମସୁର ଡାଲି ପାଇଁ ପିଏସଏସ ଅଧୀନରେ ଗୁଣବତ୍ତା କ୍ରୟ ସୀମା ବର୍ତ୍ତମାନର ୨୫%ରୁ ୪୦%କୁ ବଢ଼ିଲା• ଏହି ଯୋଜନାର କାର୍ଯ୍ୟକାରିତା ପାଇଁ ଖର୍ଚ୍ଚ ହେବ ୧୨ଶହ କୋଟି…
Read More...

ଶୈଳ କୁମାରୀ ଦେବତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ବୃକ୍ଷ ରୋପଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ବୁକୁରାମୁଣ୍ଡା ଗ୍ରାମ ପଞ୍ଚାୟତ ମହୁଲପାଲି ଗ୍ରାମରେ ସ୍ୱର୍ଗତ ଶୈଳ କୁମାରୀ ଦେବତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗ୍ରାମ ରାସ୍ତାରେ ବୃକ୍ଷ ରୋପଣ କରାଯାଉଛି । ଗଙ୍ଗାଶ୍ରାଦ୍ଧ ଅବସରରେ ପ୍ରକୃତି ବନ୍ଧୁ ମୀନକେତନ ସାହୁ ସ୍ୱର୍ଗତଃ ଶୈଳ କୁମାରୀ…
Read More...

ଦୟାନନ୍ଦ ପ୍ଲେ ସ୍କୁଲଠାରେ ଗଣେଶ ପୂଜା ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ପେଲେସ ଲାଇନ୍‌ ସ୍ଥିତ ଦୟାନନ୍ଦ ପ୍ଲେ ସ୍କୁଲଠାରେ ମହାସମାରୋହରେ ଗଣେଶ ପୂଜା ପାଳିତ ହୋଇଯାଇଛି । ଉକ୍ତ ଗଣେଶ ପୂଜାରେ ଶିକ୍ଷୟତ୍ରୀ ମାନେ ବିଶେଷ ସହଯୋଗ କରିଥିଲେ । ଏଥିରେ ସ୍କୁଲର ପ୍ରିନ୍‌ସିପାଲ ଦିବ୍ୟ ନାରାୟଣ ମିଶ୍ରଙ୍କ ସହ…
Read More...

ଗ୍ରାସୀମ କମ୍ପାନୀ ପକ୍ଷରୁ ପିଲାଙ୍କୁ ସ୍କୁଲ ବ୍ୟାଗ ବଣ୍ଟନ

ଗଞ୍ଜାମ : ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ପୁଇଁତୋଳା ମଧ୍ୟ ଇରାଜୀ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗ୍ରାସୀମ କମ୍ପାନୀ ପକ୍ଷରୁ ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ସ୍କୁଲ ବ୍ୟାଗ ବଣ୍ଟନ କରାଯାଇଛି । କମ୍ପାନୀ ଏଚ୍‌ଆର ମୁଖ୍ୟ ନିରଜ ପଟ୍ଟନାୟକ, ଡିଜିଏମ୍‌ ରବୀନ୍ଦ୍ର କୁମାର ମହାନ୍ତି,…
Read More...

ତୋରା ପଞ୍ଚାୟତରେ ନୂଆଁଖାଇ ଯୋଟ୍ ଯାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

ବରଗଡ଼, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ପୂର୍ବରୁ ବରଗଡ ସଦର ତୋରା ପଞ୍ଚାୟତରେ ନୂଆଁଖାଇ ଯୋଟ୍ ଯାଟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ୮୦ ଜଣ ଗରିବ ଅସହାୟ, ନିଷ୍ପେସିତମାନଙ୍କୁ ସମ୍ବିଧାନ ସୁରକ୍ଷା ମଂଚ, ପକ୍ଷରୁ ଅଢ଼ିଆ ଭେଟ ଦିଆଯାଇଥିଲା ।…
Read More...

ପୁରେନା ସ୍କୁଲରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ବରତୁଣ୍ତା ଗ୍ରାମ ପଞ୍ଚାୟତ ପୁରେନା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଝରଣା ଦାସ, ସ୍କୁଲ ପରିଚାଳନା କମିଟି ସଭାପତି ଓମ୍‌ ପ୍ରକାଶ ସୁନାନୀ, ସ୍କୁଲ ଶିକ୍ଷୟତ୍ରୀ ତିଳୋତ୍ତମା ନାଗ, ଲିପସା ସାହୁଙ୍କ ଉପସ୍ଥିତରେ…
Read More...