Yearly Archives

2022

ନବୋଦୟ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ କବାଡି ପ୍ରତିଯୋଗିତା ଅନୁଷ୍ଠିତ

ପାତ୍ରପୁର : ଗଞ୍ଜାମ ଜିଲ୍ଲା ସୁରଙ୍ଗୀ ଜବାହର ନବୋଦୟ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ କବାଡି ପ୍ରତିଯୋଗିତା ଅନୁଷ୍ଟିତ ହୋଇଥିଲା । ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ସାତଟି ନବୋଦୟ ବିଦ୍ୟାଳୟ କୋରାପୁଟ, ନବରଙ୍ଗପୁର, ରାୟଗଡା, ମାଲକାନଗିରିର ଦୁଇଟି ବିଦ୍ୟାଳୟ, ଗଜପତି ଏବଂ ଗଞ୍ଜାମ ଜିଲ୍ଲାର…
Read More...

ବିଶ୍ୱନାଥ ବିଦ୍ୟାପୀଠରେ ପୋଷାକ ବିତରଣ : ପାଠପଢ଼ା ସହିତ ଭଲ ମଣିଷ ହେବାକୁ ଆହ୍ୱାନ

ଆଠଗଡ : ଆଠଗଡର ସର୍ବପୁରାତନ ବିଶ୍ୱନାଥ ବିଦ୍ୟାପୀଠରେ ଛାତ୍ରମାନଙ୍କୁ ପୋଷାକ ବିତରଣ କରାଯାଇଛି । ପ୍ରଧାନ ଶିକ୍ଷକ ଅମର ମହାରଣାଙ୍କ ପୌରୋହିତ୍ୟରେ ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀକାନ୍ତ କୁମାର ବେହେରା ମୁଖ୍ୟଅତିଥି, କମିଟି ସଦସ୍ୟା ରେବତୀ…
Read More...

ଦୁଇ ଦିନିଆ କନ୍ଧମାଳ ଗସ୍ତରେ ହାଇକୋର୍ଟ ଜଷ୍ଟିସ ଏମ୍.ଏସ୍ ସାହୁ

ଫୁଲବାଣୀ : ହାଇକୋର୍ଟର ଜଷ୍ଟିସ ଏମ୍‌.ଏସ୍‌ ସାହୁ ଦୁଇ ଦିନିଆ ଫୁଲବାଣୀ ଗସ୍ତ କରିଛନ୍ତି । ଗତକାଲି ରାତିରେ ଜଷ୍ଟିସ ଏମ୍‌.ଏସ୍‌ ସାହୁ ଫୁଲବାଣୀରେ ପହଞ୍ଚିବା ସମୟରେ ଜିଲ୍ଲା ବାର ଆସୋସିଏସନ୍ ସଭାପତି ବିଜୟ କୁମାର ମହାନ୍ତି ଓ ସମ୍ପାଦକ ଦୁର୍ଗା ଶଙ୍କର ପଟ୍ଟନାୟକ, ହରିଶ୍ଚନ୍ଦ୍ର ମହାରଣା,…
Read More...

ଟିକିରା ଶିବ ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟ୍‌ ଅଭିଯୋଗ

ପାଟଣା : କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ସନ୍ନିକଟ ୨୨୦ ନଂ ଜାତୀୟ ରାଜପଥର ଟିକିରା ଟିକେଶ୍ୱର ଶିବ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ୍‌ କରିଥିବା ଅଭିଯୋଗ ହୋଇଛି । ହୁଣ୍ଡିରେ ଦେଢ଼ ବର୍ଷରୁ ଅଧିକ ଦିନ ଧରି ସଂଗୃହିତ ହୋଇଥିବା ଟଙ୍କାକୁ…
Read More...

ଅଧା ରାଜ୍ୟରେ ବୁଲିଲା ଅହିଂସା ରଥ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମତରେ ଦାରିଦ୍ର୍ୟ ଓ ସାମାଜିକ ଅବିଚାର ହେଉଛି ସବୁଠାରୁ ବଡ ଅହିଂସା । ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସରକାରଙ୍କ ଅହିଂସା ରଥ ପରିକ୍ରମା ଅଭିଯାନ ନୂତନ ଜାଗରଣ ସୃଷ୍ଟି କରିବାରେ ସହାୟକ ହୋଇଛି । ଏନେଇ…
Read More...

ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟରେ ଷ୍ଟାର୍ଟ ଅଫ ଓଡ଼ିଶା ଯାତ୍ରା ରଥକୁ ସ୍ଵାଗତ

ଗୋପାଳପୁର : ଭୁବନେଶ୍ୱରରୁ ଆରମ୍ଭ ହୋଇଥିବା ଷ୍ଟାର୍ଟ ଅଫ ଓଡିଶା ଯାତ୍ରା ଶନିବାର ଅପରାହ୍ନରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସରରେ ପହଞ୍ଚିଥିଲା । ଷ୍ଟାର୍ଟ ଅଫ ଓଡ଼ିଶା ଏବଂ କୀଟ ଟି.ବି.ଆଇର ମିଳିତ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ଷ୍ଟାର୍ଟ ଅଫ ଓଡ଼ିଶା ଯାତ୍ରା ୨.୦ ରଥ ଭୁବନେଶ୍ୱରରୁ…
Read More...

ପାରମ୍ପାରିକ ଜନଜାତି ନୃତ୍ୟର ତାଳେ ତାଳେ ‘ଅହିଂସା ରଥ’କୁ ସ୍ୱାଗତ କରିଛନ୍ତି ସୁନ୍ଦରଗଡବାସୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପାରମ୍ପାରିକ ଜନଜାତି ନୃତ୍ୟର ତାଳେ ତାଳେ 'ଅହିଂସା ରଥ'କୁ ସ୍ୱାଗତ କରିଛନ୍ତି ସୁନ୍ଦରଗଡବାସୀ । ଜିଲ୍ଲାରେ ଅହିଂସା ରଥକୁ ସମ୍ବର୍ଦ୍ଧନା ଜଣାଇ ଅନୁଷ୍ଠିତ ହୋଇଛି ଏକାଧିକ ସାଂସ୍କୃତିକ କାର୍ଯ୍ୟକ୍ରମ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ…
Read More...

ସୁନ୍ଦରଗଡ ଜିଲ୍ଲାରେ ପ୍ରବେଶ କଲା ଅହିଂସା ରଥ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ପରିକ୍ରମା କରୁଥିବା ଅହିଂସା ରଥ ସୁନ୍ଦରଗଡ ଜିଲ୍ଲାରେ ପ୍ରବେଶ କରିଛି । ସୁନ୍ଦରଗଡ ସଦର ବ୍ଲକ୍ ପ୍ରଶାସନିକ ଅଧିକାରୀ, ଜନ ପ୍ରତିନିଧି ତଥା ଅନ୍ୟମାନେ ପ୍ରବଳ ଉତ୍ସାହ ସହକାରେ ରଥକୁ ସ୍ୱାଗତ କରିଛନ୍ତି ।…
Read More...

ଅହିଂସା ରଥ ସ୍ୱାଗତ କାର୍ଯ୍ୟକ୍ରମରେ ଯୋଗ ଦେଲେ ରାଜ୍ୟ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା କାର୍ଯ୍ୟାଳୟ ପରିସରରେ ରାଜ୍ୟ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ଅହିଂସା ରଥ ସ୍ୱାଗତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ମିଶନ ଶକ୍ତିର ମା'ମାନେ ସୁନ୍ଦର ଝୋଟି ଅଙ୍କନ କରି ପୂର୍ଣ୍ଣକୁମ୍ଭ ସହିତ ରଥକୁ ସମ୍ବର୍ଦ୍ଧିତ…
Read More...

ଆଠ ବର୍ଷ ପରେ ଘରକୁ ଫେରିଲେ ଜିତେନ୍ଦ୍ର : ପରିବାର ଓ ଗାଁରେ ଖେଳିଯାଇଛି ଖୁସିର ଲହରୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଲାଠୋର ଥାନା ଅନ୍ତର୍ଗତ ଟଙ୍କପାଣି ଗାଁର ସୁନ୍ଦର ହିଆଳଙ୍କ ସାନ ପୁଅ ଜିତେନ୍ଦ୍ର ହିଆଳ ୨୦୧୪ ମସିହାରୁ କୁଆଡେ ପଳାଇଯାଇଥିଲେ । ଦୀର୍ଘ ଆଠ ବର୍ଷ ପରେ ନିଖୋଜ ଥିବା ପୁଅକୁ ପରିବାର ଲୋକେ ପାଇ ଖୁସି ବ୍ୟକ୍ତ କରିଛନ୍ତି । ହଜିଲା ପୁଅକୁ…
Read More...