Yearly Archives

2022

ପାଟଣାଗଡ଼ ବନ ବିଭାଗ ଦ୍ଵାରା କୁର୍ଲୁ କାଠ ବୋଝେଇ ମନି ଟ୍ରକ୍ ଜବତ : ଚାଳକ ଫେରାର୍‌

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ରେଞ୍ଜ ଅଧିନସ୍ଥ ପାଢେଲ ବନ ସର୍କଲର ବନ ବିଭାଗ ଦ୍ଵାରା କୁର୍ଲୁ କାଠ ବୋଝେଇ ମନି ଟ୍ରକ୍ ଜବତ କରାଯାଇଛି । ସୂଚନା ଅନୁସାରେ ବଲାଙ୍ଗିର ଡିଏଫ୍‌ଓଙ୍କ ନିର୍ଦ୍ଦେଶ କ୍ରମେ ପାଟଣାଗଡ଼ ରେଞ୍ଜର ସଦଳବଳେ ରାତିରେ ପେଟ୍ରୋଲିଂ କରୁଥିବା ସମୟରେ ପଦ୍ମପୁର
Read More...

ଭବାନୀପାଟଣାଠାରେ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତ୍ରଯାତ୍ରାର ପ୍ରସ୍ତୁତି ବୈଠକ

କଳାହାଣ୍ଡି, (ପି.କେ. ସାହୁ) : ଭବାନୀପାଟଣା ସମ୍ମିଳନୀ ଗୃହଠାରେ ସୋମବାର ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଆସନ୍ତା ୩/୧୦/୨୦୨୨ରିଖରେ ଅନୁଷ୍ଠିତ ହେବାକୁ ଥିବା ମାଆ ମାଣିକେଶ୍ଵରୀ ପବିତ୍ର ଛତ୍ରଯାତ୍ରା ସମ୍ବନ୍ଧୀୟ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
Read More...

ଆସନ୍ତା ୨୪ ଘଣ୍ଟା ପରେ ରାଜ୍ୟରେ କମିପାରେ ଲଘୁଚାପଜନିତ ବର୍ଷା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆସନ୍ତା ୨୪ ଘଣ୍ଟା ପରେ ରାଜ୍ୟରେ କମିପାରେ ଲଘୁଚାପଜନିତ ବର୍ଷା ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ, ଗତ ୨ ଦିନ ଧରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଝିପିଝିପି ବର୍ଷା ଦେଖିବାକୁ ମିଳିଥିବା ବେଳେ କେତୋଟି ଜିଲ୍ଲାରେ
Read More...

କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା କେନ୍ଦ୍ରୀୟ କମିଟି ବୈଠକ : ରାଜ୍ୟ ଦାବୀକୁ ପାର୍ଲିଆମେଣ୍ଟରେ ଉଠାଇବା ପାଇଁ…

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବିଧାନସଭା ଘେରାଉ, କୋସଲାଞ୍ଚଲ ମହାବନ୍ଦ ପରେ କୋଶଲ ରାଜ୍ୟ ମୁକ୍ତି ମୋର୍ଚ୍ଚାର ନବ ଗଠିତ କେନ୍ଦ୍ର କମିଟିର ପ୍ରଥମ ବୈଠକରେ ଆନ୍ଦୋଳନକୁ ଅଧିକ ଶାଣିତ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ସମ୍ବଲପୁରର ବୟୋଜ୍ୟେଷ୍ଠ କୋଶଲବାଦୀ ନେତା ଭକ୍ତ ପ୍ରସାଦ
Read More...

+୨ ପ୍ରଥମ ବର୍ଷ ପାଠପଢା ଆରମ୍ଭ ହେବ କାଲିଠୁ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : +୨ ପ୍ରଥମ ବର୍ଷ ପାଠପଢା କାଲିଠୁ ଆରମ୍ଭ ହେବ । ତେବେ ପିଲାଙ୍କ ପାଇଁ ୭୫% ଉପସ୍ଥାନ ବାଧ୍ୟତାମୂଳକ ବୋଲି କୁହାଯାଇଥିବା ବେଳେ କଲେଜ ଗୁଡିକ ଛାତ୍ରଛାତ୍ରୀଙ୍କ ସୁବିଧା ଅନୁସାରେ ସମୟ ନିର୍ଦ୍ଧାରଣ କରିବେ ବୋଲି ଜଣାପଡିଛି । ସୂଚନା ଯୋଗ୍ୟ ଯେ, ଚଳିତ ବର୍ଷ +୨
Read More...

ଆଉ ନାହାନ୍ତି ବହୁ ଚର୍ଚ୍ଚିତ କମେଡିଆନ୍‌ ରାଜୁ ଶ୍ରୀବାସ୍ତବ

ନୂଆଦିଲ୍ଲୀ : ଆଉ ନାହାନ୍ତି ଭାରତର ବହୁ ଚର୍ଚ୍ଚିତ କମେଡିଆନ୍‌ ରାଜୁ ଶ୍ରୀବାସ୍ତବ । ୫୮ ବର୍ଷ ବୟସରେ ଦିଲ୍ଲୀ ଏମ୍‌ସ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ଜୀବନ ସହ ଦୀର୍ଘ ୪୧ ଦିନ ସଂଘର୍ଷ ପରେ ଆଜି ସେ ହୃଦ୍‌ଘାତରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା
Read More...

ନାଳରେ ଭାସିଗଲେ ୨ ଯୁବକ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ପଞ୍ଚାୟତ ବାଙ୍ଗରଡ଼ା ଗ୍ରାମ ପାଖ ଦେଇ ଯାଇଥିବା ରାଉତରାୟ ନାଳକୁ ମଙ୍ଗଳବାର ଗାଧୋଇବାକୁ ଯାଇଥିବା ବେଳେ ଅସାବଧାନତା କାରଣରୁ ୨ ଜଣ ଯୁବକ ଭାସିଯାଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ଜଗନ୍ନାଥ ସେଠୀଙ୍କୁ ଉଦ୍ଧାର କରାଯାଇଥିବା
Read More...

ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଟାଙ୍ଗରପାଲି ଅତିରିକ୍ତ ତହସିଲଦାର କୁଳମଣି ପଟେଲଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିବା ଜଣାପଡିଛି । ଏହି ଚଢାଉରେ ବିଭିନ୍ନ ଟିମ୍‌ ସାମିଲ ଥିବା ଜଣାପଡିଛି । ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ସୁନ୍ଦରଗଡ଼
Read More...

ବିପୁଳ ପରିମାଣର ଗଞ୍ଜେଇ ଜବତ

ବ୍ରହ୍ମପୁର, (ସତ୍ୟନାରାୟଣ ରେଡ୍ଡୀ) : କନ୍ଧମାଳରୁ ପଶ୍ଚିମବଙ୍ଗକୁ ବେଆଇନ୍ ଗଞ୍ଜେଇ ଚାଲାଣ ବେଳେ ଜଗନ୍ନାଥପ୍ରସାଦ ଗୋଚ୍ଛାବାଡି ନିକଟରେ ଅବକାରୀ ଗୁଇନ୍ଦା ବିଭାଗ ଚଢାଉ କରିଥିବା ଜଣାପଡିଛି । ତେବେ ଏହି ଚଢାଉରେ ୧୨୦ କିଲୋ ଗଞ୍ଜେଇ ଜବତ କରିବା ସହ କାର୍ ମଧ୍ୟ ଜବତ କରାଯାଇଛି ।
Read More...

ଆନ୍ଦୋଳନ ପାଇଁ ରେଳ ଚଳାଚଳ ବ୍ୟାହତ

ସମ୍ବଲପୁର : ଦକ୍ଷିଣ ପୂର୍ବ ରେଳବାଇ ଅର୍ନ୍ତଗତ ଖଡଗପୁର ଓ ଆଦ୍ରା ମଣ୍ଡଳ ଅର୍ନ୍ତଗତ ଅଞ୍ଚଳରେ ବିଭିନ୍ନ ଦାବୀକୁ ନେଇ ଆନ୍ଦୋଳନ ଚାଲିଥିବାରୁ ଉକ୍ତ ଅଞ୍ଚଳ ଦେଇ ରେଳ ଚଳାଚଳ ଆଂଶିକ ବ୍ୟାହତ ହୋଇଛି । ରେଳଗାଡି ସଂଖ୍ୟା ୨୨୮୬୧ ହାୱଡା - ଟିଟିଲାଗଡ ଇସ୍ପାତ ଏକ୍ସପ୍ରେସ ମଙ୍ଗଳବାର ବାତିଲ ହୋଇଥିବା
Read More...